Latest Odisha News

BREAKING NEWS

Browsing Category

ସହର

City

ଧାନ କିଣାରେ ବର୍ଷକୁ ୧ ହଜାର କୋଟି ଟଙ୍କାର ଦଳୀୟ ପାଣ୍ଠି ସଂଗ୍ରହ କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଧାନକିଣାରେ ଏକ ବଡ ସିଣ୍ଡକେଟ୍ କାମ କରୁଛି । ରାଜ୍ୟ ସରକାରଙ୍କ କୃଷି, ଯୋଗାଣ ଏବଂ ସମବାୟ ବିଭାଗର ମିଳିତ ମଧୁଚନ୍ଦ୍ରିକାରେ ସାମିଲ ଅଛନ୍ତି ମିଲର୍ସ । ଧାନ କିଣାରେ ବିଜେଡି ବର୍ଷକୁ ୧୦୦୦ କୋଟି ଟଙ୍କାର ଦଳୀୟ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ…

ମାତ୍ର ଦେଢ ଘଣ୍ଟାରେ ରାଉରକେଲାରୁ ପହଞ୍ଚିବେ କୋଲକତା, ସପ୍ତାହରେ ୩ ଦିନ ଉଡିବ ଆଲାଏନ୍ସ ଏୟାର ବିମାନ

ଭୁବନେଶ୍ବର: ଏଣିକି ରାଉରକେଲାବାସୀଙ୍କ ପାଇଁ ସହଜ ହେବ କୋଲକତା ଯାତ୍ରା । କାରଣ ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ…

କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ

ଭୁବନେଶ୍ବର : ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ  । କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିବସ  । ସମସ୍ତ ଜିଲ୍ଲା ଓ ସହରରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟ୍  ପ୍ରାର୍ଥନା କରାଯିବ । ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ଲଢିବାକୁ ଆହ୍ବାନ…

ତଳମୁହାଁ ହେଉଛି ଶୀତ ପ୍ରକୋପ : ଆଜି ୧୦ ଡିଗ୍ରୀ ତଳେ ୩ ସହର

ଭୁବନେଶ୍ବର : କମୁଛି ପାରଦ ଆଉ ବଢୁଛି ଶୀତ  । ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ଆଜି୧୦ ଡିଗ୍ରୀ ତଳେ ରହିଛି ୩ଟି ସହର  ।  ୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ପାଲଟିଛି ସବୁଠୁ ଥଣ୍ଡା ସହର  । ସେହିପରି  ଦାରିଙ୍ଗବାଡ଼ି ରେ ୮.୫ ଡିଗ୍ରୀ ଓ ସିମିଳିଗୁଡ଼ାରରେ ୯ ଡିଗ୍ରୀ…

ବିଜେଡି @ ୨୭: ରାଜ୍ୟବ୍ୟାପୀ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ୨୭ ବର୍ଷରେ ପାଦ ଥାପିଲା ବିଜେଡି  । ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏଥିଲାଗି ପୁରା ସଜେଇ ହୋଇଛି ଶଙ୍ଖ ଭବନ  । ସବୁ ପ୍ରସ୍ତୁତି ପ୍ରାୟ ସରିଛି  । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ। ୧୯୯୭ ଡିସେମ୍ବର…

ଆସନ୍ତାକାଲି ୨୭ ବର୍ଷରେ ପଦାର୍ପଣ କରିବ ବିଜେଡି, ସେବା ଓ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶପଥ ନେବ ଦଳ

ଭୁବନେଶ୍ବର: ଆସନ୍ତାକାଲି ୨୭ ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ । ବିଜେଡି ତାର ୨୭ ତମ ପ୍ରତିଷ୍ଠା ଦିବସକୁ ରାଜ୍ୟବ୍ୟାପି ପାଳନ କରିବାକୁ ବଡ଼ ଯୋଜନା କରିଛି । ଏହି ଅବସରରେ ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ସହିତ କଟକ ଆନନ୍ଦ…

ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ବିଜେଡି: ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତାରେ ଅସହିଷ୍ଣୁ ଓ ଭୟଭୀତ ହୋଇପଡିଛି ଶାସକ ବିଜେଡି । ବିଜେପି ଲୋକପ୍ରତିନିଧିମାନଙ୍କୁ ଅଯଥାରେ ବିରୋଧ କରିବା ସହ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା…

ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ ଗିରଫ, ଅନ୍ୟମାନଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ଗତକାଲି (ରବିବାର) ଏୟାରପୋର୍ଟ ଛକ ନିକଟରେ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ ଘଟଣା । ଏଥିରେ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ବର୍ତ୍ତମାନ ୮ ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ବେଳେ, ଏଥିରେ ସମ୍ପୃକ୍ତ…

ମାନସ ସାହୁ ଙ୍କ ସ୍ୟାଣ୍ଡ୍ ଆନିମେସନ ଯାଦୁରେ ମନ୍ତ୍ର ମୁଗ୍ଧ ହେଲେ ଦର୍ଶକ

ନୂଆଦିଲ୍ଲୀ/ଭୁବନେଶ୍ବର: ଦିଲ୍ଲୀ ର ପ୍ରସିଦ୍ଧ ଭାରତ ମଣ୍ଡପମ ରେ ୨୦ ମିନିଟ୍ ରେ ମୁଠାଏ ବାଲିର ଯାଦୁ ଦେଖାଇଲେ ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ । ତାଙ୍କର ଏହି କଳା ଯାଦୁଗରୀ କୁ ଦେଖିଥିଲେ ଶହ ଶହ ଦର୍ଶକ । ଗଭରମେଣ୍ଟ ଅଫ ଇଣ୍ଡିଆ, ଦିଲ୍ଲୀ ଗଭରମେଣ୍ଟ, ଗେଲ (GAIL), ବିପିସିଏଲ (BPCL),…

ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଚିନ୍ତା ବଢାଇଲେ ବାହାର ବେପାରୀ । ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ବେପାରୀ ଏବଂ ଦଲାଲଙ୍କ ଉପରେ ଦୃଷ୍ଟି ଦେବାକୁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି । ଚେକ ପଏଣ୍ଟ ଗୁଡିକରେ ଚେକିଂ କୁ କଡାକଡି କରିବାକୁ ପରାମର୍ଶ ରହିଛି ।…