Latest Odisha News

BREAKING NEWS

Browsing Category

ସହର

City

ଭୀଷଣ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର,…

ସରୁନି ରସିକ ସତ୍ୟଜିତର ଗୁମର, ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ

ଭୁବନେଶ୍ୱର: ଯେତେ ଖୋଳୁଛି ସେତେ ବାହାରୁଛି ୯୯ ରାଣୀଙ୍କ ମନର ରାଜା ରସିକନାଗର ସତ୍ୟଜିତର ଗୁମର l ଅଧିକ ଗୁମର ବାହାର କରିବା ପାଇଁ ରାଜ୍ୟ ବାହାରକୁ ଯିବ କମିଶନରେଟ୍ ପୋଲିସ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ l ସତ୍ୟଜିତ୍ ସମ୍ପର୍କ ରଖିଥିବା ବାହାର ରାଜ୍ୟର…

ଜାଣନ୍ତୁ କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା ପ୍ରଥମ ଚାଉଳ ଏଟିଏମ୍…

ଭୁବନେଶ୍ବର: ଆମେ ମାନେ ସମସ୍ତେ ଏଟିଏମ୍ ରୁ ଟଙ୍କା ବାହାରୁଥିବା ଜାଣିଛେ । ହେଲେ ଏଟିଏମ୍ ରୁ କେବେ ଚାଉଳ ବାହାରିବା କଥା ଶୁଣିଛନ୍ତି କି । ଏହି ସେବା ପ୍ରଥମେ ଦେଶର ହରିୟାଣା ରାଜ୍ୟରେ ଆରମ୍ଭ ହୋଇଥିଲା । ଯେଉଁଠି ହିତାଧିକାରୀ ନିଜର ରାସନକାର୍ଡ ଆଣି ନମ୍ବର ମାରି ଏଟିଏମରୁ ଚାଉଳ ବାହାର…

ବାଂଲାଦେଶ ହିଂସା: ଆଲର୍ଟରେ ଓଡ଼ିଶା

ଭୁବନେଶ୍ୱର: ବାଂଲାଦେଶରେ ଦେଖାଦେଇଥିବା ହିଂସା ଏବେ ଚରମ ସୀମାରେ ପହଂଚିଛି l ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ ଛାଡି ଭାରତ ଆସିବା ପରେ ଭାରତ ପ୍ରତି ବିପଦ ଘନେଇଛି l ଏହାରି ଭିତରେ ବର୍ଡ଼ର ରାଜ୍ୟକୁ ଆଲର୍ଟ ଜାରି କରିଛନ୍ତି ସରକାର l ସେପଟେ ବାଂଲାଦେଶ ହିଂସାକୁ ନେଇ ଓଡ଼ିଶାରେ ମଧ୍ୟ ହାଇ-ଆଲର୍ଟ…

ଏଣିକି ଠକାମୀ ଶିକାର ହେବେନି ହିତାଧିକାରୀ, ରାଜ୍ୟରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍

ଭୁବନେଶ୍ୱର; ପ୍ରଥମ ଥର ପାଇଁ ରାଜ୍ୟରେ ଖୋଲିଲା ଚାଉଳ ଏଟିଏମ୍ l ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ l ରାଜ୍ୟର ପ୍ରଥମ ଚାଉଳ ଏଟିଏମକୁ ଉଦ୍‌ଘାଟନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ତେବେ ଚାଉଳ ଏଟିଏମରେ ଚାଉଳ ଉଠାଇବାକୁ ହେଲେ ପ୍ରଥମେ…

ପାର୍କିଂରୁ ଡବଲ ମର୍ଡର ଘଟଣା: ଗଠନ ହେଲା ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ, ୪ ଅଟକ

ଭୁବନେଶ୍ୱର: ଗାଡି ପାର୍କିଂରୁ ଡବଲ ମର୍ଡର। ଭୁବନେଶ୍ୱର ଏୟାରଫିଲଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ଗାଁ ନିକଟସ୍ଥ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ଗେଟ ନିକଟରେ ଏହି ଘଟଣା ଘଟିଛି। ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ…

ରାଜଧାନୀରେ ବାର୍ ମାଲିକ ଓ ଏଜେଣ୍ଟ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ବନ୍ଧା ହେଲେ ବାର୍ ମାଲିକ ଓ ଏଜେଣ୍ଟ । ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିବା ଅଭିଯୋଗରେ ବାର୍ ମାଲିକ ଲିକ ଶିବ ପ୍ରସାଦ ମଲ୍ଲିକ ଓ ତାଙ୍କ ଏଜେଣ୍ଟ ଜ୍ୟୋତି ପ୍ରକାଶ ନାୟକଙ୍କୁ ଗିରଫ କରିଛି ଧଉଳି ପୋଲିସ । ଏହା ସହ ବାର୍ ଗାର୍ଲଙ୍କୁ ଉଦ୍ଧାର କରିଛି ପୁଲିସ…

୧୪୯ଟି ଷ୍ଟେସନ୍ ବିଲଡିଙ୍ଗରେ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ଵର: ଷ୍ଟେସନ ବିଲଡିଙ୍ଗ, ସର୍ଭିସ ବିଲଡିଙ୍ଗ, ଆବାସିକ ବିଲଡିଙ୍ଗ ଏବଂ ଲେଭଲ କ୍ରସିଙ୍ଗ ଗେଟ୍ ମାନଙ୍କରେ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ପୂର୍ବତଟ ରେଳପଥ । ଏହି ପ୍ରକଳ୍ପ ଅଧୀନରେ, ପୂର୍ବତଟ ରେଳପଥ ୧୪୯ଟି ଷ୍ଟେସନ୍ ବିଲଡିଙ୍ଗ, ୨୪୮ ଟି ସର୍ଭିସ୍ ବିଲଡିଙ୍ଗ, ୬୯୨୪ ଟି…

ରାଜଧାନୀରେ ଟ୍ରାଫିକ ପୋଲିସ ପିନ୍ଧିବେ ଗେରୁଆ ରଙ୍ଗର ରେନକୋଟ୍‌

ଭୁବନେଶ୍ବର: ଏବେ ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ । ଏନେଇ ଆଜି ରାଜଧାନୀର ସମସ୍ତ ଟ୍ରାଫିକ ପୋଲିସଙ୍କୁ ଟ୍ରାଫିକ ଥାନାରେ ନୂଆ ରେନକୋଟ୍‌ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ନୂଆ ରେନକୋଟ୍‌ ପ୍ରଦାନ କରାଯାଇଛି । ତେବେ ଏହି ରେନକୋଟ୍ ର…

କୋଟିପତି ବିଡ଼ିଓ, ଘରୁ ମିଳିଲା ୬ଲକ୍ଷ ନଗଦ ଟଙ୍କା

ଭୁବନେଶ୍ୱର; ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ 8ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଭୁବନେଶ୍ୱର…