Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଭାରତୀୟ କ୍ରିିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଏବେ ଚର୍ଚ୍ଚାରେ ରହିଛନ୍ତି । ଶୁକ୍ରବାର କୁଚ ବିହାର ଟ୍ରଫି କ୍ରିକେଟରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ମେଘାଳୟ ବିପକ୍ଷରେ ୨୯୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ ।…

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…

ନୂଆ ଜାଗା ସହ ଖାପ ଖୁଆଉଛି ଯମୁନା, କଲା ପ୍ରଥମ ଶିକାର

ମୟୂରଭଞ୍ଜ: ନୂଆ ଜାଗା ସହ ଧିରେ ଧିରେ ଖାପ ଖୁଆଉଛି ଯମୁନା। ଖୋଲାରେ ବିଚରଣ କରିବା ସହ ଏବେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ନୂଆ ବାଘୁଣୀ ଯମୁନା ତାର ପ୍ରଥମ ଶିକାର କରିଛି। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଆଉ କିଛି ବାରହା ଛଡା ଯାଇଥିବା ବେଳେ ଯମୁନା ବାରହାକୁ ତାର ପ୍ରଥମ ଶିକାର…

ଲାଗିରହିଛି ବର୍ଷା ବିତ୍ପାତ: ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ

ମୟୂରଭଞ୍ଜ: ବାତ୍ୟା ଦାନା ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗରହିଛି। ତୁହାକୁ ତୁହା ବର୍ଷା ବନ୍ୟା ଆଶଙ୍କା ସୃଷ୍ଟି କଲାଣି। ପ୍ରବଳ ବର୍ଷା କାରଣରୁ କିଛି କିଛି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଉ…

ଖୋଲିଲା ଶିମିଳିପାଳ: ଟାଇଗର ସଫାରି ସହ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟର ମଜା ଉଠାଇବେ ପର୍ଯ୍ୟଟକ

ମୟୂରଭଞ୍ଜ: ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଦ୍ବାର । ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ଶିମିଳିପାଳ ଆଜିଠୁ ନିଜର ପାକୃତିକ ସୌନ୍ଦର୍ଯ୍ୟରେ ଦର୍ଶକଙ୍କ ମନ ମୋହିବ । ତେବେ ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ…

କ୍ୟାମେରାରେ କଏଦ ହେଲା କଳାବାଘ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଆସିଲା କଳାବାଘର ପ୍ରଥମ ଝଲକ । କଳାବାଘଟି କିପରି ଅତି ଆନନ୍ଦର ସହ ବିଚରଣ କରୁଛି ତାହାର ପ୍ରଥମ ଝଲକ ଭିଡିଓଟି କ୍ୟାମେରାରେ କଏଦ ହୋଇଛି । ଜାରି ହୋଇଥିବା ଭିଡିଓରେ ବାଘଟି ବିଚରଣ କରୁଥିବାର ନଜର ଆସିଛି । ଯାହାକୁ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ…

ଅଜଗରକୁ ପିଟି ପିଟି ମାରିବା ଘଟଣା: ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଜଗରକୁ ପିଟି ପିଟି ମାରିବା ଘଟଣାରେ ଆଜି ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ କାଠସିରସି ଗାଁ ନିକଟରେ ଏକ ପ୍ରାୟ ୧୫ ଫୁଟ ଲମ୍ବର ଅଜଗରକୁ ସେଠିକା ସ୍ଥାନୀୟ ଲୋକ ଦେଖିବା ପରେ ମାରଣାସ୍ତ୍ର ପ୍ରୟୋଗ…

ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛି ମଣିଷ: ପିଟି ପିଟି ମାରି ଦେଲେ ୧୫ ଫୁଟର ଅଜଗର

ମୟୁରଭଞ୍ଜ: ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛନ୍ତି ମଣିଷ । ପ୍ରାୟ ୧୫ ଫୁଟର ଗୋଟିଏ ଅଜଗର ସାପକୁ  ପିଟି ପିଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ । ତେବେ…

ମୟୂରଭଞ୍ଜର ସଫଳ ଚାଷୀ କାର୍ତ୍ତିକେଶ୍ୱର ନାୟକ

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ନହୁସାହି ଗାଁର ଚାଷୀ କାର୍ତ୍ତିକେଶ୍ୱର ନାୟକ। ନିରନ୍ତର ପ୍ରୟାସ ମାଧ୍ଯମରେ କୃଷି କ୍ଷେତ୍ରରେ ବିହନ ଉତ୍ପାଦନ, ମାର୍କେଟିଂ ଏବଂ ଟେକ୍ନୋଲୋଜିର ପ୍ରୟୋଗ କରି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ସେ। ଏପରିକି ଆଖପାଖର ଲୋକଙ୍କୁ ମଧ୍ୟ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ

ବାରିପଦା: ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସଆଇ l ୬ ହଜାର ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ରାମଚନ୍ଦ୍ର ସୋରେନ୍‌ l ବାରୁଣିରୋଡ୍‌ ସ୍ଥିତ ଭଡ଼ାଘରେ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସଆଇ l ଏକ ମାମଲାରୁ ନାଁ କାଟିବାକୁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ ଏଏସଆଇ ରାମଚନ୍ଦ୍ର ସୋରେନ୍‌ l…