Latest Odisha News

BREAKING NEWS

Browsing Category

ସହର

City

ଯୋଡ଼ା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ୨୫ ତାରିଖ ଅର୍ଥାତ୍ ଆସନ୍ତା କାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୨୬ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର…

ମାଓ ଡମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଏସଏଫ୍‌ ଓ ଡିଭିଏଫକୁ ପୁଣି ସଫଳତା । କାଲିମେଳା ବ୍ଲକର ଭେଜଙ୍ଗୱାଡା ଆରଏଫର ଦୟାଲତଙ୍ଗ ଏବଂ ଏଲକାନୁର ଜଙ୍ଗଲରେ ମାଓ ଡମ୍ପକୁ ଉଦ୍ଧାର ହୋଇଛି । ଏଥିରେ ଟିଫିନ୍ ବୋମା ପ୍ରସ୍ତୁତ ପାଇଁ ଷ୍ଟିଲ ଟିଫିନ, ଗ୍ରନେଡ, ଜିଲୋଟିନ ଷ୍ଟିକ, କୋଡେକ୍ସ ତାର, ୩୬ଟି…

ଓଡ଼ିଶାକୁ ପ୍ରାଧାନ୍ୟ, ୮ ନେତୃବୃନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର: ତିନୋଟି ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଲେଙ୍ଗାନା, ଛତିଶଗଡ ରାଜ୍ୟର ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ଓଡିଶାକୁ ପ୍ରାଧାନ୍ୟ ଦେଇ ୮ ଜଣ ନେତୃବୃନ୍ଦଙ୍କୁ ସଂଗଠନ…

ପେଟ୍ରୋଲ ପମ୍ପରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ, ମାନ ପରୀକ୍ଷଣ ପାଇଁ ପଠାଗଲା ଡିଜେଲ

ଭୁବନେଶ୍ବର: ଭୁବନେଶ୍ୱର ନୂଆଗାଁରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରାଯାଇ ଫୋରେନ୍ସିକ୍‌ ଲାବୋରେଟୋରୀକୁ ପଠାଇଛନ୍ତି । ପମ୍ପରେ…

କେବେ ଥମିବ ହାତୀ-ମଣିଷ ଲଢେଇ? ୪ ମାସରେ ୪୫ ମୃତ

ଭୁବନେଶ୍ୱର: ଗତ ସାଢ଼େ ୪ ମାସରେ ହାତୀ-ମଣିଷ ଲଢ଼େଇ ମଧ୍ୟରେ ୪୫ ଜଣ ଲୋକଙ୍କ ଜୀବନ ଯାଇଛି । ଏପରିକି ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ୯ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୭ଟି ହାତୀର ଜୀବନ ଯାଇଥିବା ନେଇ ମଙ୍ଗଳବାର ବିଧାନସଭାର ମୌସୁମୀ ଅଧିବେଶନରେ ଗୃହରେ ଏହି ତଥ୍ୟ…

୩ ବର୍ଷରେ ୧୦୧ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ଗତ ତିନି ବର୍ଷରେ ୧୦୧ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ଯେ, ରାଜ୍ୟରେ ଗତ ୩ ବର୍ଷରେ ୧୦୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର…

ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସରକାର ନେଲେ ବଡ ପଦକ୍ଷେପ

ଭୁବନେଶ୍ୱର: ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣା ଅନେକ ସମୟରେ ଚର୍ଚ୍ଚାରେ ରହୁଛି । ପ୍ରଶ୍ନପତ୍ର ଲିକ୍ କାରଣରୁ ଛାତ୍ରଛାତ୍ରୀ ନିରାଶ ହେଉଛନ୍ତି । ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାର ଏବେ ଏହାର ସମାଧାନର ବାଟ ବାହାର କରିଛନ୍ତି । ପରୀକ୍ଷା ପରିଚାଳନା କରୁଥିବା…

କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ । ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ…

୩.୪୬ କୋଟି ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଏତିକିଙ୍କୁ ମିଳିଛି ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ…

ଭୁବନେଶ୍ୱର: ୧.୪୭ କୋଟି ହିତାଧୀକାରୀଙ୍କୁ ମିଳିଛି ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଦ୍ୱାରା ଉଠାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।…

୩ ବର୍ଷରେ ୨୩,୧୩୦ ନବଜାତ ଶିଶୁଙ୍କ ମୃତ୍ୟୁ, ପ୍ରାଣ ହରାଇଛନ୍ତି ଏତିକି ପ୍ରସୂତୀ…

ଭୁବନେଶ୍ୱର: ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୧୯ ଲକ୍ଷ ୩୪ ହଜାର ୪୧୨ ଜଣ ମହିଳା ଗର୍ଭବତୀ ହୋଇଥିବାବେଳେ, ଏଥିରୁ ୨ ହଜାରରୁ ଅଧିକ ପ୍ରସୂତୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୭ ଲକ୍ଷ ୬୦ ହଜାର ୫୭୭ ମହିଳା ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ପ୍ରସବ କରିଥିବା ବେଳେ, ବାକି ୧୪ ହଜାର ୪୨୪ ଜଣ ଘରେ…