Latest Odisha News
Browsing Category

ଗଜପତି

Gajapati

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସ୍ତ୍ରୀ ନା ରାକ୍ଷସୀ: ସ୍ଵାମୀକୁ ଖାଇବାକୁ ନଦେଇ ନିସ୍ତୁକ ମାଡ ମାରିଲା ସ୍ତ୍ରୀ

ଗଜପତି: ଗୋଟେ ଜନ୍ମ ନୁହେଁ ବରଂ ସାତ ଜନ୍ମର ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ । ସାତ ଜନ୍ମ ତ ଦୁର କଥା ଗୋଟେ ଜନ୍ମ ପାଇଁ ବି ସାଥି ହୋଇପାରିଲେନି । ସ୍ତ୍ରୀ ପାଇଁ ସତେ ଯେପରି କଣ୍ଟା ହେଇଗଲା ସ୍ଵାମୀ । ଆଠ ଦିନ ଧରି ସ୍ଵାମୀକୁ ଏକ ବନ୍ଦ କଠୋରୀରେ ରଖି ବାପ ଘର ଲୋକଙ୍କ ସହ ମିଶି ନିସ୍ତୁକ…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ଇଏ କେମିତିକା ମୃତ୍ୟୁ!, ଗୀତ ଗାଉ ଗାଉ ଟଳିପଡିଲେ ଏଡିଏମ

ପାରେଳାଖେମୁଣ୍ଡି: ଷ୍ଟେଜ୍ ଉପରେ ଗୀତ ଗାଉଥିଲେ । ହଠାତ୍ ଚାଲିଗଲା ଜୀବନ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ପାରେଳାଖେମୁଣ୍ଡିରେ । ଏକ ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟେଜ୍ ଉପରେ ଖୁସିରେ ଭଜନ ଗାଉଥିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ହଠାତ୍ ଗାଉ ଗାଉ ଟଳି…

ଗଜପତିର ଖଜୁରି ଗୁଡ଼କୁ ମିଳିଲା ଜିଆଇ ମାନ୍ୟତା

ଗଜପତି: ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ମିଳିଛି ଭୌଗୋଳିତ ସଂକେତ ବା ଜିଆଇ ଟ୍ୟାଗ୍ ମାନ୍ୟତା । ଗଜପତିର ଗୁଡ ଚାଷୀ ବହୁତ ଦିନ ହେଲା ଧାରଣାରେ ବସିଥିବା ବେଳେ ତାଙ୍କ ଦାବି ଆଜି ପୂରଣ ହୋଇଛି । ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ଦେଶ ବିଦେଶରେ ଆହୁରି ବୃଦ୍ଧି ହେବା ସହ ଅନେକ…

ପାରଳାଖେମୁଣ୍ଡିରେ ପୁଣି ଦେଖାଦେଲା ମହାବଳ, ସୀମାବର୍ତ୍ତୀ ଗ୍ରାମାଞ୍ଚଳରେ ଭୟର ବାତାବରଣ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବୁଲୁଛି ମହାବଳ ବାଘ। ଗତ ମାସ ୧୮ତାରିଖରେ ଉକ୍ତ ବାଘଟି ପ୍ରଥମେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହାତୀ ଗ୍ରାମ ନିକଟସ୍ଥ ସନ୍ତୋଷପୁର ଗ୍ରାମରେ ପଶି ଗୁହାଳରୁ ଗୋଟିଏ ଗାଈକୁ ମାରି ଖାଇଥିଲା। ଯାହାକୁ ନେଇ ସେତେବେଳେ ଅଞ୍ଚଳରେ ଭିନ୍ନ ଭିନ୍ନ ଆଲୋଚନା…

ରୋଗୀ ଦେହରେ ଭୁଲ ରକ୍ତ ଚଢାଇଲେ ଡାକ୍ତର, ଯାଞ୍ଚ ପରେ ଜଣାପଡିଲା ସତ

ଗଜପତି: ଡାକ୍ତରଙ୍କ ଭୁଲ ପାଇଁ ଚାଲିଯାଇଥାନ୍ତା ରୋଗୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଲେ ରୋଗୀ । ରୋଗୀଙ୍କ ବ୍ଲଡ୍ ଗ୍ରୁପ B ପଜିଟିଭ ହୋଇଥିବା ବେଳେ ଡାକ୍ତର ଜଣଙ୍କ ରୋଗୀଙ୍କୁ O ପଜିଟିଭ ବ୍ଲଡ୍ ଚଢାଇଥିଲେ । ଯଦ୍ଵାରା ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଫଳରେ ତାଙ୍କୁ…

ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ, ବାଟ ନ ପାଇ ବିଲରେ ନିଆଁ ଲଗେଇଦେଲେ ଚାଷୀ

ଗଜପତି: ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ । ବାଟ ପାଇଲେନି ଚାଷୀ । ଶେଷରେ ଧାନ ଫସଲରେ ନିଆଁ ଲଗେଇଦେଲେ ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳରେ। ସୂଚନା ଅନୁସାରେ, ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ନାମକ ଜଣେ ଚଷୀ କରଜ କରି ୪ ଏକର…

ଆସ ବୁଲିଯିବା ଓଡିଶା: ମନ ମୋହିନିଏ ଗଣ୍ଡାହାତୀ ଜଳପ୍ରପାତ

ଗଜପତି: ଧରାପୃଷ୍ଠକୁ ଶୀତଋତୁର ଆଗମନ ହୋଇସାରିଲାଣି । ଆଉ ଶୀତଋତୁର ଅନ୍ୟ ଅର୍ଥ ହେଉଛି ବୁଲାବୁଲି କରିବା । ବର୍ଷତମାମ ଘର , ଅଫିସର ଚକ୍କର କାଟୁଥିବା ଲୋକଙ୍କ ପାଇଁ ଫ୍ରି ଟାଇମ୍ କହିଲେ ତ ଏହି ଶୀତଦିନ । ବର୍ତ୍ତମାନ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର୍ର ପର୍ଯ୍ୟଟକଙ୍କୁ ହାତ ଠାରି ଡ଼ାକିଲାଣି ।…