Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ପ୍ରବେଶିକା ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ୨୦୨୫-୨୬ ଶିଷା ବର୍ଷରେ ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ…

ଆଗକୁ ବଡ ବର୍ଷା! ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା…

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ

ଭୁବନେଶ୍ବର: ପରଲୋକରେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି । ମୁଣ୍ଡରେ ଆଘାତ ଲାଗିବା କାରଣରୁ ହଠାତ୍ ଆଜି ଆକସ୍ମିକ ଭାବେ ତାଙ୍କର ପରଲୋକ ଘଟିଛି । ସେ ପ୍ରଥମେ ଓଡ଼ିଆ ସିନେମା ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ । ଏହି ସିନେମାର ଗୀତ ପାଇଁ ବେଶ ଚର୍ଚ୍ଚାରେ ରହିଥିଲା…

ଗ୍ରାହକଙ୍କୁ ଆଶ୍ୱସ୍ତି; କମିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ୱର: ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି । କିଛି ଦିନ ହେବ ଲଗାତାର ହ୍ରାସ ପାଉଥିବା ସୁନା ଦର ପୁଣି ଆଜି ହ୍ରାସ ପାଇଛି । ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି । ପୂର୍ବରୁ ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ଏଥିରେ ୨ ହଜାର ଟଙ୍କା ଦାମ୍‌ କମିଛି । ତେବେ…

ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି ।…

ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ ନେଇ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ଏହି ପ୍ରରିପେକ୍ଷିରେ ରାଜସ୍ବ ବିଭାଗ ପକ୍ଷରୁ ପୁନର୍ବାର ବାସହୀନଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ସରକାରଙ୍କ…

ରାଜ୍ୟରେ ଆଉ ୫ଶହ ରାଇସ୍ ମିଲ୍‌ର ଆବଶ୍ୟକତା ରହିଛି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୟାନ । ମିଲ୍‌ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଆମ ରାଜ୍ୟରେ ୧୪୦୦ ରାଇସ୍ ମିଲ୍ ରହିଥିବାବେଳେ, ଆହୁରି ୪ଶହରୁ…

‘ମୁଖ୍ୟମନ୍ତ୍ରୀ ସମୟ ଦେଉନାହାନ୍ତି, ରାଷ୍ଟ୍ରପତିଙ୍କୁ ଭେଟିବ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି’

ଭୁବନେଶ୍ୱର: ଆମେ ଗୋପାଳପୁରରୁ ଫେରିବାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲୁ, ହେଲେ ସେ ସମୟ ଦେଉ ନାହାନ୍ତି । ରାଜ୍ୟରେ ବିଜେପି ସରକାରର ବର୍ଷେ ବିତିଗଲା, ହେଲେ ମହିଳା କମିଶନ ଚୟନ ହୋଇପାରିଲା ନାହିଁ । ଏଠାକାର ପ୍ରଶାସନ ଠିକ୍ କାମ କରୁନାହିଁ ବୋଲି କହିଛନ୍ତି ଗୋପାଳପୁର ଓ କେନ୍ଦୁଝର…

ରାଜ୍ୟରେ ଖୋଲିବ ଆଉ ୯ଟି ନୂଆ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ । ୨୦୨୫-୨୬ ବର୍ଷରେ ହିଁ ଆଉ ୯ଟି ମେଡିକାଲ କଲେଜ ଖୋଲିବ । ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଗତସିଂପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ୪ଟି MBBS କଲେଜ ଖୋଲିବ । ସେହିପରି ସମ୍ବଲପୁରର…

ଓଡ଼ିଶାର ଟେକ୍ନୋଲୋଜି ଅଭିବୃଦ୍ଧିରେ ଯୋଡ଼ିହେଲା ଲଜାଇଲର ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବରେ ପରିଣତ କରିବାପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟର ଅପ୍ଟିମାଇଜେସନ୍ ଏବଂ ନବସୃଜନ ତଥା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ରଖି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା…