Latest Odisha News
Browsing Category

ସହର

City

ନବୀନଙ୍କୁ ହରାଇବାକୁ କଣ୍ଟାବାଞ୍ଝି ପଠାଯାଇଥିଲା: ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ

ଭୁବନେଶ୍ୱର : କିଛିଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେପିରେ ମିଶିବା ନେଇ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଏହା ସହ ସେ ଏକ ବିସ୍ଫୋରକ ବୟାନ ଦେଇ ରାଜନୈତିକ ହଟଚମଟ ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ନବୀନଙ୍କୁ…

ଟ୍ରେନ୍ ଟିକେଟ୍ ପାଇଁ ଅଗ୍ରୀମ ସଂରକ୍ଷଣ ଅବଧି ୬୦ ଦିନକୁ ହ୍ରାସ

ଭୁବନେଶ୍ୱର: ଟ୍ରେନ ଟିକେଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଟ୍ରେନ୍ ଟିକେଟ୍ ଅଗ୍ରୀମ ସଂରକ୍ଷଣ ଦିବସ ପାଇଁ ପୂର୍ବର ୧୨୦ ଦିନରୁ ୬୦ ଦିନ ପର୍ଯ୍ୟନ୍ତ ଅଗ୍ରୀମ ସଂରକ୍ଷଣ ଅବଧି ହ୍ରାସ କରିଛି ଯାହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହି ପରିବର୍ତ୍ତନର ଲକ୍ଷ୍ୟ…

ଶକ୍ତିଶାଳୀ ହେବ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ କିଟ୍‌ କ୍ୟାମ୍ପସ-୫ ଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଶୋଷଣ, ନିର୍ଯାତନା ଓ ଯୌନ…

ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କଟକ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଅସୁସ୍ଥ। ତାଙ୍କୁ କଟକର ସିଡିଏ ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ।…

୬ରେ ବିଜେପିରେ ମିଶିବେ ସୁନନ୍ଦା: ଅକ୍ଟୋବର ୨୯ ରେ ବିଜେଡିରୁ ଇସ୍ତଫା ଦେଇଥିଲେ

ବରୀ: ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନଭେମ୍ବର ୬ ତାରିଖରେ ପଦ୍ମ ଧରିବେ। ୬ ତାରିଖ ପୂର୍ବାହ୍ନରେ ସେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହେବା ନେଇ  ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ୫ ମାସ ହେଲେ ଅଣଦେଖା ହୋଇ ରହିଥିବା ଅଭିଯୋଗ ଆଣି…

କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲ କାରଖାନା

କେନ୍ଦୁଝର: କେନ୍ଦୁଝରରେ ହେବା ଷ୍ଟିଲ ପ୍ଳାଣ୍ଟ। JSW ଓ ପସ୍କୋ ମିଳିତ ଭାବେ କରିବେ ଏହି ଷ୍ଟିଲ ପ୍ଳାଣ୍ଟ। କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ଶୋ’ ବେଳେ ଉଭୟ JSW ଓ ପୋସ୍କୋ ସହ…

ସ୍ଥିତି ବିଗାଡି ଦେଇଥିଲା ବାଣ, ଆଶ୍ବସ୍ତି ଦେଲା ଅଦିନିଆ ବର୍ଷା

ଭୁବନେଶ୍ବର: ବାୟୁମଣ୍ଡଳକୁ ଆଶ୍ବସ୍ତି ଦେଇଛି ଅଦିନିଆ ବର୍ଷା । ଗତକାଲି ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ କରାଯାଇଥିବା ବେଳେ ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ବାୟୁ ଗୁଣବତ୍ତା(ଏକ୍ୟୁ) ଅତ୍ୟନ୍ତ ଖରାପ ହୋଇଯାଇଥିଲା । ବୁଧବାର ସକାଳେ ବାୟୁର ଗୁଣବତ୍ତା ୬୦ରୁ ୭୦ ଏକ୍ୟୁ ଥିବା ବେଳେ…

ମାର୍କେଟ ବିଲ୍ଡିଂ ଅଣ୍ଡର ଗ୍ରାଉଣ୍ଡରେ ନିଆଁ

ଭୁବନେଶ୍ଵର: ୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ଏକାଧିକ କପଡା ଦୋକାନ ଜଳିଯାଇଥିବା ନେଇ ସୂଚନା ମିଳିଛି । ତେବେ…

ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା। ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ବନ୍ଧିଲା ପୋଲିସ। ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ୩ ଜଣଙ୍କୁ ଗିରଫ କଲା ପୋଲିସ। ଘଟଣା ସଂପର୍କରେ ଭୁବନେଶ୍ବର ଡିସିପି ପିନାକ ମିଶ୍ର ଦେଇଛନ୍ତି ସୂଚନା। ଖବର ଅନୁଯାୟୀ, ୧୦ ଦିନ ତଳେ ଜଣେ…

ଉନ୍ମୋଚନ ହେଲା ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତି ପାଇଁ ୱେବପୋର୍ଟାଲ

ଭୁବନେଶ୍ବର: ଆସନ୍ତା ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ ହେବା ସହ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନରେ ଓଡ଼ିଶାର ଅବଦାନ ମହତ୍ୱପୂର୍ଣ୍ଣ ହେବ। ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ସମୃଦ୍ଧ ରାଜ୍ୟରେ ପରିଣତ ହେବ ସେନେଇ ରାଜ୍ୟ…