Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…

ରାତି ପାହିଲେ ନୂଆଖାଇ: ଉତ୍ସବମୁଖର ନୂଆପଡ଼ା

ନୂଆପଡ଼ା: ରାତି ପାହିଲେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତ ଏକ ସପ୍ତାହ ଧରି ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଥିବା ବେଳେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବୋଡ଼େନ ସିନାପାଲି ଅଞ୍ଚଳରେ ଏହାର ପ୍ରଭାବ ଆହୁରି…

ହଷ୍ଟେଲରେ ସିନିୟରଙ୍କ ଦାଦାଗିରି: ୨୨ ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ

ନୂଆପଡ଼ା: ପୁଣି ହଷ୍ଟେଲରେ ସିନିୟରଙ୍କ ଦାଦାଗିରି । ୨୨ ଜଣ ଜୁନିୟରଙ୍କୁ ମାଡ଼ ମାରିଥିବା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ତରବୋଡ ନବୋଦୟ ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟ ହଷ୍ଟେଲରେ ରାଗିଂ ହେଉଥିବା ଅଭିଯୋଗ ଆସିଛି। ହଷ୍ଟେଲର ଦ୍ଵାଦଶ ଶ୍ରେଣୀର ୭ ଜଣ ଛାତ୍ର ଦଶମ ଶ୍ରେଣୀର ୨୨…

ଉପର ମୁଣ୍ଡରେ ପ୍ରବଳ ବର୍ଷା: ବଢୁଛି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳସ୍ତର, ଖୋଲିବ ୨ଟି ଗେଟ୍

ନୂଆପଡ଼ା: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ଲଗାଣ ବର୍ଷା। ପଡୋଶୀ ରାଜ୍ୟ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ରହିବା ଯୋଗୁଁ ଆଜିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ…

ତିନି ଲକ୍ଷ ପାଇଁ ନିଜ ଅପହରଣର ନାଟକ ରଚିଥିଲା ଅଭିଯୁକ୍ତ

ନୂଆପଡା: ନିଜ କାହାଣୀର ନିଜେ ନାୟକ ଏବଂ ନିଜେ ହିଁ ଖଳନାୟକ । ଟଙ୍କା ପାଇଁ ନିଜେ ରଚିଥିଲେ ନିଜର ଅପହରଣ । ବାପାଙ୍କ ପାଖକୁ ୩ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନିଜେ ନିଜର ଅପହରଣ ନାଟକ ରଚିଥିଲେ ଅଭିଯୁକ୍ତ । ଶେଷରେ ପଡିଲେ ପୋଲିସ ହାତରେ । ଏପରି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା…

ଦାଦନ ଯନ୍ତ୍ରଣା: ଅଜାଙ୍କୁ ହତ୍ୟା ଓ ନାତିକୁ ଶାରୀରିକ ନିର୍ଯାତନା ଅଭିଯୋଗ

ନୂଆପଡ଼ା: ପୁଣି ନୂଆପଡ଼ା ଜିଲ୍ଲାରୁ ଦାଦନ ଯନ୍ତ୍ରଣାର କରୁଣ କାହାଣୀ ସାମ୍ନାକୁ ଆସିଛି । ପେଟପାଟଣା ପାଇଁ ଯାଇଥିବା ଶ୍ରମିକଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଶ୍ରମିକ ମାନଙ୍କୁ ବନ୍ଧକ ରଖି ଅକଥନୀୟ ନିର୍ଯାତନା ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଖଡ଼ିଆଳ ବ୍ଲକ ଗୋଡଧୁଆପଦର୍ ଗାଁରୁ।…

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୩୫୩

ନୂଆପଡ଼ା: ଦେଶ ର ଅର୍ଥନୈତିକ ସ୍ଥିତିକୁ ସଦୃଢ କରିବାରେ ଜାତୀୟ ରାଜପଥ ଗୁଡ଼ିକର ବିଶେଷ ମହତ୍ତ୍ଵ ରହିଥାଏ । ଗୋଟିଏ ରାଜ୍ୟ ରୁ ଅନ୍ୟ ରାଜ୍ୟକୁ ସିଧାସଳଖ ଗମନାଗମନ ପାଇଁ ଜାତୀୟ ରାଜପଥ ବିଶେଷ ଭାବରେ କାମରେ ଆସିଥାଏ । ସେଥିପାଇଁ କେନ୍ଦ୍ରସରକାର ଜାତୀୟ ରାଜପଥ ଗୁଡ଼ିକର ଉନ୍ନତି କରଣ ସହ ତାର…

ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ, ବହୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ କ୍ୟାମ୍ପରୁ ମିଳିଲା ବିପୁଳ ୨ ହଜାର ଟଙ୍କାର ନୋଟ୍। ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ, ୪ ଗୁଳି ଜବତ। ଗତକାଲି ଶିବନାରାୟଣପୁରରେ ମୁହାଁମୁହିଁ…

ରାତି ପାହିଲେ ନିର୍ବାଚନ, କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବୁଥକୁ ଗଲା ଇଭିଏମ୍

ନୂଆପଡ଼ା: ସୋମବାର ନୂଆପଡ଼ା ଜିଲ୍ଲାର ଦୁଇ ଗୋଟି ବିଧାନସଭା ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ବନ୍ଦ ହୋଇଥିବା ବେଳେ ବୁଥ ଅଭିମୁଖେ ପୁଲିଙ୍ଗ ପାର୍ଟି କଡା ସୁରକ୍ଷା ବଳୟରେ ବାହାରି ଯାଇଛନ୍ତି। ଜିଲ୍ଲାପାଳ ତଥା ମୁଖ୍ୟ…

ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ

ନୂଆପଡ଼ା: ପୁଣି ଥରେ ଦେଖିବାକୁ ମିଳିଛି ଢୋଲପିଟା ବ୍ୟବସ୍ଥାର ନଗ୍ନ ଚିତ୍ର। ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ରାସ୍ତା ଅଭାବ ଯୋଗୁଁ ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ ଆଉ ସେଇଥି ପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ…