Latest Odisha News

BREAKING NEWS

Browsing Category

କଟକ

Cuttack

ରଙ୍ଗ ନୁହେଁ ୨୫ ବର୍ଷ ହେଲା ଫୁଲରେ ଚାଲିଛି ହୋଲି ସେଲିବ୍ରେସନ 

କଟକ: ରଙ୍ଗର ପର୍ବ ହୋଲିରେ ଉତ୍ସବମୁଖର ଦିଲ୍ଲୀ ଠୁ ପଲ୍ଲୀ। କେଉଁଠୁ ଫୁଲ ତ ଆଉ କେଉଁଠି କାଦୁଅ, ଆଉ କେଉଁଠି ରଙ୍ଗର ଅବିର, ବିଭିନ୍ନ କେମିକାଲ ରଙ୍ଗରେ ଚାଲିଛି ହୋଲି ଖେଳ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ କୌଣସି ଉପାନ୍ତ ଅଞ୍ଚଳ କି ବିଦେଶ ନୁହେଁ, ଏ ହେଉଛି ଭାଇଚାରାର ସହର ସିଲଭର…

କଟକ ଐତିହ୍ୟ ପଦଯାତ୍ରାରେ ‘ମୋ ଅନୁଭୂତିର କଟକ’

କଟକ: କଟକ ଐତିହ୍ୟ ପଦଯାତ୍ରାର କଟକୀ ଖଟିର ୪୦ତମ ଅଧିବେଶନ ଓଡିଶା କ୍ରିକେଟ୍ ଆସୋସିଏସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକର ସ୍ବନାମଧନ୍ୟ ସଂସ୍କୃତି ପ୍ରେମୀ, ବିଶିଷ୍ଠ କବି ତଥା ଲେଖକ ଶୈଳଜ ରବି ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କର "ମୋ…

ଜିଲ୍ଲାପାଳଙ୍କ ଦସ୍ତଖତର ଜାଲିଆତି ମାମଲା: ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ଏତଲା

କଟକ : କଟକ ଜିଲ୍ଲାପାଳଙ୍କ ଦସ୍ତଖତର ହୋଇଥିଲା ଜାଲିଆତି। ପ୍ରାୟ ୫ ବର୍ଷ ପରେ ସ୍ପଷ୍ଟ ହୋଇଛି ଏହି ଘଟଣା। ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସିଷ୍ଟାଷ୍ଟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଇଛନ୍ତି କଟକ ଜିଲ୍ଲାପାଳ। ସୂଚନା ଅନୁଯାୟୀ, ୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା…

କାର୍‌ ଡିଲରସିପ୍‌ କରାଇଦେବାକୁ କହି ୪୦ ଲକ୍ଷ ଠକିଲେ ସାଇବର ଲୁଟେରା

କଟକ: କାର୍‌ ଡିଲରସିପ୍‌ କରାଇଦେବାକୁ କହି ଠକି ନେଲେ ୪୦ ଲକ୍ଷ ଟଙ୍କା। ପୁଣି ଡିମାଣ୍ଡ କରିଥିଲେ ଆଉ ୧୭ ଲକ୍ଷ ଟଙ୍କା। ଏହାପରେ ବଢିଥିଲା ସନ୍ଦେହ ବଢ଼ିଥିଲା। ଏମିତି ସାଇବର ଠକେଇ ଦେଖିବାକୁ ମିଳିଛି କଟକରେ। ଠକାମୀରେ ଶିକାର ହୋଇଥିବା ଜାଣିବା ପରେ ବ୍ୟକ୍ତି ଜଣଙ୍କ ସାଇବର ଥାନାର ଦ୍ୱାରସ୍ଥ…

ଭାଷାର ବିକାଶ ପାଇଁ ପ୍ରୁଫ୍-ସଂଶୋଧକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କଟକ: ଭାଷାର ଉନ୍ନତି ପାଇଁ ବର୍ଣ୍ଣାଶୁଦ୍ଧିର ଯେତିକି ଆବଶ୍ୟକତା ରହିଛି ପ୍ରୁଫ୍-ସଂଶୋଧନର ସେତିକି ମଧ୍ୟ ଗୁରୁତ୍ବ ରହିଛି। ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକ ଆଦିରେ ଠିକ୍‌ ଭାବରେ ପ୍ରୁଫ୍-ସଂଶୋଧନ ହେଉନଥିବାରୁ ମାତ୍ରାଧିକ ବର୍ଣ୍ଣାଶୁଦ୍ଧି ଦେଖାଦେଉଛି। ଏହାଦ୍ବାରା ଭାଷା ବିକୃତ ହେଉଛି। ଆମ…

ମଧୁପାଟଣା ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ: ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌। କଟକ ମଧୁପାଟଣା ଛକରେ ଘଟିଛି ଏହି ଅଘଟଣ। ବସ୍‌ଟି ଭୁବନେଶ୍ୱରରୁ କଟକ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି। କଟକ-ଭୁବନେଶ୍ବର ଯାଉଥିବା ସମୟରେ ମଧୁପାଟଣା ଛକରେ ବସରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ଏହି ବସ୍‌ଟି ଡିଜେଲ୍‌…

ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏତଲା, ସାଂସଦ ପଦ ରଦ୍ଦ ପାଇଁ ଦାବି

କଟକ: ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏତଲା। ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ ପ୍ରାର୍ଥନା ‘ଆହେ ଦୟା ମୟ ବିଶ୍ୱବିହାରୀ’ କୁ ଅନୁଚିତ ଭାବରେ ବାଖ୍ୟା କରିବା ସହିତ ପ୍ରାର୍ଥନାର ରଚୟିତା ରାମକୃଷ୍ଣ ନନ୍ଦଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ନେଇ ସାଂସଦ ମୁନ୍ନା ଖାଁଙ୍କ…

ଡ୍ୟୁଟି ସମୟରେ କରୋନାରେ ମୃତ୍ୟୁ ମାମଲା: କନଷ୍ଟେବଳଙ୍କ ପତ୍ନୀଙ୍କୁ ମିଳିବ ୫୦ ଲକ୍ଷ

କଟକ: କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ପୁଲିସ କନଷ୍ଟେବଳଙ୍କ ପାଇଁ ଆସିଲା ବଡ ଖବର। କରୋନା ମହାମାରୀ ସମୟରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ତାଙ୍କ ବିଧବା ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ମିଳିବା ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ୬ ମାସ ଭିତରେ…

ଏସସିବି ଚାକିରି ବିକ୍ରି ମାମଲା: ଆଉ ୨ ଜଣ ଗିରଫ

କଟକ: କଟକ ବଡ ମେଡିକାଲରେ ଚାକିରି ବିକ୍ରି ପ୍ରସଙ୍ଗରେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତିଙ୍କୁ ବାନ୍ଧିଛି ପୋଲିସ୍ । ପୂର୍ବରୁ ୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛି ମଙ୍ଗଳାବାଗ ପୋଲିସ୍ । ଏଥିସହିତ ସହିତ ଗିରଫଦାରୀ ୪କୁ ପହଞ୍ଚିଛି ।…

ଚାକିରି ନାଁରେ ଠକେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ : ଚାକିରି ନାଁରେ ଠକେଇ। କଟକରେ ଚାକିରି ପ୍ରଲୋଭନ ଦେଖାଇ ଠକେଇ ହୋଇଛି। ସ୍ବାସ୍ଥ୍ୟ ବିଭାଗରେ ଚାକିରି ଦେବା ନାଁରେ ଠକାମି ହୋଇଛି। ଏହି ମାମଲାରେ ଆଜି କଟକରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ଦୁଇ…