Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ମାସ୍କ ଓ ସାନିଟାଇଜର କଳାବଜାରୀ: ଯାଜପୁରର ବିଭିନ୍ନ ଔଷଧ ଦୋକାନରେ ଚଢ଼ାଉ

ଯାଜପୁର: କରୋନା ଆଁ ରେ ସାରା ବିଶ୍ୱ। ଏଥିରୁ ବର୍ତ୍ତିବା ପାଇଁ ଜନସାଧାରଣଙ୍କୁ ମାସ୍କ ଓ ସାନିଟାଇଜରର ବ୍ୟବହାର କରିବାକୁ ପରାମର୍ଶ ପ୍ରଦାନ କରାଯାଉଛି । ସେଥିପାଇଁ ବର୍ତ୍ତମାନ ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଘୋଷଣା ମଧ୍ୟ କରାଯାଇଛି। କିନ୍ତୁ ଏହି ଘଡିସନ୍ଧି…

କରୋନା ଆତଙ୍କ: ଯାଜପୁରରେ ଜାରି ହେଲା ୧୪୪ ଧାରା

ଯାଜପୁର: ଗଞ୍ଜାମ ଜିଲ୍ଲା ପରେ, କରୋନାଭାଇରସ୍ ଆତଙ୍କରେ ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଏହି ଧାରା ଅନୁଯାୟୀ, ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ବ୍ୟକ୍ତିଙ୍କ ସମାବେଶ ହୋଇ ପାରିବ ନାହିଁ । ଏହା ବ୍ୟତୀତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।…

ଗୋପନରେ ବିବାହ କଲେ ବିଧାୟକ ପ୍ରିତିରଞ୍ଜନ ଘଡାଇ, ସୋସିଆଲ ମିଡିଆରେ ଫଟୋ ଭାଇରଲ..

ଭୁବନେଶ୍ୱର: ଲୁଚି ଲୁଚି ବିବାହ କଲେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କଙ୍କ ପୁତ୍ର ପ୍ରିତିରଞ୍ଜନ ଘଡାଇ । ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ । ଗଞ୍ଜାମ ପଥରା ଚିଲିକା ରିସର୍ଟରେ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି ଏହି…

୫୮ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ମହିଳା

ଯାଜପୁର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ଏହା ପ୍ରମାଣ କରି ଦେଖାଇନ୍ତି ଯାଜପୁର ଜିଲ୍ଲା ବଡମଙ୍ଗଳପୁର ଗ୍ରାମର ୫୮ ବର୍ଷୀୟା ଅର୍ଚ୍ଚନା ଦାସ । ୪୨ ବର୍ଷ ପରେ ଅର୍ଚ୍ଚନା ପୁଣି ଥରେ ଉଚ୍ଚ ମାଧ୍ୟମିକ ପ୍ରମାଣପତ୍ର ପରୀକ୍ଷା ପାଇଁ ନାମ ଲେଖାଇଛନ୍ତି । ଦୁଇଟି ସନ୍ତାନଙ୍କ ଜନନୀ ଅର୍ଚ୍ଚନା…