Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଦନ ମୋହନ ମହାନ୍ତି

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପୂର୍ବତନ ଓଡିଶା କ୍ରକେଟର ମଦନ ମୋହନ ମହାନ୍ତି ଆଉ ନାହାନ୍ତି । ବୁଧବାର ତାଙ୍କର  ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।ଏକ ଘରୋଇ ହସ୍ପିଟାଲରେ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଯାଇଛି ।ତାଙ୍କ ପତ୍ନୀ…

+୨ ପରୀକ୍ଷା ବାତିଲ ଦାବି: ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଆଜି ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । +୨ ପରୀକ୍ଷା ବାତିଲ ଦାବି ନେଇ ଛାତ୍ରଛାତ୍ରୀମାନେ ଆଜି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ସମୟ ପାଇଁ ଗାଡ଼ି ମୋଟର ଅଟକି ଯାଇ ଟ୍ରାଫିକ୍ ଜାମ୍ ହୋଇଥିବା…

ରାଜ୍ୟରେ ଆଜି କରୋନା ସୁସ୍ଥଙ୍କ ସଂଖ୍ୟା ୩୪୨୯

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦିନକୁ ଦିନ କରୋନା ସଂକ୍ରମଣ ଗ୍ରାଫ ତଳକୁ ତଳକୁ ଖସୁଥିବା ବେଳେ ସୁସ୍ଥ ହାର ବଢିବାରେ ଲାଗିଛି । ମଙ୍ଗଳବାର ରାଜ୍ୟରେ ୩୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୪୫ ହଜାର ୨୬ ଜଣ ଆକ୍ରାନ୍ତ…

ଓଡ଼ିଶା ଆସିବେ ରାଷ୍ଟ୍ରପତି !

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀର ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଶ୍ରୀଚୈତନ୍ୟ ଗୌଡ଼ିୟ ମଠର ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ୧୫୦ ତମ ଜନ୍ମୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଶରଧା ବାଲି କାର୍ୟ୍ୟକ୍ରମରେ ଯୋଗଦେବେ…

୧୨ରୁ ଲିଙ୍ଗରାଜ ମନ୍ଦିର ସହ ଖୋଲିବ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର : ଏଣିକି ସମସ୍ତ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରିବେ । ରାଜ୍ୟରେ କରୋନା ମହାମାରୀର ତୃତୟୀ ଲହର ହ୍ରାସ ପାଇବା ପରେ ଭୁବନେଶ୍ୱରେ ଆସନ୍ତା ୧୨ ତାରିଖରୁ ପ୍ରଭୁ ଲିଙ୍ଗରାଜଙ୍କ ସମେତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ । ଏନେଇ…

[ଦେଖନ୍ତୁ ଭିଡିଓ] ପ୍ରେମ ସପ୍ତାହରେ ଆଜି ‘ପ୍ରପୋଜ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଚକୋଲେଟ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର । ଆଉ ଏବେ ଏହି ପ୍ରେମ…

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ।୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ…

ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର

ଭୁବନେଶ୍ୱର: ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର  ।  ବି. ଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଶୋ’ ‘ମହାଭାରତ’ ରେ ଭୀମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପ୍ରବୀଣ କୁମାର ସୋବିତଙ୍କର ପରଲୋକ ହୋଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଖସୁଛି ସଂକ୍ରମଣ ଗ୍ରାଫ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଧୀରେ ଧୀରେ ତଳ ମୁହାଁ ହେବାରେ ଲାଗିଛି । ସଂକ୍ରମଣ ଗ୍ରାଫ ତଳକୁ ଖସିବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ତେବେ ଆଜି ରାଜ୍ୟରୁ ୩୬୨୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଯାଏଁ ମୋଟ୍ ୧୨ ଲକ୍ଷ…

ରୋଜ୍‌ ଡେ’ : ଫୁଲ ବଜାରରେ ଜମୁଛି ଭିଡ

ଭୁବନେଶ୍ୱର  : ଭାଲେଲଟାଇନ ସପ୍ତାହ ରୋଜ୍‌ ଡେ' ରୁ ଆରମ୍ଭ ହୋଇଥାଏ । ଫେବ୍ରୃଆରୀ ୭ ତାରିଖକୁ ରୋଜ ଡେ’ ଭାବେ ପାଳନ କରାଯାଏ ।ନିଜ ନିଜ ପାର୍ଟନରଙ୍କୁ ଗୋଲାପ ଦେଇ ପ୍ରପୋଜ କରିଥାନ୍ତି ଯୁବବର୍ଗ । ଭପ ପାଇବାର ଆଦାନ ପ୍ରାଦନ ହୁଏ ଏ ଗୋଲାପ ମାଧ୍ୟମରେ । ସେପଟେ ଗୋଲାପର ଡିମାଣ୍ଡକୁ ଦୃଷ୍ଟିରେ…