Latest Odisha News

BREAKING NEWS

Browsing Category

ସହର

City

ଡ୍ରେନ୍‌ ଯନ୍ତ୍ରଣା; ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଭୁବନେଶ୍ବର: ଡ୍ରେନ୍ ଟ୍ରାଜେଡିରେ ନାବାଳକ ମୃତ୍ୟୁ ଘଟଣାକୁ ନେଇ ଏବେ ପୂରା ଆକ୍ଟିଭ୍ ବିଭାଗୀୟ ମନ୍ତ୍ରୀ । ଜୋରଦାର ଚଲାଇଛନ୍ତି ତନାଘନା । ସହରରେ କେତେ ମୁକୁଳା ଡ୍ରେନ ଅଛି, ଡ୍ରେନଗୁଡିକର ଅବସ୍ଥା କ’ଣ ଓ କେତେ କାମ ବାକି ଅଛି, ଏନେଇ ଘଟଣାସ୍ଥଳ ପରିଦର୍ଶନ କରି ନିଜର କ୍ଷୋଭ ପ୍ରକାଶ କରିବା…

ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ, ଉଦ୍ଧାର ହେଲେ ଫସିରହିଥିବା ଅନ୍ତେବାସୀ

ଭୁବନେଶ୍ବର: ଦୀର୍ଘ ସମୟ ପରେ ଆପାର୍ଟମେଣ୍ଟ ନିଆଁଙ୍କୁ ଆୟତ୍ତ କଲା ଅଗ୍ନିଶମ ବିଭାଗ । ଜଣ ଜଣ କରି ଫସିରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ବାହାରକୁ ଆଣାଗଲା । ସୂଚନାଯୋଗ୍ୟ, ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବାର…

ମାଲକାନଗିରିରେ ମୌସୁମୀ ସକ୍ରିୟ: ୨୭ରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୨୩ ତାରିଖ ସୁଦ୍ଧା ରାଜ୍ୟର କିଛି ଜିଲ୍ଲାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ସେହିପରି ଜୁନ୍ ୩୦ ତାରିଖ ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ…

ବଜେଟ ପାଇଁ ମତ ଲୋଡିଲେ ମୁଖ୍ୟମନ୍ତ୍ରୀ, ଆଜିଠୁ ଜନସାଧାରଣଙ୍କଠାରୁ ସଂଗ୍ରହ କରାଯିବ ମତାମତ

ଭୁବନେଶ୍ୱର: ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ ପୂର୍ବରୁ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ବଜେଟ ପ୍ରସ୍ତୁତ ପୂର୍ବରୁ ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତାମତ ନେଇଥାଏ।…

ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀର ଏକ ଆପାର୍ଟମେଣ୍ଟରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ। ଭୁବନେଶ୍ୱର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ସକାଳୁ ସକାଳୁ ଲାଗିଛି ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀ ଖବର…

ଆଜିଠୁ ୨୦ ଯାଏଁ ପ୍ରବଳ ବର୍ଷା;୨୪ଘଣ୍ଟା ମଧ୍ୟରେ ୧୫ ଜିଲ୍ଲା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ମଧ୍ୟରେ ଆସିଛି ଆଶ୍ବସ୍ତି କଲାପରି ଖବର । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ଆଜିଠୁ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ଡ୍ରେନ୍ ଯନ୍ତ୍ରଣା; ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ଦିନକୁ ଦିନ ବଢିଚାଲିଛି ଡ୍ରେନ୍ ସମସ୍ୟା । କେଉଁଠି ମୁକୁଳା ତ ଆଉ କେଉଁଠି ଧସେଇ ପଡିଲାଣି ମାଟି । ଆଉ ବର୍ଷା ଦିନ ଆସିଲେ ତ କଥା ସରିଲା । ଜଳମୟ ରାସ୍ତାରେ ଡ୍ରେନ୍ ଚିହ୍ନିବା ଅସମ୍ଭବ । ଯେଉଁଥିରେ ପ୍ରତିବର୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଏହି ସମସ୍ୟାର ଅଧିକ ସମ୍ମୁଖୀନ…

ବିଧାନସଭା ନିର୍ବାଚନ: ତିନି ପ୍ରମୁଖ ଦଳକୁ କନ୍ଦାଇଦେଲେ ସ୍ବାଧୀନ ପ୍ରାର୍ଥୀ

ଭୁବନେଶ୍ବର : ନା କୌଣସି ଦଳର ଟିକେଟ୍ ନା ପାର୍ଟି ଫଣ୍ଡିଂ। ମଇଦାନରେ ରାଜ୍ୟର ତିନି ପ୍ରମୁଖ ଦଳଙ୍କୁ ସିଧା ଟକ୍କର । ଦଳୀୟ ସଂଗଠନ ନାହିଁ କି ପ୍ରଚାର ମଇଦାନରେ ନାହାନ୍ତି ଷ୍ଟାର ପ୍ରଚାରକ । ନିଜେ ହିଁ ପ୍ରାର୍ଥୀ ନିଜେ ହିଁ କ୍ୟାମ୍ପେନର । ତଥାପି ବଡ଼ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଉପରେ…

କଂଗ୍ରେସକୁ ଜାଣିଶୁଣି ବୁଡ଼ାଇଦେଲେ !

ଭୁବନେଶ୍ବର: ମଉକା ଥିଲା, ଚଉକା ମାରି ପାରିଲାନି କଂଗ୍ରେସ । ନିର୍ବାଚନରେ ହାତରୁ ଖସିଗଲା ବଡ ସୁଯୋଗ। ବିଜେଡି ହାତରୁ କ୍ଷମତା ଛଡାଇନେଲା ବିଜେପି, ହେଲେ ସେମିତି ଚାହିଁ ରହିଗଲା କଂଗ୍ରେସ । ବିଜେଡି ବିରୋଧୀ ଜନ ଅସନ୍ତୋଷର ଫାଇଦା ନେଇ ପାରିଲାନି ଦଳ। ନା ଦଳୀୟ ପ୍ରାର୍ଥୀଙ୍କ ପାଖରେ ପହଞ୍ଚି…

ପ୍ରକାଶ ପାଇଲା ଓଏସଏସଟିଇଟି ରେଜଲ୍ଟ, ଜାଣନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) । ପରୀକ୍ଷାର୍ଥୀମାନେ ନିଜ ରେଜଲ୍ଟ ଦେଖିବା ପାଇଁ www.bseodisha.ac.in ରେ ଲଗଇନ୍ କରି ନିଜ ନିଜ ରେଜଲ୍ଟ ଦେଖିପାରିବେ । ଏହାସହ ପରୀକ୍ଷାର୍ଥୀମାନେ ୱେବସାଇଟରୁ ଡିଜିଟାଲ ସାର୍ଟିଫିକେଟ୍ ପାଇପାରିବେ…