Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆରେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ରାଇଜ୍ କନ୍‌କ୍ଲେଭ ଆୟୋଜିତ

ଭୁବନେଶ୍ୱର: ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ‘ରିସର୍ଚ୍ଚ ଇନ୍‌ଟିଗ୍ରିଟି ଇନ୍ ସାଇନ୍ସ ଆଣ୍ଡ ଏଜୁକେସନ୍‌’ (ରାଇଜ୍‌) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ‘ରାଇଜ୍ କନ୍‌କ୍ଲେଭ୍‌’ ମଧ୍ୟ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶାର…

ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ

ଭୁବନେଶ୍ଵର: ଗୁରୁ ଦିବସ ଅବସରରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଉଥିବା ସମ୍ମାନଜନକ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଓଡ଼ିଶାରୁ ଦୁଇ ଜଣ ବିଶିଷ୍ଟ ଶିକ୍ଷକ ମନୋନୀତ ହୋଇଛନ୍ତି । ଦୁଇ ଜଣ ଶିକ୍ଷକ ହେଲେ ରାୟଗଡ଼ା ବିଲେଶୁ ଆଦିବାସୀ ମଙ୍ଗଳ ବିଭାଗ ଶିକ୍ଷକ…

ନାବାଳିକା ଦୁଷ୍କର୍ମ ଘଟଣା: ତିନି ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡ

ଯାଜପୁର: ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଜେଲ୍ ଦଣ୍ଡ । ତିନି ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲ୍ଲା ଜଜ । ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରର ଭଗବାନ ମହାରଣାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ପୁନମ ଅଗ୍ରୱାଲ ଓ ନିରାକାର ପାଣିଗ୍ରାହୀକୁ ଦଣ୍ଡାଦେଶ ।…

ମମତା ମହାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା ମହାନ୍ତ । ଏହି ଅବସରରେ ବିଧାନସଭା କକ୍ଷରେ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ମମତା ମହାନ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ…

ବଡ ଘୋଷଣା: ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ `ସୁଭଦ୍ରା’ ଟଙ୍କା

ଭୁବନେଶ୍ଵର: ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ `ସୁଭଦ୍ରା' ଟଙ୍କା । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ଘୋଷଣା । ଗୋଟିଏ ପରିବାରରେ ଯେତେ ଜଣ ମହିଳା ଥିବେ ସମସ୍ତଙ୍କୁ ମିଳିବ ଟଙ୍କା । ବିଧବା ମହିଳା, ଛାତ୍ରବୃତ୍ତି ପାଉଥିବା ଝିଅଙ୍କୁ ମଧ୍ୟ ମିଳିବ `ସୁଭଦ୍ରା'…

ଦ୍ରୁତତମ ପଣ୍ୟ ବୋଝେଇ ଓ ପରିବହନ କ୍ଷେତ୍ରରେ ନୂତନ ମାନଦଣ୍ଡ ହାସଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷର ୨୬ ଅଗଷ୍ଟ ପର୍ଯ୍ୟନ୍ତ ମାତ୍ର ୧୪୮ ଦିନ ମଧ୍ୟରେ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ୧୦୦.୫୭ ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ମାନଦଣ୍ଡ ହାସଲ କରିବା ସହିତ ପଣ୍ୟ ପରିବହନରେ ଦ୍ରୁତତମ ବୋଝେଇ ହାସଲ କରିଛି । ଗତ ଆର୍ଥିକ ବର୍ଷରେ ଏହି ରେଳପଥ…

ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ । ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ମୁକୁନ୍ଦପ୍ରସାଦର ବିଶ୍ବଜିତ ମହାରଣା, ମୁକେଶ ସେଠୀ, ଆକାଶ ପଟ୍ଟନାୟକ । ଗତ ୨୫ ତାରିଖରେ ମହମ୍ମଦ ସାଜିଦ ନାମକ ଜଣେ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ହାଣି…

ସୁବର୍ଣ୍ଣପୁରର ଜିଲ୍ଲା ପାଇଁ ନୁଆଁଖାଇ ଲଗ୍ନ ଧାର୍ଯ୍ୟ

ସୁବର୍ଣ୍ଣପୁର: ଆସୁଛି ପଶ୍ଚିମ ଓଡ଼ିଶାର ବଡ ପର୍ବ ନୂଆଁଖାଇ l ଏଥି ପାଇଁ ଆଜି ପବିତ୍ର ନନ୍ଦୋତ୍ସବ ଅବସରରେ ଜିଲ୍ଲା ପାଇଁ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ l ସହରର ବଡ଼ ଜଗନ୍ନାଥଙ୍କ ମୁକ୍ତି ମଣ୍ଡପ ପଣ୍ଡିତ ମହାସଭାରେ ଧାର୍ଯ୍ୟ ହୋଇଛି ଚଳିତ ବର୍ଷର ଲଗ୍ନ l ଲଗ୍ନ ମୁତାବକ, ଆସନ୍ତା…

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ଯ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଶୁଭ ଲଗ୍ନ ଧାର୍ଯ୍ଯ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୮ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ କରାଯିବ। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା' ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ସମ୍ବଲପୁର ଝାଡୁଆପଡା…

‘ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ’

ଭୁବନେଶ୍ୱର: ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଛି ବିଜେପି । କଂଗ୍ରେସ ଓ ବିଜେଡି ଉଭୟ ଶାସନ କ୍ଷମତାରେ ଥିବା ସମୟରେ ଏମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା କହିଛନ୍ତି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର । ସେ ଆହୁରି କହିଛନ୍ତି ଯେ, ବିଜେପି ସରକାରରେ…