Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପୁଅର ଜୀବନ ନେଇଥିବା ଜହ୍ଲାଦ ବାପାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ପୁତ୍ର ହନ୍ତା ବାପାକୁ ଆଜୀବନ କାରାଦଣ୍ଡାଦେଶ । ଅଭିଯୁକ୍ତ ଦାଶରଥୀ ଟୁଡୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜି ଏହି ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଏଡିଜେ ୨ କୋର୍ଟ । ୫ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୯ ମସିହା ମାର୍ଚ୍ଚ ୧୧ ତାରିଖରେ ଅଭିଯୁକ୍ତ ଦାସରଥୀ ଟୁଡୁ ନିଜ ପୁଅକୁ ହତ୍ୟା…

ଚିକିଟି ମଦ ଟ୍ରାଜେଡି: ଗଲା ଆଉ ଜଣଙ୍କ ଜୀବନ

ବ୍ରହ୍ମପୁର: ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଗଲା ଆଉ ଜଣଙ୍କ ଜୀବନ । ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଇସିୟୁରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ଜେନା ପୁର ଗାଁର ପ୍ରଦୀପ ବେହେରାଙ୍କର ମୃତ୍ୟୁ ହୋଇଛି । ପ୍ରଦୀପଙ୍କୁ ମିଶାଇ ମଦ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି…

ସାତକୋଶିଆକୁ ଆସିବେ ଆଉ ୧୪ ବାଘୁଣୀ

ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଅନୁକୂଳ ହୋଇଥିବାରୁ ପୁଣି ଆସିବେ ମହାବଳ ବାଘ । ଆଉ ୧୪ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ମିଳିଛି ଅନୁମତି । ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖବର ମୁତାବକ, ଓଡ଼ିଶାର ବାଘଙ୍କ ସହ ମହାରାଷ୍ଟ୍ରର ତଡବା…

ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କେତେ ସଂଖ୍ୟକ ପଦବୀ ଖାଲି ପଡ଼ିଛି ଜାଣନ୍ତୁ..

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ପଦବୀ । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀଙ୍କ ସଂଖ୍ୟା ୫ ଲକ୍ଷ ୯୬ ହଜାର ଥିବା ବେଳେ, ଏହାର ପ୍ରାୟ ଅଧା ସଂଖ୍ୟକ ପଦବୀ ଖାଲି ପଡିଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚିତ

ଭୁବନେଶ୍ବର: ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି । ସୁଭଦ୍ରା ଯୋଜନାର ସମସ୍ତ ସୂଚନା ଏହି ପୋର୍ଟାଲରେ ଉପଲବ୍ଧ ହେବ । ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,…

ଆସନ୍ତା ୧୪ରେ ଖୋର୍ଦ୍ଧା ଜିଲ୍ଲାରେ ହେବ ରାଷ୍ଟ୍ରୀୟ ଲୋକଅଦାଲତ

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ହେବ ରାଷ୍ଟ୍ରୀୟ ଲୋକଅଦାଲତ । ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ,…

‘ଡିସେମ୍ବର ସୁଦ୍ଧା ସବୁ ଗାଁରେ ପହଞ୍ଚିବ ମୋବାଇଲ ନେଟୱାର୍କ’

ଭୁବନେଶ୍ବର: ଆଉ ମୋବାଇଲ ନେଟଓ୍ବାର୍କର ଅସୁବିଧା ଭୋଗିବେନି ଓଡିଶାବାସୀ । ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଗାଁରେ ପହଞ୍ଚିବ ନେଟୱର୍କ ସେବା । ତେବେ ୫ଜି ନେଟଓ୍ବର୍କ ସମୟରେ ରାଜ୍ୟର ମୋଟ ୩ ହଜାର ୫ ଶହ ୧୦ଟି ଗାଁରେ ନାହିଁ ମୋବାଇଲ ନେଟ୍‌ୱର୍କ । ଖାଲି ସେତିକି ନୁହଁ, କେବଳ ଅବିଭକ୍ତ…

ଝାରପଡ଼ା ଜେଲରେ ବନ୍ଦୀଙ୍କୁ ଆକ୍ରମଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏଡିଜି

ଭୁବନେଶ୍ୱର: ଝାରପଡ଼ା ଜେଲରେ ହାଇଦର ପୁଅ ମାଡ଼ରେ ବନ୍ଦୀର ମୁଣ୍ଡ ଫାଟିବା ଘଟଣା ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର । କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ…

ନନ୍ଦନକାନନ ଆସିଲେ ୨ ନୂଆ ଅତିଥି ଜିରାଫ

ଭୁବନେଶ୍ୱର: କୋଲକାତା ଚିଡ଼ିଆଖାନାରୁ ନନ୍ଦନକାନନକୁ ଅଣାଗଲା ୨ ଜିରାଫ। ନୂଆ ଅତିଥି ଭାବେ ୨ଟି ଜିରାଫ ଅଣାଯାଇଛି। ଗୋଟିଏ ମାଈ ଓ ଗୋଟିଏ ପୁରୁଷ ଜିରାଫ ଅଣାଯାଇଛି। ତେବେ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ଅଣାଯାଇଥିବା ସୂଚନା ମିଳିଛି। ୨ ଜିରାଫ ଆସିବା ପରେ ନନ୍ଦନକାନନରେ…

‘ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ କଦାପି ଗ୍ରହଣ କରିବି ନାହିଁ’

ଭୁବନେଶ୍ବର: ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଲେ ''ମୁଁ ରେଭେନ୍ସାର ଜଣେ ଛାତ୍ର । ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ…