Latest Odisha News

BREAKING NEWS

Browsing Category

ସହର

City

ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ ଘଟଣା: ‘ନବୀନଙ୍କ ଫ୍ଲାଇଟ୍ ପ୍ଲାନ୍ ଦାଖଲ ହୋଇନଥିଲା’

ଭୁବନେଶ୍ବର: ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା । ବିଜେଡି ନେତା ଚିନ୍ମୟ ସାହୁଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ କହିଛନ୍ତି ଯେ, ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବମିଟ୍ କରି…

ଏସଆଇ ପରୀକ୍ଷା ଘୋଟାଲା ମାମଲା; ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯାହାକୁ…

Home Guard Death: ରାଜଧାନୀରେ ମହିଳା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ…

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ବୁଧବାର ବିଷ ପିଇ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତ…

ବିଳାସପୁର ଟ୍ରେନ୍‌ ଦୁର୍ଘଟଣାରେ ୧୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଛତିଶଗଡ଼ର ବିଳାସପୁର ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍‌ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବିଲାସପୁର ଜିଲ୍ଲାପାଳ ସଂଜୟ ଅଗ୍ରୱାଲ କହିଛନ୍ତି ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ।…

ଯୁକ୍ତ ୨ ନାମଲେଖା ଅବଧି ବୃଦ୍ଧି, ସୂଚନା ଦେଲା ସିଏଚଏସଇ…

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି । ନାମଲେଖା ସମୟ ବଢ଼ିବା ନେଇ ସୂଚନା ଦେଲା CHSE । ବିନା ଜରିମନାରେ ଫର୍ମ ପୂରଣ ତାରିଖ ଆସନ୍ତା ୧୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ସେହିପରି ୨୦୦ ଟଙ୍କା ଜରିମାନାରେ ଫର୍ମ ପୁରଣ ତାରିଖ ୧୩ ରୁ ୧୮ ତାରିଖକୁ ବୃଦ୍ଧି କରାଯାଇଥିବା…

ଆଦର୍ଶଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଆଦର୍ଶଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ…

ଭାରତର ପ୍ରାଚୀନ ଅରୁଗୁଣ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଏମ୍ସ ଭୁବନେଶ୍ୱର ପକ୍ଷରୁ ଗବେଷଣା ଆରମ୍ଭ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ପକ୍ଷରୁ ଭାରତର ପ୍ରାଚୀନ ସାଇକାଡ (ଅରୁଗୁଣ) ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ ହୋଇଛି । ଜାପାନ ଆଦି ରାଷ୍ଟ୍ରଗୁଡ଼ିକରେ ଏହି ଉଦ୍ଭିଦର ସେବନ ଫଳରେ ନାନା ରୋଗ ସୃଷ୍ଟି ହେଉଥିବା ପ୍ରମାଣିତ ହେବାପରେ ଏହି ପରିକ୍ଷା…

‘ବନ୍ଦେ ମାତରମ୍‌’କୁ ପୁରୁଛି ୧୫୦ ବର୍ଷ; ଆସନ୍ତା ୭ରେ ସମସ୍ତ ଶିକ୍ଷାନୁଷ୍ଠାରେ ଛାତ୍ରଛାତ୍ରୀମାନେ ଗାଇବେ ଏହି ଗୀତ

ଭୁବନେଶ୍ୱର: ଆମର ଜାତୀୟ ଗୀତି ଭାବେ ପରିଚିତ ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୁରୁଛି । ଏହି ଅବସରରେ ଆସନ୍ତା ୭ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…

ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପବିତ୍ର କହଁର(୩୯) । ଖବର ପାଇ ଭରତପୁର ଥାନା ପୋଲିସ…

ନବୀନଙ୍କୁ ପ୍ରଭାତୀ ପରିଡ଼ାଙ୍କ କଡା ଟାର୍ଗେଟ: କହିଲେ, ୨୪ ବର୍ଷର ବିଶ୍ୱାସଘାତର ଜବାବ…

ଭୁବନେଶ୍ୱର: ନବୀନଙ୍କ ପ୍ରାର୍ଥୀ ଚୋରୀ ମନ୍ତବ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ…