Latest Odisha News

BREAKING NEWS

Browsing Category

ସହର

City

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା

ଭୁବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଅତିପ୍ରିୟ ପଖାଳ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଘିଅ ପଖାଳ, ଦହି ପଖାଳ ଆଦି ଲାଗି ହୋଇଥାଏ । ତେବେ ଆଜି ପଖାଳ ଦିବସ ଅବସରରେ ସମଗ୍ର ରାଜ୍ୟ ପଖାଳ ଖାଇ ପାଳୁଛି…

ଗ୍ରାମୀଣ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଦ୍ୱାଦଶ ଶାମ୍ଭବୀ ପୁରସ୍କାରରେ ସମ୍ମାନୀତ ହେଲା ସିଆଇରଟିଡ଼ି

ଭୁବନେଶ୍ୱର: ଗ୍ରାମୀଣ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ସେଣ୍ଟରଫର ଇଣ୍ଟିଗ୍ରେଟେଡ଼ ରୁରାଲ ଆଣ୍ଡ ଟ୍ରାଇବାଲ ଡେଭଲପମେଣ୍ଟ (ସିଆଇରଟିଡ଼ି) କୁ ଦ୍ୱାଦଶ ଶାମ୍ଭବୀ ପୁରସ୍କାର ପ୍ରଦାନ କରିଛି । ସିଆଇରଟିଡ଼ି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ…

ଉତ୍କଳ ଦିବସରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ

ଭୁବନେଶ୍ବର: ବିମାନ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୋଆକୁ ଆରମ୍ଭ ହେବ ବିମାନ ସେବା । ଏପ୍ରିଲ୍‌ ୧ ତାରିଖ ଠାରୁ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଅପ୍ରେଲ୍‌ ୧ ତାରିଖ ଠାରୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର…

ପ୍ରକାଶ ପାଇଲା ବିଜ୍ଞପ୍ତି; ଏହି ତାରିଖରୁ ଆରମ୍ଭ ହେବ ବିଏଡ୍ ନାମ ଲେଖା

ଭୁବନେଶ୍ୱର: ବିଏଡ୍ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିପାଇଁ ଆବେଦନକାରୀମାନଙ୍କ ପାଇଁ ମାର୍ଚ୍ଚ ୨୪ ତାରିଖ ଠାରୁ କମନ୍ ଆପଲିକେସନ ଫର୍ମ (ସିଏଏଫ) ପୂରଣ ପ୍ରକିୟା ଆରମ୍ଭ ହେବ । ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ମଧ୍ୟ ବିଗତ ବର୍ଷ ପରି ଦୁଇ ବର୍ଷିଆ ବି.ଏଡ଼/ଏମ.ଏଡ଼/…

‘ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ’

ଭୁବନେଶ୍ୱର: ରାଜ୍ୟରେ ଥିବା ବେସରକାରୀ କଲେଜଗୁଡ଼ିକର ପରିଚାଳନା ଭାର ସରକାର ହାତକୁ ନିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖା ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଶିବଵ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଉଚ୍ଚଶିକ୍ଷା…

ରାଜ୍ୟରେ ରହିଛି ଭରପୁର ସୁନା ଖଣି

ଭୁବନେଶ୍ଵର: ରାଜ୍ୟରେ ରହିଛି ଭରପୂର ସୁନା ଖଣି । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଥିବା ବେଳେ ଏବେ ଆହୁରି ୭ଟି ସ୍ଥାନରେ ସୁନା ଖଣି ଥିବା ନେଇ ସୂଚନା ମିଳିଛି । ଓଡିଶାର…

ରାଜ୍ୟରେ ବିଦ୍ୟୁତ୍ କାଟକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଆଉ ସାଧାରଣତଃ ଖରା ଦିନେ ସହର କେଉ କି ଗାଁ ବିଦ୍ୟୁତ୍ କାଟ୍ ହେବା ସାଧାରଣ କଥା । ଆଉ ଅତ୍ୟଧିକ ଖରାର ପ୍ରକୋପରେ ବିଦ୍ୟୁତ୍ କାଟ୍ କାରଣରୁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥାନ୍ତି ଲୋକେ । ତେବେ ବିଦ୍ୟୁତ୍…

ରାସନକାର୍ଡ ଫେରାଇଲେଣି ୨୩,୧୩୮ ଅଯୋଗ୍ୟ ହିତାଧିକାରୀ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାସନକାର୍ଡ ଫେରାଇଲେଣି ୨୩,୧୩୮ ଅଯୋଗ୍ୟ ହିତାଧିକାରୀ । ଏନେଇ ଗୃହରେ ଉତ୍ତର ରଖି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ତେବେ ରାସନ କାର୍ଡ…

ରାଜ୍ୟରେ ବଢୁଛି ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ମାଗଣା ବିଜୁଳିକୁ ନେଇ ବଡ଼ ସୂଚନା ଦେଲେ ରାଜ୍ୟ ସରକାର । ଯୋଜନାକୁ ନେଇ ବିଧାନସଭାରେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଲୋକଙ୍କ ଆଗ୍ରହ ବଢୁଛି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୯୩ ହଜାର ୩୬୭ ଜଣ ଲୋକ…

୫୧ଟି କେନ୍ଦ୍ରରେ ଚାଲିଛି ମାଟ୍ରିକ ଖାତା ଦେଖା, ୧୨ ଦିନ ଭିତରେ ଶେଷ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା ଖାତାଦେଖା । ସକାଳ ୯ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଖାତା ଦେଖା । ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଖାତା ମଧ୍ୟ ଏଠାରେ ଦେଖାଯିବ । ଏନେଇ…