Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାକୁ ନେଇ ସରକାର ସଚେତନ ଅଛନ୍ତି, ଖୁବ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ…

ଭରତପୁର ଥାନା ଘଟଣା: ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ସେନା କମାଣ୍ଡର

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ମହଶ ମାରିବା ଘଟଣା ଏବେ ତେଜିବାରେ ଲାଗିଛି । ପୋଲିସର କାର୍ଯ୍ୟ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ସୁରକ୍ଷା ଦେଉଥିବା ଲୋକ ଯଦି ଏପରି କରିବ ତାହାଲେ ଲୋକେ ସୁରକ୍ଷା ମାଗିବା କାହାକୁ । ତା ଉପରେ ପୁଣି ବାନ୍ଧବୀଙ୍କ…

ଦଶାହ ଭୋଜି ଖାଇ ଦୁଇ ମୃତ, ୩୦ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆତଙ୍କ । ହଇଜାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ,…

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଥାନାରେ ମହିଳା କମିଶନଙ୍କ ପଚରାଉଚରା

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜ୍ଜୁ କରି ଏନେଇ ତଦନ୍ତ ଆରମ୍ଭ କରିଛି ମହିଳା କମିଶନର । ଏନେଇ ଭରତପୁର ଥାନାରେ ମହିଳା କମିଶନର ଅଧ୍ୟକ୍ଷା ପହଞ୍ଚି ପଚରାଉଚରା ଜାରି କରିଛନ୍ତି ।…

ନବୀନଙ୍କ ନ୍ୟାୟିକ ତଦନ୍ତ ଦାବି: ପାଲଟା ପ୍ରଶ୍ନ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ଓ ନିର୍ଯାତନା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ଏହାକୁ ନେଇ ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କରି କହିବା ସହ ପାଲଟା ନବୀନଙ୍କୁ ପ୍ରଶ୍ନ…

ଭରତପୁର ଥାନା ଘଟଣା : ୭ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ୭ ଜଣ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ରୋଡ ରୋମିଓଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାକୁ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ ।…

ହାତୀ ଘଉଡ଼ାଇବାକୁ ହଟ୍ଟହଟ୍ଟା ବନ କର୍ମଚାରୀ

ଅନୁଗୁଳ: ଅନୁଗୁଳ ରେଞ୍ଜ ଫୁଲପଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତ ରାତିରେ ବନ ବିଭାଗର ୬ ଜଣ କର୍ମଚାରୀ ହାତୀକୁ ଘଉଡାଇବା ପାଇଁ ଫୁଲପଡା ଅଞ୍ଚଳରେ ପହଞ୍ଚିଥିଲେ । ଏହି ସମୟରେ ବନକର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ସେଠାକାର ଲୋକେ । ଖବର ମୁତାବକ, ଗତକାଲି…

ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାରରେ ଡିସିପିଙ୍କ ପ୍ରତିକ୍ରିୟା: କିନ୍ତୁ ଭିଡିଓ କହୁଛି ଅଲଗା କଥା

ଭୁବନେଶ୍ବର: ଭରତପୁର ଥାନାରେ ଯେଉଁଭଳି ଭାବେ ଜଣେ ସେନା ଅଧିକାରୀ ଓ ତାଙ୍କ ମହିଳା ଅଧିକାରୀଙ୍କୁ ନିର୍ଯାତିତ କରାଯାଇଛି ତାହାର ବର୍ବରତା ଏବେ ସବୁ ସୀମା ଟିପିଛି । ସେନା ଅଧିକାରୀଙ୍କ ଘଟଣାକୁ ନେଇ ବୟାନ, ଗୋଟେ ପଟେ ପୋଲିସ ପ୍ରତି ଆକ୍ରୋଶ ଓ ବିରୋଧ ବଢାଇଥିବା ବେଳେ ଏବେ ଭୁବନେଶ୍ବର…

୩ ଦିନିଆ ଜନ୍ମମାଟି ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜି ଠାରୁ ୩ ଦିନିଆ  ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳ ପ୍ରାୟ ୧୦ ଟା ୨୦ରେ ରିଜର୍ଭ ପଡିଆ ହେଲିପ୍ୟାଡ଼ରେ ଅବତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ କେନ୍ଦୁଝରର ବିଭିନ୍ନ ରାଜନୈତିକ ବ୍ୟକ୍ତି ବୃନ୍ଦ, ଜିଲ୍ଲା ପ୍ରଶାସନ ଓ…

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ

ଭୁବନେଶ୍ୱର: ଦୀର୍ଘ ୬ ସପ୍ତାହ ପରେ ଖୋଲିବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଆସନ୍ତା ୨୩ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶଣୁଣିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଠାରୁ ଉଦ୍ଦିଷ୍ଟ ଜନଶୁଣାଣି ପୋର୍ଟାଲ ଅଥବା…