Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଲ୍ଡିଂର ସେଣ୍ଟ୍ରିଂ ଚାଲିଥିବାବେଳେ ଛିଣ୍ଡି ପଡିଲା କ୍ରେନ୍

ଭୁବନେଶ୍ୱର: ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ୟୁନିଟ୍-୮ ଓଏମସି କଲୋନୀରେ ଚାଲିଥିଲା ନିର୍ମାଣ କାର୍ଯ୍ୟ । ଖବର ମୁତାବକ, ଆଜି ରାଜଧାନୀର ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର…

ମଙ୍ଗଳବାର ଆସିବେ ମୋଦି, ମହିଳାଙ୍କ ଖାତାକୁ ଯିବ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାକୁ ଓଡିଶାରେ ଶୁଭାରମ୍ଭ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି ହୋଇଛି । ତେବେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୧ଟା ୩୫…

ଓଡିଶା ପୋଲିସକୁ ସାହାଯ୍ୟ କରିବ ମୁଧୋଲ ହାଉଣ୍ଡ

ଭୁବନେଶ୍ବର: ଓଡିଶା ପୋଲିସ କାମକୁ ଆହୁରି ସହଜ କରିବ ମୁଧୋଲ ହାଉଣ୍ଡ । ରାଜ୍ୟରେ ପୋଲିସ ପ୍ରଶାସନର କ୍ଷମତା ବଢାଇବା ପାଇଁ ସାମିଲ ହୋଇଛି ଓଡ଼ିଶା ପୋଲିସ କେ-୯ ଡଗ୍ ସ୍କ୍ବାର୍ଡରେ ଭାରତୀୟ ପ୍ରଜାତିର ପ୍ରଥମ ଶ୍ଵାନ ମୁଧୋଲ ହାଉଣ୍ଡ । ଯାହାକୁ ସର୍ଚ୍ଚ ଏବଂ ଉଦ୍ଧାରକାର୍ଯ୍ୟରେ ନିୟୋଜିତ…

ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ପୂର୍ବରୁ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଥିଲେ ୪ ଲକ୍ଷ…

ସୁନା କିଣୁଥିଲା ବେଳେ ସାବଧାନ ରୁହନ୍ତୁ: ଆପଣଙ୍କୁ ବି ଚୂନ ଲଗାଇ ପାରନ୍ତି ଦୋକାନୀ

ଭୁବନେଶ୍ବର: ସୁନା କିଣୁଥିଲା ବେଳେ ସବୁବେଳେ ସାବଧାନ ରୁହନ୍ତୁ । ସୁନା ପରଖି, ନିରିଖି ଆଣନ୍ତୁ । ନହେଲେ ଆପଣଙ୍କୁ ବି ଚିତା କାଟି ପାରନ୍ତି ଠକ ସୁନା ଦୋକାନୀ । କାରଣ ଏ କଥା ଆମେ କହୁନୁ, ଆଜି ଏହାକୁ ନେଇ ଗୃହରେ କିଛି ଚକିତ କଲା ଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

ନିଶାସକ୍ତ ଡାକ୍ତରଙ୍କ ଗାଡି ଧକ୍କାରେ ୪ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବଡବିଲରେ ଜଣେ ନିଶାସକ୍ତ ଡାକ୍ତର ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଦୁଇ ନାବାଳକଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଘଟଣାରେ ପୋଲିସ ଜଣେ ସରକାରୀ ଡାକ୍ତରଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଡାକ୍ତର ଜଣକ ହିମାଂଶୁ ଝା ବୋଲି ଚିହ୍ନଟ ହୋଇଥିଲା ବେଳେ ସେ ବଡବିଲ…

ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ କଲା ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଗୌଡ଼ସାହିରେ ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୁତ୍ତ । ଗତ ରାତିରେ ଘରେ ପଶି ଚୋରି କରୁଥିଲା ଦୁର୍ବୃତ୍ତ । ହେଲେ ଘର ମାଲିକଙ୍କ ନିଦ ଭାଙ୍ଗି ଯିବାରୁ ତାଙ୍କୁ ଆକ୍ରମଣ କରି ଫେରାର ହୋଇଗଲା ଦୁର୍ବୁତ୍ତ । ଆହତ ହେଲେ ସତୀଶ କୁମାର ସୁବୁଦ୍ଧି ଓ…

ଫାଇଭ୍-ଟି ଦୁର୍ନୀତି, ବାକି ପଡିଛି ବିଜୁଳି ବିଲ୍

ଭୁବନେଶ୍ବର: ଫାଇଭ ଟି ନାଁରେ କିଛି ବିଭାଗ ନଥିଲା । ଫାଇଭ ଟି ଯୋଜନା ନାଁରେ ମନଇଚ୍ଛା କାମ ଚାଲିଥିଲା । ଫାଇଭ ଟି ସ୍କୁଲରେ ଏବେ ବି ବିଜୁଳି ବିଲ୍ ବକେୟା ରହିଛି । ଯାହାର ପରିଣାମ ପିଲା ଭୋଗୁଛନ୍ତି । ଆଜି ଗୃହରେ ସୁଜାତା ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ପ୍ରଶ୍ନରେ ଏହି ଉତ୍ତର…

ପ୍ରେମିକକୁ ଟାଙ୍ଗିଆରେ ହାଣିଲା ପ୍ରେମିକାର ବାପା

ରାୟଗଡ଼ା: ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ । ବିବାହର ପ୍ରଲୋଭନ ଦେଖାଇ ଘରକୁ ଝିଅକୁ ଡାକିଲା ବାପା । ପରେ ଝିଅର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ । ମୃତ ଯୁବକ ଜଣଙ୍କ ହେଲେ କାଶୀପୁର ବ୍ଲକ…

ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଛତ୍ରପୁର: ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଶୁତୋଷ ନାହାକ । ଏଭଳି ଘଟଣା ଘଟିଛି ଛତ୍ରପୁର ଉପକାରାଗାରରେ । ବିଚାରାଧୀନ କଏଦୀଙ୍କ ଘର ରମ୍ଭା ଅଞ୍ଚଳରେ । ଗତ ତିନି ମାସ ତଳେ ସେ କୋଦଳା ଜେଲରୁ ଛତ୍ରପୁର…