Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋଟିଏ ବିଭାଗରେ +୨ ପଢ଼ିବା ପରେ ପୁଣି ଅନ୍ୟ ବିଭାଗରେ ଯୁକ୍ତ ଦୁଇ ପଢ଼ି ହେବ କି ?

ଭୁବନେଶ୍ୱର: ଜଣେ ପିଲା ଗୋଟିଏ ବିଭାଗ ଯେମିତିକି ବିଜ୍ଞାନ, ବାଣିଜ୍ୟ, କଳା ବା ଧନ୍ଦାମୂଳକରେ +୨ ପଢ଼ିବା ପରେ ପୁଣି ଅନ୍ୟ ବିଭାଗରେ ଯୁକ୍ତ ଦୁଇ ପଢ଼ି ପାରିବେ କି? ଏହାକୁ ନେଇ ଅନେକ ମନରେ ଦ୍ୱନ୍ଦ୍ୱ ରହିଛି। ଏମିତିକି ଉଚ୍ଚ ଶିକ୍ଷା ବିଭାଗର ଅନେକ ଅଧିକାରୀମାନେ ମଧ୍ୟ ଦ୍ୱନ୍ଦ୍ୱାତ୍ମକ ଉତ୍ତର…

କଟକରେ ଦୁଷ୍କର୍ମ ପୀଡିତାଙ୍କୁ ଠକେଇ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ ଗିରଫ

କଟକ: କଟକ ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ କରିଦେବାକୁ ଯାଇ ୧ ଲକ୍ଷରୁ ଉର୍ଦ୍ଧ୍ବ ଠକିଥିବା ଅଭିଯୋଗ ହୋଇଛି । ଏଥିରେ ସଂପୃକ୍ତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫମାନଙ୍କ ମଧ୍ୟରୁ ଜଣେ ନରସିଂହପୁର ଅଞ୍ଚଳର…

ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ଏସଟିଏଫକୁ ଦାୟିତ୍ଵ

ଭୁବନେଶ୍ୱର: ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଓଡ଼ିଶା ସରକାର ସୋମବାର ଦିନ ରାଜ୍ୟରେ ଏପରି ଅଣ ନାଗରିକଙ୍କୁ ଚିହ୍ନଟ  ପାଇଁ ପଦକ୍ଷେପ ନେଇଛନ୍ତି। ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ…

ନାବାଳିକା ଝିଅକୁ ଦୁଷ୍କର୍ମ ମାମଲା: ବାପାକୁ ଆଜୀବନ କାରାଦଣ୍ଡ

ବରଗଡ଼: ୨୦୨୦ରେ ସଂଘଟିତ ଏକ ଦୁଷ୍କର୍ମ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବରଗଡ଼ ଜିଲ୍ଲାର ଏହି ମାମଲାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏହା ସହିତ ପୀଡ଼ିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ…

ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ କାର୍ଯ୍ୟ। ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କରାଯାଇଥିବା ବେଳେ ଆଜି ରଥର ଚକ ଓ ଅଖ ସଂଯୋଗର ଅନୁକୂଳ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବା ପରେ…

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ୧୧ତମ ଅଭିଯୋଗ ଶୁଣାଣି, ଲୋକଙ୍କୁ ମିଳିଲା ତୁରନ୍ତ ସହାୟତା 

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍‌କାଳ ପଦକ୍ଷେପ ନେଇଛନ୍ତି। ଆଜି ୧ ହଜାର ଅଭିଯୋଗକାରୀ ଅନ୍‍ଲାଇନ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ।…

ଓଡ଼ିଶାର ଘରକୁ ଘର ବୁଲି ଡ୍ରପ୍ ଆଉଟ୍ ସର୍ଭେର ଉଚ୍ଚ ପ୍ରଶଂସା କଲେ ଭାରତ ସରକାର

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ବିଦ୍ୟାଳୟ ଶିକ୍ଷା ପରିପୃଷ୍ଠ, ସ୍କୁଲ ଭିତ୍ତିଭୂମିର ଉନ୍ନତିକରଣ, ଜାତୀୟ ପାଠ୍ୟକ୍ରମ ରୂପରେଖ ସହିତ ସମନ୍ୱୟ ରଖି ପାଠ୍ୟପୁସ୍ତକ…

ଜ୍ୟୋତି ମାଲହୋତ୍ରାଙ୍କ ସହ ଲିଙ୍କ; ଇନଷ୍ଟାଗ୍ରାମ ଆକାଉଣ୍ଟ ପ୍ରାଇଭେଟ୍ କଲେ ଓଡ଼ିଶା ୟୁଟ୍ୟୁବର୍

ପୁରୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ନେଇ ଓଡ଼ିଶା ୟୁଟ୍ୟୁବର୍ ତଥା ଟ୍ରାଭେଲ୍ ଭ୍ଲଗରଙ୍କ ଉପରେ ଏବେ ନଜର ରଖାଯାଇଛି। ଏନେଇ ତାଙ୍କ ଜେଜେବାପା କହିଛନ୍ତି ଯେ, 'ଆମ ଝିଅ ଦେଶ ବିରୋଧୀ…

ଆସନ୍ତା ୨୪ ଯାଏଁ ରାଜ୍ୟର ଏସବୁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ସହ ବଜ୍ରପାତ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୋମବାର ଆକଳନ କରିଛି। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଜପତି…

ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼, ଏସଟିଏଫକୁ ନୋଡାଲ୍‌ ଏଜେନ୍ସି ଦାୟିତ୍ବ

ଭୁବନେଶ୍ୱର: ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼। ଏସଟିଏଫକୁ ନୋଡାଲ୍‌ ଏଜେନ୍ସି ଦାୟିତ୍ବ ନେଇ ଡିଆଇଜି ପିନାକ ମିଶ୍ର ଦେଇଛନ୍ତି ସୂଚନା। ଅଣ ନାଗରିକଙ୍କର ଆଉ ଓଡ଼ିଶାରେ ଜାଗା ନାହିଁ। ଖୋଜି ଖୋଜି ଅଣ ନାଗରିକମାନଙ୍କୁ ଓଡ଼ିଶାରୁ ବାହାର କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇନ…