Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ବାଲିଯାତ୍ରାକୁ ନେଇ ଲାଗୁ ହେଉ ପୁରୁଣା ପ୍ରକ୍ରିୟା’

ଭୁବନେଶ୍ୱର: ଆଜି ବିଧାନସଭାରେ ବାଲିଯାତ୍ରା କଥା ଉଠାଇଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ କହିଛନ୍ତି ବାଲିଯାତ୍ରାରେ ଦୋକାନ ନିଲାମ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ । ପୂର୍ବ ରୁ ଯାହା ଚାଲିଥିଲା ସେହି ପ୍ରକ୍ରିୟାରେ ଦୋକାନ କରିବା ପାଇଁ ସୁଲଭ ମୂଲ୍ୟରେ ଦୋକାନ…

ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ରାସନକାର୍ଡକୁ ନେଇ ଆସିଲା ବଡ ଅପଡେଟ୍ । ବିଧାନସଭାରେ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡରୁ ୧୬ ଲକ୍ଷ ୨୭ ହଜାର ୯୨୦ ଜଣଙ୍କ…

୩୩ କେଭି ଲାଇନରେ ଦକ୍ଷିଣ ଓଡ଼ିଶାର ୧.୫ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଉଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସମଗ୍ର ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ଦିଗରେ ଉଲ୍ଲେଖନୀୟ ପ୍ରଗତି କରିଛି। ଏଠାକାର ପାହାଡ଼,ଘଞ୍ଚ ଜଙ୍ଗଲ ଭରା ଗ୍ରାମୀଣ ଇଲାକାରେ ସବୁ ପ୍ରକାର ଆହ୍ଵାନକୁ ସଫଳତାର ସହ ମୁକାବିଲା…

ମାଗଣାରେ ମିଳିବନି ବିଦ୍ୟୁତ୍ ସେବା: ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଗଣାରେ ମିଳିବନି ବିଦ୍ୟୁତ୍ ସେବା। ରାଜ୍ୟ ସରକାରଙ୍କ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ବିତରଣ ଉପରେ ବୁଧବାର ଏଭଳି ପ୍ରତିକ୍ରିୟା ରଖିଛନ୍ତି ଓଡିଶା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ । ସେ ଆହୁରି ମଧ୍ଯ କହିଛନ୍ତି ଯେ, ଖର୍ଚ୍ଚ ହୋଇଥିବା ବିଦ୍ୟୁତ୍ ପାଇଁ ଦେୟ ଦେବାକୁ ପଡିବ।…

କୁକୁରଙ୍କ ପାଇଁ ଶ୍ମଶାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ବିଧାନସଭାରେ ନଗର ଉନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, କୁକୁରଙ୍କ ପାଇଁ ଶ୍ମଶାନ କରାଯିବ । ଟ୍ବିନ ସିଟି ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ । ଯଦିଓ ଏବେ ଯାଏ ବିଭାଗ ଏ କଥାକୁ ବିଚାର କରି ନାହିଁ । ଆଗକୁ ପରିବେଶ ଦିଗ ଏବଂ…

ବିଲ୍ଡିଂର ସେଣ୍ଟ୍ରିଂ ଚାଲିଥିବାବେଳେ ଛିଣ୍ଡି ପଡିଲା କ୍ରେନ୍

ଭୁବନେଶ୍ୱର: ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ୟୁନିଟ୍-୮ ଓଏମସି କଲୋନୀରେ ଚାଲିଥିଲା ନିର୍ମାଣ କାର୍ଯ୍ୟ । ଖବର ମୁତାବକ, ଆଜି ରାଜଧାନୀର ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର…

ମଙ୍ଗଳବାର ଆସିବେ ମୋଦି, ମହିଳାଙ୍କ ଖାତାକୁ ଯିବ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାକୁ ଓଡିଶାରେ ଶୁଭାରମ୍ଭ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି ହୋଇଛି । ତେବେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୧ଟା ୩୫…

ଓଡିଶା ପୋଲିସକୁ ସାହାଯ୍ୟ କରିବ ମୁଧୋଲ ହାଉଣ୍ଡ

ଭୁବନେଶ୍ବର: ଓଡିଶା ପୋଲିସ କାମକୁ ଆହୁରି ସହଜ କରିବ ମୁଧୋଲ ହାଉଣ୍ଡ । ରାଜ୍ୟରେ ପୋଲିସ ପ୍ରଶାସନର କ୍ଷମତା ବଢାଇବା ପାଇଁ ସାମିଲ ହୋଇଛି ଓଡ଼ିଶା ପୋଲିସ କେ-୯ ଡଗ୍ ସ୍କ୍ବାର୍ଡରେ ଭାରତୀୟ ପ୍ରଜାତିର ପ୍ରଥମ ଶ୍ଵାନ ମୁଧୋଲ ହାଉଣ୍ଡ । ଯାହାକୁ ସର୍ଚ୍ଚ ଏବଂ ଉଦ୍ଧାରକାର୍ଯ୍ୟରେ ନିୟୋଜିତ…

ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ପୂର୍ବରୁ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଥିଲେ ୪ ଲକ୍ଷ…

ସୁନା କିଣୁଥିଲା ବେଳେ ସାବଧାନ ରୁହନ୍ତୁ: ଆପଣଙ୍କୁ ବି ଚୂନ ଲଗାଇ ପାରନ୍ତି ଦୋକାନୀ

ଭୁବନେଶ୍ବର: ସୁନା କିଣୁଥିଲା ବେଳେ ସବୁବେଳେ ସାବଧାନ ରୁହନ୍ତୁ । ସୁନା ପରଖି, ନିରିଖି ଆଣନ୍ତୁ । ନହେଲେ ଆପଣଙ୍କୁ ବି ଚିତା କାଟି ପାରନ୍ତି ଠକ ସୁନା ଦୋକାନୀ । କାରଣ ଏ କଥା ଆମେ କହୁନୁ, ଆଜି ଏହାକୁ ନେଇ ଗୃହରେ କିଛି ଚକିତ କଲା ଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…