Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାରେ ଅପରାଧ ରୋକିବା ଦିଗରେ ସରକାରଙ୍କ ବଡ ପଦକ୍ଷେପ

ଭୁବନେଶ୍ୱର: ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ ନିମନ୍ତେ ଓଡିଶାରେ ‘ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ । ଏନେଇ ଆଜି ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ…

ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣା । ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ କଲେ ପୋଲିସ ଅଧିକାରୀଙ୍କ ମା'। କୋର୍ଟ ଆଦେଶ ଅବମାନନା ନେଇ ପୋଲିସ ଅଫିସରଙ୍କ ମା’ ଏହି ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି । ମେଜର କିମ୍ବା ବାନ୍ଧବୀଙ୍କ…

ଓପିଏସସି ଚେୟାରମ୍ୟାନ୍ ହେଲେ ଆଇପିଏସ ଅରୁଣ ଷଡ଼ଙ୍ଗୀ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ । ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି ।…

ରାଜ୍ୟରେ ଖୋଲିବ ୫୮ଟି ଶୀତଳ ଭଣ୍ଡାର, ଚାଷୀଙ୍କଠାରୁ ଧାନ କ୍ବିଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ

ଭୁବନେଶ୍ଵର: ଜିଲ୍ଲାପାଳ ସମ୍ମିଳନୀରେ ଧାନ ସଂଗ୍ରହ ନେଇ ସୂଚନା ଦେଲେ ମନ୍ତ୍ରୀ । ଧାନର ଗୁଣବତ୍ତା ଯାଂଚ ପାଇଁ ଗ୍ରେନ୍ ଆନାଲାଇଜର ବ୍ୟବହାର କରାଯିବ । ଧାନର ଓଜନ ଜାଣିବା ପାଇଁ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ହେବ । ସେହିପରି ସଂଗୃହିତ ଧାନର ସଂରକ୍ଷଣ ପାଇଁ ଆବଶ୍ୟକୀୟ ଗୋଦାମ ଗୃହ ପ୍ରସ୍ତୁତ…

ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତେଜନା, ଭଦ୍ରକ ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ: ସାମାଜିକ ଗଣ ମାଧ୍ୟମରେ ଆପତ୍ତି ଜନକ ପୋଷ୍ଟକୁ ବିରୋଧ କରି ତୁମୁଳକାଣ୍ଡ । ଗୋଟିଏ ଗୋଷ୍ଠୀ ଭଦ୍ରକ ସନ୍ତିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତାରୋକ କରୁଥିବା ସମୟରେ ଖବର ପାଇ ଭଦ୍ରକ ସିଟି ଡ଼ିଏସପି ତହସିଲଦାର, ଟାଉନ ଓ ପୁରୁଣା ବଜାର ପୋଲିସ ପହଞ୍ଚି ବୁଝାସୁଝା କରି ସେମାନଙ୍କୁ…

ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ

ଜୟପୁର: ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ । ୨ ବର୍ଷ ଜେଲ୍‌ ସହ ୨ ଲକ୍ଷ ଜରିମାନା କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୧୦ରେ ନନ୍ଦପୁର ବ୍ଲକ ବାଲଡ଼ା ରେଞ୍ଜର ଥିବାବେଳେ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ଧରିଥିଲା ଭିଜିଲାନ୍ସ । ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ୱର…

ଅନୁଗୁଳ ଟ୍ରିପଲ ମର୍ଡର ମାମଲା; ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ କୋର୍ଟ

ଅନୁଗୁଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଦୁଇ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଉଭୟ ଅଭିଯୁକ୍ତ ହେଲେ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ।…

କୋଡ଼ିଏ ବର୍ଷରେ ‘ବାହାରେ ବର୍ଷା’: ଏକ ପାଠକୀୟ ଆସର

ଭୁବନେଶ୍ୱର: ସରୋଜ ବଳଙ୍କ ପ୍ରଥମ ଉପନ୍ୟାସ ‘ବାହାରେ ବର୍ଷା’ କୁ କୋଡ଼ିଏ ବର୍ଷ ପୁରିଛି । ଏହି ଅବସରରେ ‘ଟାଇମ୍‍ପାସ୍‍’ ଦ୍ୱାରା ପ୍ରକାଶିତ ଏହାର ପଞ୍ଚମ ସଂସ୍କରଣ ଲୋକାର୍ପିତ ହେବା ସହିତ ଏକ ମନୋଜ୍ଞ ପାଠକୀୟ ଆସର ଆୟୋଜିତ ହୋଇଯାଇଛି । ୱିସଡମ୍‍ ଟ୍ରି ଗ୍ଲୋବାଲ ସ୍କୁଲ ପରିସରରେ ଏକ ବର୍ଷଣମୁଖର…

ତିରୁପତିରେ ଝଡ଼…ଓଡିଶାରେ କମ୍ପନ

ଭୁବନେଶ୍ବର: ତିରୁପତି ପ୍ରସାଦ ବିବାଦ ପରେ ଓଡିଶାରେ କମ୍ପନ । ଶ୍ରୀମନ୍ଦିର ମହାପ୍ରସାଦର ହେବ ମାନ ପରୀକ୍ଷଣ । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢା ବାହାରିବା ପରେ ମାନ ପରୀକ୍ଷଣ କରାଯିବ । ଅବଢାର ଶୁଦ୍ଧତା ସୁନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ…

ମୋତେ କହିଥିଲେ ଗେଟ୍ ଆଉଟ୍…

ଭୁବନେଶ୍ବର: ଥାନାରୁ ଗେଟ୍ ଆଉଟ୍ କହିଥିଲେ ଆଇଆଇସି। ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ କେନ୍ଦୁଝର ଥାନାରେ ମୋହନ ମାଝୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ଥାନା ଅଧିକାରୀ। ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀରେ ଥାନାରେ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ସଂପର୍କରେ କହି…