Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଜୁନ୍ ୪ ହେଉଛି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ, ଏହିପରି କରିବେ ଆବେଦନ

ଭୁବନେଶ୍ବର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି.ବି.ଇଡି, ବି.ଇଡି, ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ…

ଭୋଟ ଦେଉଛି ଓଡିଶା, ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ

ଭୁବନେଶ୍ଵର: ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦେଇ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର । ୪୬୦ ନେତାଙ୍କର ଭାଗ୍ୟ ପରିକ୍ଷା ହେବ । ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ ହୋଇଛି । ବାଲେଶ୍ବରରେ ୬୧.୯୧% ମତଦାନ ହୋଇଥିବା ବେଳେ ଭଦ୍ରକରେ ୫୮.୨୧%,…

ଚାଲିଛି ଶେଷ ପର୍ଯ୍ୟାୟ ମତଦାନ: ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭ ପ୍ରତିଶତ ଭୋଟିଂ

ଭୁବନେଶ୍ବର: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ଭୋଟିଂ ହୋଇଛି । ବାଲେଶ୍ୱରରେ ୫୪.୦୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୪୬.୩୩%, ଜଗତସିଂପୁରରେ ୫୨.୫୨ ପ୍ରତିଶତ, ଯାଜପୁରରେ ୪୮.୮୦ ପ୍ରତିଶତ,…

ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ୧ ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି । ତେବେ ଭଦ୍ରକରେ ୩୪.୭୩ ପ୍ରତିଶତ ମତଦାନ ହୋଇଥିବାବେଳେ, ବାଲେଶ୍ୱରରେ ୪୧.୪୪…

ଭୋଟ୍ ପାଇଁ କିଏ ରକ୍ତମୁଖା?

ଭୁବନେଶ୍ବର: ଗଡ଼ିଲା ମୁଣ୍ଡ, ବହିଲା ରକ୍ତ । କେଉଁଠି ମରଣାନ୍ତକ ଆକ୍ରମଣ ତ କେଉଁଠି ଯାଇଛି ଜୀବନ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବି ନିର୍ବାଚନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ସାମନାକୁ ଆସିଛି । ଖଲ୍ଲିକୋଟରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିବା ବେଳେ ଲହୁଲୁହାଣ…

ପଦ୍ମଶ୍ରୀ ମାଗୁଣି ଚରଣଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । 'ଏକ୍ସ' ଆକାଉଣ୍ଟରେ ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ଗୁରୁ ମାଗୁଣି କୁଅଁରଙ୍କର ଓଡିଶାର…

ରାଜ୍ୟରେ ସୁରୁଖୁରୁରେ ଚାଲିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଓଡିଶାବାସୀ । ତେବେ ରାଜ୍ୟରେ ସୁରୁଖୁରୁରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି, ସେ କହିଛନ୍ତି, ୬…

ଶିମିଳିପାଳ ବାବଦରେ ଜାଣିବାକୁ ବହି କିଣିଲେ ନବୀନ!

ଭୁବନେଶ୍ବର: ବୁକ୍ ଷ୍ଟୋରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନ ଧରି ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ଫୁରସତ୍ ପାଇବା ପରେ ଆଜି ସନ୍ଧ୍ୟା ସାତଟା ସମୟରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋରେ ପହଞ୍ଚି ବହି କିଣିଛନ୍ତି ନବୀନ । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ…

କିଏ କହୁଛି ସତ ?

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମରେ ନାହିଁ ଟେଲିଫୋନ୍ ସଂଯୋଗ। ସିଧାସଳଖ ନବୀନଙ୍କ ରୁମରେ ନାହିଁ ଟେଲିଫୋନ୍ କନେକ୍ସନ୍ । ମୁଖ୍ୟମନ୍ତ୍ରୀଙ୍କ ରୁମରେ ଥିବା ଟିଭିରେ ଓଡିଆ ଚ୍ୟାନେଲ୍ ଆସୁନାହିଁ । ନବୀନଙ୍କ ରୁମରେ ଥିବା ଟିଭିରେ କେବଳ ଇଂରାଜୀ ନ୍ୟୁଜ…

ବ୍ଲାକମେଲ କରି ଗିରଫ ହେଲେ ୟୁଟ୍ୟୁବର

ଭୁବନେଶ୍ବର: ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ । ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ଅନ୍ତରଙ୍ଗ ଭିଡିଓ ତାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି କରୁଥିଲେ ବ୍ଲାକମେଲ୍ । ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ଆଧାରରେ  ଗିରଫ କରିଛି ପୋଲିସ । ଅଭିଯୋଗ…