Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରେ ରହି ଅନଲାଇନରେ କରିପାରିବେନି ‘ସୁଭଦ୍ରା’ ଆବେଦନ

ଭୁବନେଶ୍ୱର: ସୁଭଦ୍ରା’ ଫର୍ମକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ l ଘରେ ରହି ଅନଲାଇନରେ କରିପାରିବେନି ‘ସୁଭଦ୍ରା’ ଆବେଦନ’ l କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ହୋଇପାରିବ ଆବେଦନ l ସନ୍ଧ୍ୟାରୁ ଖୋଲିବ ପୋର୍ଟାଲ, କେନ୍ଦ୍ରରେ ଏବେଠୁ ଭିଡ଼ ଲଗାନ୍ତୁନି ବୋଲି…

ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା; ନିଲମ୍ବିତ ହେଲେ ନିଶାଡି ଶିକ୍ଷକ

ଯାଜପୁର: ଶିକ୍ଷକ ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା । ଅଭିଯୁକ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଲା ଏପରି କାରନାମା । ମାତାଲ୍ ଅବସ୍ଥାରେ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ନିଲମ୍ବିତ ହେଲେ ନିଶାଡି ଶିକ୍ଷକ । ଖବର ମୁତୀବକ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶିକ୍ଷା…

ଅସୁରକ୍ଷିତ ଗଜରାଜ : ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ

ଗୁଣୁପୁର: ଅସୁରକ୍ଷିତ ଗଜରାଜ। ପୁଣି ଏକ ହାତୀର ମୃତ୍ୟୁ। ଗୁଣୁପୁର ରେଞ୍ଜ ଫୁଲପୁଟି ସାନ ନଦୀ ବ୍ରିଜ୍ ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି । କିଛି ଦିନ ହେବ ଦୁଇଟି ହାତୀ ଏହି ଅଞ୍ଚଳରେ ରହୁଥିଲେ। ସେଥି ମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବନ ବିଭାଗ l…

ଲୁହା ପଥର ଖଣିରେ ଖୋଳତାଡ କରୁଛି ସିବିଆଇ

କୋଇଡା: ଲୁହାପଥର ଖଣିରେ ଖୋଳତାଡ କରୁଛି ସିବିଆଇ। ଲୁହା ପଥରର ମାନ ବଦଳାଇବାରୁ ଶହ ଶହ କୋଟି ରାଜସ୍ବ କ୍ଷତି ହେବା ପରେ ବରସୁଆଁ ଲୁହାପଥର ଖଣିରେ ଚଢ଼ାଉ ଜାରି ରଖିଛି ସିବିଆଇ। ସେଠିକା ସେଲ୍ ଅଧିକାରୀଙ୍କୁ ଡାକି ପଚରାଉଚରା ଜାରିରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଟେନସା ସ୍ଥିତ ଆର୍.…

କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେଡି-ବିଜେପି କଥା କଟାକଟି

ଭୁବନେଶ୍ୱର: କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ଗୃହରେ ବିଜେଡି-ବିଜେପି କଥା କଟାକଟି l କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିଲେ ବିଜେଡି ବିଧାୟକ l କାହିଁକି କେନ୍ଦ୍ର ପୁରସ୍କାର ବନ୍ଦ କଲା ବୋଲି ପଚାରିଲେ ୨ ବିଜେଡି ବିଧାୟକ l ଏହାର ଉତ୍ତରରେ ନିଜ ପୁରସ୍କାର କଥା ପ୍ରଥମେ ଚିନ୍ତା…

ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି କରାଯିବାକୁ ନେଇ ନିଷ୍ପତ୍ତି

ପୁରୀ: ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଜୁଲାଇ ୧୪ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଭିତର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଯ ଗୃହରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାରକୁ…

ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ଦାବି

ଭୁବନେଶ୍ୱର: ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ। ସ୍ୱର ମିଳାଇଲେ କଂଗ୍ରେସ ଓ ବିଜେଡି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଆଜି ଗୃହରେ ପ୍ରଶ୍ନକାଳ ଚାଲିଥିବା ବେଳେ ଦାବି ରଖିଥିଲେ ବିଧାୟକ। ଏଥିପାଇଁ ବିଧାୟକ ତାରା ବାହିନୀ ପତି, ସନାତନ ବିଜୁଳି ଓ…

ନବୀନ ସରକାରଙ୍କ ବ୍ୟାଗ୍ ବଣ୍ଟନ: ବିଧାନସଭାରେ ଆସିଲା ଆଖି ଖୋସିଦେଲା ଭଳି ତଥ୍ୟ

ଭୁବନେଶ୍ୱର: ପୂର୍ବ ସରକାରଙ୍କ ବ୍ୟାଗ୍ ବଣ୍ଟନ ଯୋଜନା। କେବଳ ବ୍ୟାଗ୍ ବାଣ୍ଟିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଖର୍ଚ୍ଚ ହୋଇଛି ୨୪୭ କୋଟିରୁ ଅଧିକ ଟଙ୍କା । ଏଭଳି କିଛି ଆଖି ଖୋସି ଦେଲା ଭଳି ତଥ୍ୟ ଆଜି ବିଧାନସଭାରେ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଧାୟକ…

ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ, ଜଣେ ମୃତ ଓ ଅନ୍ୟଜଣେ ନିଖୋଜ

କଟକ: କଟକର ମହାନଦୀ ନଦୀକୁ ଯୁବକ ଡେଇଁବା ଘଟଣା। ବୁଧବାର ଦିନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ସକାଳେ କଟକସ୍ଥିତ ଜଗତପୁର-କେନ୍ଦ୍ରାପଡା କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ସେ ମଙ୍ଗଳବାର…

ପିକ୍‌ଅପ୍ ଗାଡ଼ିରେ ହେଉଥିଲା ୫୦୦ କଇଁଛ ଚାଲାଣ: ମାଡ଼ିବସିଲା ବନବିଭାଗ, ୪ ଗିରଫ

ମାଲକାନଗିରି: ପିକ୍‌ଅପ୍ ଭ୍ୟାନରେ ହେଉଥିଲା ୫୦୦ କଇଁଛ ଚାଲାଣ। ମାଡିବସିଲା ବନ ବିଭାଗ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ୍.ଭି-79ରେ। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ କରାଯାଉଥିଲା ୫୦୦ରୁ ଉର୍ଦ୍ଧ୍ୱ କଇଁଛ। ୨ଟି ପିକଅପ ଗାଡ଼ିରେ କଇଁଛ ଚାଲାଣ ବେଳେ ମୋଟୁ ବନବିଭାଗ ଚଢାଉ…