Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ସମ୍ପନ୍ନ ହେଲା ପ୍ରଥମ ଲିଭର ପ୍ରତିରୋପଣ

ଭୁବନେଶ୍ୱର: ନିଜର ସଫଳତାର ଯାତ୍ରାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ିଛି ଏମ୍ସ ଭୁବନେଶ୍ବର । ସମ୍ପୂର୍ଣ୍ଣ ପୂର୍ବ ଭାରତରେ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ନିର୍ଭରଯୋଗ୍ୟ ବ୍ରାଣ୍ଡ୍ ପାଲଟିଥିବା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ…

୧୮ ମାସରେ ୪୦,୯୪୭ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ: ବିଜେଡି

ଭୁବନେଶ୍ୱର: ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହିତ ଓଡିଶା ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ ହୋଇଛି ବୋଲି ବିଜୁ ଜନତା ଦଳ କହିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟାରେ ଏହି ୧୮ ମାସରେ ଅହେତୁକ ବୃଦ୍ଧି ପାଇଛି ବୋଲି ବିଜେଡି ତଥ୍ୟ…

ନନ୍ଦନକାନନର ୬୬ ତମ ପ୍ରତିଷ୍ଠା ଦିବସ; ନୂଆ ଜନ୍ତୁଙ୍କୁ ନାଁ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ୬୬ ବର୍ଷରେ ପଦାର୍ପଣ କରିଛି ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ୧୯୬୦ ମସିହା ଡିସେମ୍ବର ୨୯ ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣି ଉଦ୍ୟାନ । ଏହି ଅବସରରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ…

Silver Price Hike: ସୁନା ପରି ରେକର୍ଡ କଲା ରୂପା ଦର

ଭୁବନେଶ୍ବର: ଆଜି ରୂପା ପୁଣି ଥରେ ସମସ୍ତ ରେକର୍ଡ ଭାଙ୍ଗିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ, ରୂପାର ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି କିଲୋଗ୍ରାମ ୨.୫୦ ଲକ୍ଷ ଟଙ୍କା ଅତିକ୍ରମ କରିଛି । ରୂପାର ମୂଲ୍ୟରେ ଏହି ବୃଦ୍ଧି କେବଳ ଭାରତୀୟ ବଜାରରେ ନୁହେଁ, ବରଂ ଅନ୍ତର୍ଜାତୀୟ ବଜାରରେ ମଧ୍ୟ…

Police SI Scam: ୧୬ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା । ୧୬ଜଣଙ୍କ ନାଁରେ ଆଜି ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । ଏଥିରେ କିଙ୍ଗପିନ୍‌ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ…

ଚାଲିଗଲେ ଦନ୍ତା, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପୀଠ

ଭୁବନେଶ୍ୱର: ଚାଲିଯାଇଛନ୍ତି ହାତୀ । ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିଖରଚଣ୍ଡୀ ପୀଠ । ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ । ମା’ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିଛି ଅନୁମତି । ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ୨ଟି ଦନ୍ତା ହାତୀ…

ବଙ୍ଗାଳୀ ଶ୍ରମିକ ହତ୍ୟା ମାମଲା: ମମତାଙ୍କ ଅଭିଯୋଗ ଭିତ୍ତିହୀନ କହିଲେ ମନମୋହନ ସାମଲ

ଭୁବନେଶ୍ବର: ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକଙ୍କୁ ପିଟିପିଟି ମାରିଦେବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଓଡ଼ିଶାରେ ହେଉ ଅବା…

Tiger Jayshree: ନନ୍ଦନକାନନକୁ ନୂଆବର୍ଷ ଭେଟି, ଅପ୍ରାପ୍ତ ବୟସରେ ମା’ହେଲା ବାଘୁଣୀ ‘ଜୟଶ୍ରୀ’

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଅପ୍ରାପ୍ତବୟସ୍କରେ ବାଘୁଣୀ ‘ଜୟଶ୍ରୀ’ ପୁଣି ମାଆ ହୋଇଛି । ଶନିବାର ୩ଟି ଶାବକ ଜନ୍ମ ଦେଇଛି ‘ଜୟଶ୍ରୀ’ । ସେଥିରୁ ଦୁଇଟି ଶାବକର ମୃତ୍ୟୁ ହୋଇଛି । ହେଲା ଜୀବିତ ଶାବକଟିକୁ ‘ଜୟଶ୍ରୀ’ ଗ୍ରହଣ କରିନାହିଁ । ତେଣୁ…

Cold Wave: ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା, ଆଜି ଘନ କୁହୁଡି ନେଇ ୧୮ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ପାରଦ ତଳ ମୁହାଁ ହୋଇଥିବା ବେଳେ, ଶୀତ ସାଙ୍ଗକୁ କୁହୁଡ଼ିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଲୋକେ ସକାଳୁ ଘରୁ ବାହାରି ପାରୁ ନାହାନ୍ତି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ନିଆଁ ଜାଳି ତା ପାଖରେ ବସି ରହୁଛନ୍ତି ଲୋକେ । ତେବେ ଆଜି ପାଇଁ ଘନ କୁହୁଡି ନେଇ ୧୮…

ଏନସିସି ସାଧାରଣତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ ଜଣ କ୍ୟାଡେଟ୍

ଭୁବନେଶ୍ୱର: ନୂଆଦିଲ୍ଲୀରେ ୨୭ ଡିସେମ୍ବର ଆଜି ଠାରୁ ଆସନ୍ତା ଜାନୁଆରୀ ୨୯ ପର୍ଯ୍ୟନ୍ତ ଏନସିସି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଶିବିରରେ ଯୋଗଦେବା ପାଇଁ ଓଡ଼ିଶାର ସର୍ବମୋଟ ୧୨୭ଜଣ କ୍ୟାଡେଟ୍ ଚୟନ ହୋଇଛନ୍ତି । ଓଡ଼ିଶା ଏନସିସିର ପ୍ରାୟ ୬୪ ହଜାର କ୍ୟାଡେଟ୍‌ଙ୍କ ମଧ୍ୟରୁ…