Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୁଣି ଗାରେଡି ସନ୍ଦେହ: ଗୋଟିଏ ପରିବାରର ୫ଙ୍କୁ ହତ୍ୟା

ମାଲକାନଗିରି: ପୁଣି ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡର ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ଓ ୨ ଜଣ ପୁରୁଷ । ସେମାନେ ହେଲେ ମୌସମ…

ରାଜଧାନୀରେ କବାଟତଡା ଗ୍ୟାଙ୍ଗ ପ୍ରତି ସାବଧାନ! ଆପାର୍ଟମେଣ୍ଟ ପଶି କରୁଛନ୍ତି ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ଅସୁରକ୍ଷିତ ରାଜଧାନୀବାସୀ। ଭୁବନେଶ୍ୱରର ଆପାର୍ଟମେଣ୍ଟରେ ଚାଲିଛି ଲୁଟ୍‌ପାଟ୍। ଚନ୍ଦକା ଥାନା ଅଞ୍ଚଳର ଗୋଠପାଟଣା ସ୍ଥିତ ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ଦୁଇ ଦୁଇଟି ଲୁଟ୍ ଘଟଣା ଫ୍ଲାଟ୍ ମାଲିକଙ୍କୁ ଭୟଭୀତ କରିଛି। ଦିନକ ତଳେ ଏହି…

ଗଣେଶ ଭସାଣି ବେଳେ ୨ ଯୁବକଙ୍କୁ ଛୁରାମାଡ଼

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଗଣେଶ ଭସାଣି ବେଳେ ଅଘଟଣ । ୨ ଜଣ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଉଭୟଙ୍କ ଛାତିରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଆଜି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗାଁରେ ଭସାଣି ଇତ୍ସବ…

ମୁଖ୍ୟମନ୍ତ୍ରୀଙ୍କ ସହ ଓସ୍‌ଜା ପ୍ରତିନିଧିଙ୍କ ଆଲୋଚନା

ଭୁବନେଶ୍ବର : ଓଡ଼ିଶାରେ କାର‌୍ୟ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା…

ନୂଆପଡା ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ନରହିବା ନେଇ ଆନ୍ଦୋଳନର ଚେତାବନୀ

ନୂଆପଡ଼ା: ଆସନ୍ତା ୧୭ ତାରିଖରେ ଗଡିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ । ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରହଣି କରି ବିଶଖାପାଟଣାରେ ପହଞ୍ଚିବ । ଏହି…

ଷଣ୍ଢକୁ ଦଣ୍ଡ: ଫସଲ ଖାଇଲା ବୋଲି ଭୋକ ଉପାସରେ ବାନ୍ଧିକି ରଖିଲେ ସପ୍ତାହେ

ନବରଙ୍ଗପୁର: ଦିନକୁ ଦିନ ନିଷ୍ଠୁର ହେବାରେ ଲାଗିଛନ୍ତି ମଣିଷ । ଜୀବଙ୍କ ପ୍ରତି କ୍ରୁରତା ବଢିବାରେ ଲାଗିଛି । ଏହି ନିକଟରେ ଯେଉଁଭଳି ଭାବେ ସାପଟିର ଜୀବନ ନେଲେ ତାହା ନିନ୍ଦନୀୟ । ତାକୁ ବିତିବାର ଦିନ ଟିଏ ବି ହୋଇନି ଆଜି ମଧ୍ୟ ମଣିଷର ନିଷ୍ଠୁରତାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ।…

ଥାନାରେ ଏସଆଇଙ୍କୁ ଆକ୍ରମଣ କଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଥାନା ଭିତରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ଯେଉଁଥିରେ ଥାନାର ଏସଆଇଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି । ଖବର ମୁତାବକ, ମେଜର ଓ ତାଙ୍କ ବାନ୍ଧବୀ ରାସ୍ତାରେ କେହି…

୧୭ରେ ଆସୁଛନ୍ତି ମୋଦି: ଜଗିବେ ୮୧ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ୧୭ ତାରିଖ ଅର୍ଥାତ ମଙ୍ଗଳବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କର ଜନ୍ମ ଦିବସ ଅବସରରେ ରାଜ୍ୟରେ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗ…

କାଲି ପ୍ରବଳ ବର୍ଷିବ, ୧୭ରୁ ଥମିବ

ଭୁବନେଶ୍ବର: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ଗଭୀର ଅବପାତ । ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହା ରହିଛି । ପରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତିକରିବ ।  ଏହାର ପ୍ରଭାବରେ ରବିବାର ଉତ୍ତର ଓଡ଼ିଶାର ଅଧିକାଂଶ ଓ ଦକ୍ଷିଣର ଅନେକ…

ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ର ବୃଦ୍ଧିରେ ସହାୟକ ହେବ ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ

ବ୍ରହ୍ମପୁର: ଆଜି ରାଜ୍ୟରେ ଦୁଇଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ବ୍ରହ୍ମପୁରରୁ ଟାଟାନଗର ଏବଂ ରାଉଲକେଲାରୁ ହାଓ୍ବଡା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତାକାଲି ମଧ୍ୟ ରାଜ୍ୟରେ ଆଉ ଏକ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।…