Latest Odisha News

BREAKING NEWS

Browsing Category

ସହର

City

ପୁଣି ଗିରଫ ହେଲା କୁଖ୍ୟାତ ବ୍ରାଉନ ସୁଗାର ବେପାରୀ କଟି

ଭୁବନେଶ୍ବର: ପୁଣି ଗିରଫ ହେଲା କୁଖ୍ୟାତ ବ୍ରାଉନ ସୁଗାର ବେପାରୀ । ଗିରଫ ବ୍ରାଉନ ସୁଗର ବେପାରୀଙ୍କ ନାଁ ଏସ୍.କେ ମହତାବ ଅଲ୍ଲୀ ଓରଫ କଟି (୩୯)। କଟିକୁ ଗିରଫ କରିଛି ଭୁବନେଶ୍ୱର ଏସଟିଏଫ୍ । କଟିର ଘର ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ । ଗିରଫ ପରେ ଏସଟିଏଫ୍ ପକ୍ଷରୁ ଅଭିଯୁକ୍ତକୁ…

ବଦଳିଯିବ ବଡ଼ଚଣା ବାଜି !

ଭୁବନେଶ୍ବର: ବଡ଼ଚଣା ବିଧାନସଭା ଆସନରୁ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ଚମକାଇଥିଲା ବିଜେଡି । ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କାଟି ଦେଇଥିଲା ବଡ ସରପ୍ରାଇଜ୍ । ଟିକେଟ୍ ପାଇବା ପରଠୁ ଗ୍ରାଉଣ୍ଡରେ ଆକ୍ଟିଭ ରହିଛନ୍ତି ବର୍ଷା । ତେବେ ବଡ଼ଚଣା ବାହାରର ଜଣେ…

ଚମକାଇବ ଚାନ୍ଦବାଲି ଫଳ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଆସନରେ ଏଥର ହେଭିଓ୍ବେଟଙ୍କ ମଧ୍ୟରେ ସମ୍ମାନର ଲଢେଇ । ହ୍ୟାଟ୍ରିକ ଆଶାରେ ମଇଦାନରେ ରହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । କଂଗ୍ରେସ ଅମୀୟ…

ଜେଏମଏମ ହାତରେ ମୟୂରଭଞ୍ଜ ଚାବି !

ଭୁବନେଶ୍ବର : ମୟୂରଭଞ୍ଜରେ ମହାମୁକାବିଲା। ଗତଥର ମୟୂରଭଞ୍ଜ ଜିତିଥିଲା ବିଜେପି । ତେବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଜାଗାରେ ଏଥର ରାଇରଙ୍ଗପୁର ବିଧାୟକ ନବରଚରଣ ମାଝୀଙ୍କୁ ଭରସା କରିଛି ବିଜେପି । ବିଜେଡିର ଟାଣୁଆ ନେତା ସୁଦାମ ମାରାଣ୍ଡିଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ଜେଏମଏମରୁ…

ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର, ୧୪ଶହ ବୁଥ୍ ହେବ ମହିଳାଙ୍କ ଦ୍ୱାରା ପରିଚାଳିତ

ଭୁବନେଶ୍ବର: ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର୍‌ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର ।…

ପୁରୀ ବାଣ ବିସ୍ଫୋରଣ: ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀ ଚନ୍ଦନ ଯାତ୍ରା ବେଳେ ହୋଇଥିବା ଭୟଙ୍କର ବାଣ ବିସ୍ଫୋରଣ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ ଅଲଟିମେଟରେ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ…

ଭୁବନେଶ୍ୱର ଏମ୍ସରେ ଆଇପିଏସ ଆଶିଷ ସିଂ, ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ଏମ୍ସର ୬ ଜଣିଆ ବୋର୍ଡ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ। ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ମେ’ ୪ ତାରିଖରୁ ସ୍ୱାସ୍ଥ୍ୟ ପରୀକ୍ଷା ଦର୍ଶାଇ…

ପ୍ରବଳ ଗୁଳୁଗୁଳି, ସକାଳୁ ସକାଳୁ ପାରଦ ୩୯ ଛୁଇଁଲାଣି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି ସହ, ପ୍ରବଳ ଗୁଳୁଗୁଳି । ଆଜି ସକାଳୁ ସକାଳୁ ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହେଲାଣି । ଆଜି ସକାଳ ୮ଟା  ୩୦ ସୁଦ୍ଧା ୩୯ ଡିଗ୍ରୀ ତାପମାତ୍ରା ସହ ଭବାନୀପାଟଣା ସବୁଠୁ ଉତପ୍ତ ସହର । ସେହିପରି ଟିଟିଲାଗଡ଼ ୩୮ ଡିଗ୍ରୀ,  ବଲାଙ୍ଗୀରରେ ୩୭.୪, …

ଅଚଳ ଓ ବଳକା ଇଭିଏମ୍‌ ଗୁଡ଼ିକର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବାହିନୀ ନିୟୋଜିତ କରାଯାଉ: ବିଜେପି

ଭୁବନେଶ୍ୱର: ଅଚଳ ଓ ବଳକା ଅବ୍ୟବହୃତ ଇଭିଏମ୍‌ଗୁଡ଼ିକର ସୁରକ୍ଷା ପାଇଁ ଆଜି ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ, ନିର୍ବାଚନ ପରେ ଇଭିଏମ୍ ଓ ଭିଭିପାଟ ମେସିନ ଗୁଡ଼ିକୁ ଷ୍ଟଙ୍ଗ ରୁମ୍‌ରେ ରଖାଯାଇଛି । ଯେଉଁ…

ଅଭିମନ୍ୟୁ ଭାଙ୍ଗିବେ ବିଜେଡି ଚକ୍ରବ୍ୟୂହ !

ଭୁବନେଶ୍ବର: ବିଜେଡି ଗଠନ ପରଠୁ ଭଦ୍ରକ ଦଳର ଗଡ ରହି ଆସିଛି। ୧୯୯୮ରୁ ୨୦୧୯ ସବୁ ନିର୍ବାଚନରେ ବିଜେଡିକୁ ଜିତାଇଛନ୍ତି ଭଦ୍ରକ ଭୋଟର । ପାଞ୍ଚ ପାଞ୍ଚ ଥର ଜିତିଥିଲେ ଅର୍ଜୁନ ସେଠୀ । ହେଲେ ଗତ ନିର୍ବାଚନରେ ଅର୍ଜୁନଙ୍କ ଟିକେଟ୍ କାଟି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।…