Latest Odisha News
Browsing Category

ସହର

City

ମନ ମୋହୁଛି ମୃତ୍ତିକା ପ୍ରଦର୍ଶନୀ, ସଜେଇ ହୋଇଛି ବିଭିନ୍ନ ରଙ୍ଗୀନ ମାଟି ସାମଗ୍ରୀ

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଚାରିଆଡେ ଉତ୍ସବର ମହୋଲ। ମାଟିରେ ସଜେଇ ହୋଇଛି ରଙ୍ଗ ବେରଙ୍ଗର ଦୀପ। ଗୋଟିଏ ସ୍ଥାନରେ ଦେଖିବାକୁ ମିଳୁଛି ଟେରାକୋଟାର ସମ୍ଭାର । ମାଟି ନିର୍ମିତ ଭଳିକି ଭଳି ସାମଗ୍ରୀ ଦେଖିବାକୁ ବେଶ ମନଲୋଭା ହୋଇଛି। ଦେଖିବା ମାତ୍ରେ ଆପଣ ଏହାକୁ…

ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ସର୍ତ୍ତ..

ଭୁବନେଶ୍ୱର: ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର। କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ । ମହିଳା ଡ୍ୟାନ୍ସରମାନଙ୍କର ଡ୍ରେସରେ ଶାଳୀନତା ରହିବ। ରାଜ୍ୟ ସରକାର ଏଭଳି କିଛି କଡ଼ା ନିୟମ ସହ ପୁଣିଥରେ ଡ୍ୟାନ୍ସବାର ଚାଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।…

ଦୀପାବଳି ପାଇଁ ଗାଇଡଲାଇନ ଜାରି: ଏହିସବୁ ସ୍ଥାନରେ ଫୁଟାଇ ପାରିବେନି ବାଣ..

ଭୁବନେଶ୍ୱର: ଆସୁଛି ଆଲୋକର ପର୍ବ ଦୀପାବଳି। ଉତ୍ସବ ମନାଇବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏପଟେ ଆଜି ଦୀପାବଳି ପାଇଁ ନିୟମ ଜାରି କରିଛନ୍ତି ସରକାର। ସୁରକ୍ଷିତ ଦୀପାବଳି ପାଳନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ…

ଗୋଟିଏ ହ୍ଵିସିଲରେ ବିଜେଡ଼ି ଭାଙ୍ଗିଯିବ: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ପ୍ରମିଳାଙ୍କ ବୟାନରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଗୋଟିଏ ହ୍ଵିସିଲରେ ଭାଙ୍ଗିଯିବ ବିଜେଡ଼ି । ଅମିତ ଶାହଙ୍କ ଗୋଟିଏ ହ୍ଵିସିଲରେ ବିଜେଡ଼ି ଭାଙ୍ଗିଯିବ ବୋଲି ସେ କହିଛନ୍ତି । ୧୪୦ ନୁହେଁ  ଆଗ ୪୦ ସିଟ ଜିତିକି ଦେଖାନ୍ତୁ । ଆମ ଦଳ ଭାଙ୍ଗୁନି ।…

ରାଶନକାର୍ଡକୁ ନେଇ ବଡ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଇ-କେଓ୍ବାଇସି କୁ ନେଇ ବଡ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି ଇ-କେଓ୍ବାଇସି ପ୍ରକ୍ରିୟା । ରାଶନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ୍‌ ପଡ଼ିବେ । ୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ…

ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବା ସହିତ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ଆୟୁଷ୍ମାନ ଭାରତ ଯୋଜନାରେ ପୂର୍ବରୁ ବାଦ ପଡ଼ୁଥିବା ବୟସ୍କ ଲୋକମାନେ ଉପକୃତ ହେବା ନେଇ…

ଆହୁରି ସଶକ୍ତ ହେବ ଅଗ୍ନିଶମ ବିଭାଗ; ରୋବଟ୍ ଲିଭାଇବ ନିଆଁ

ଭୁବନେଶ୍ବର: ଏଥର ଭୟଙ୍କର ନିଆଁ ଲିଭାଇବା ହେବ ସହଜ । ଯେଉଁ ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନାହାନ୍ତି ସେଠାରେ ଏବେ ନିଆଁ ଲିଭାଇବ ରୋବଟ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା କାର୍ଯ୍ୟାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ରୋବଟକୁ ବ୍ୟବହାର କରାଯିବ । ଏହାର ନାଁ…

ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ । ନିକଟରେ ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘୁଣୀ ଆସିଥିବାବେଳେ ଆଉ ୫ଟି ବାଘୁଣୀ ଆସିବେ । ପଳରେ ରାଜ୍ୟରେ ବାଘ ବଂଶ ବିସ୍ତାର ହେବ । ଖୁବଶୀଘ୍ର ମହାରାଷ୍ଟ୍ରରୁ ୫ଟି ବାଘୁଣୀ ଆସିବେ…

କାଲି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କେଉଁ ସମୟରେ….

ପୁରୀ: ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ଅର୍ଥାତ୍ ୩୦ ତାରିଖ ବୁଧବାର ଦିନ କାର୍ତ୍ତିକ ମାସ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ଏକ ଗୁପ୍ତସେବା ହୋଇଥିବାରୁ ଏଥିପାଇଁ ଏହି ସମୟରେ…

ଲିଙ୍ଗରାଜ ମନ୍ଦିର ପରିସରରେ ଶିଳ୍ପାଙ୍କ ଫଟୋ ପ୍ରସଙ୍ଗ: ଗୁରୁତର ତ୍ରୁଟି ବୋଲି କହିଲେ ବିଧାୟକ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପରିସରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଭାଇରାଲ ପ୍ରସଙ୍ଗ l ଏହା ଗୁରୁତର ତ୍ରୁଟି ବୋଲି କହିଲେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ l ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଲେ ବିଧାୟକ l…