Latest Odisha News
Browsing Category

ଓଡିଶା

Odisha

ଏୟାରପୋର୍ଟରୁ ଜବତ ଜୀବଜନ୍ତୁଙ୍କ ନୂଆସ୍ଥାନ ନନ୍ଦନକାନନ

ଭୁବନେଶ୍ଵର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି । କୁନି କୁନି ସାପ, କଇଁଛ, ଗୋଧିଙ୍କ ପାଇଁ ଏବେ ନୁଆ ସ୍ଥାନ ପାଲଟିଲା ନନ୍ଦନକାନନ । ତେବେ କହିରଖୁଛୁ ଯେ ଏହି ସମସ୍ତ ଜୀବଜନ୍ତୁଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରୁ ଜବତ କରିଥିଲା କଷ୍ଟମ ବିଭାଗ । ଏହାପରେ ଉକ୍ତ ଜୀବଜନ୍ତୁଙ୍କୁ ନନ୍ଦନକାନନରେ…

ଲମ୍ବିଛି ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ, ସେମିଳିଗୁଡ଼ାରୁ ଜବତ ହେଲା ୧୪ ଗାଡି!

କୋରାପୁଟ: ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ସୌମ୍ୟରଞ୍ଜନ ଓରଫ ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିଛି। ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଝାଳିଆଗୁଡା ନିକଟ କାଜୁ ବାଡ଼ରୁ ୧୩ଟି…

ଆହୁରି ଦୁଇ ଦିନ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ ପରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଉ ଦୁଇ ଦିନ ଜାଳିବ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ କଲବଲ ହେଉଛନ୍ତି ରାଜ୍ୟବାସୀ। ଏପ୍ରିଲ ୨ ପରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତାପମାତ୍ରା ୨ରୁ ୩ ଡିଗ୍ରୀ…

ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଖସାପଡା ନୀତି। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। ଖସାପଡା ନୀତି…

ସରିଲା ରେଲୱେ ଟ୍ରାକ୍‌ ମରାମତି କାମ, ଖୁବ ଶୀଘ୍ର ହେବ ରେଳ ଚଳାଚଳ

କଟକ: ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରାକ୍‌ ମରାମତି କାମ । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ନେଇ ସୂଚନା ମିଳିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ହେବା ନେଇ ସୂଚନା ଦେଇଛି ରେଲୱେ ବିଭାଗ । ସେପଟେ କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ? କାରଣ…

ଆଜି ପବିତ୍ର ଇଦ୍ ଉଲ ଫିତର; ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଭାଇଭଉଣୀ

ଭୁବନେଶ୍ଵର: ଆଜି ହେଉଛି ଇଦ-ଉଲ-ଫିତର । ଦୀର୍ଘ ଏକ ମାସର ଉପବାସ ବ୍ରତ ରମଜାନର ଉଦଯାପନ ହୋଇଛି । ଏହି ପର୍ବ ପାଇଁ ପାଳନ ଉତ୍ସବ ମୁଖର ସାରା ଦେଶ । ସହରର ମୁସଲିମ ସମ୍ପ୍ରଦାୟର ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି । ମସଜିଦରେ ଚାଲିଛି ସମୁହ ନମାଜ…

ଦଣ୍ଡନାଚ ବେଳେ ବୋହିଲା ରକ୍ତର ନଦୀ, କମିଟି ସଦସ୍ୟଙ୍କୁ ହତ୍ୟା

ବ୍ରହ୍ମପୁର: ଦଣ୍ଡନାଚ ବେଳେ କମିଟି ସଦସ୍ୟକୁ ଛୁରୀ ଭୁସି ହତ୍ୟା । ବ୍ରହ୍ମପୁର ବଡ଼ବଜାର ଥାନା ଜେନା ସାହିରେ ଦଣ୍ଡନାଚ ବେଳେ ହତ୍ୟାକାଣ୍ଡ । କମିଟି ମୁଖିଆ ନିଜ ପୁଅ ସହ ମିଶି ହତ୍ୟା କରିଥିବା ଅଭିଯୋଗ । ତେବେ ସାମାନ୍ୟ ବଚସାକୁ ନେଇ ଘଟିଛି ଏହି ହତ୍ୟା । ଅଭିଯୁକ୍ତ ବାପାପୁଅକୁ ଅଟକ ରଖିଲା…

ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ଅରୁଣାଚଳ ପ୍ରଦେଶରେ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସରେ' ଶୋକବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।…

ଓଡ଼ିଶାରେ କଇଁଛଙ୍କ ସଂଖ୍ୟା ୧୫.୧୧ ଲକ୍ଷ ଟପିଲା

ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିିରେ ରଖି ଚଳିତବର୍ଷ ରାଜ୍ୟରେ କଇଁଛଙ୍କ ଆଗମନ ରେକର୍ଡ ସୃଷ୍ଟି କରିଛି। ୨୦୨୩-୨୪ବର୍ଷ ତୁଳନାରେ ଚଳିତବର୍ଷ ୫ଗୁଣ ଅଧିକ କଇଁଛ ଓଡ଼ିଶା ଆସିଛନ୍ତି। ଏହାକୁ ନେଇ ପରିବେଶପ୍ରେମୀ ଅଧିକ ଉତ୍ସାହିତ ହୋଇଥିବାବେଳେ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ ପକ୍ଷରୁ…

ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ

କୋରେଇ : କୋରେଇ IIC ଙ୍କୁ ସଂଘବଦ୍ଧ ଆକ୍ରମଣ। ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ସମୟରେ ଯାଜପୁର ଜିଲା କୋରେଇ ପୋଲିସକୁ ପୂର୍ବକୋଟ ଆକ୍ରମଣ କରିଛନ୍ତି ତେଲେଙ୍ଗା ବସ୍ତିର ଲୋକମାନେ। ଏହା  ସହିତ ସେମାନେ  ୨ ଅଭିଯୁକ୍ତଙ୍କୁ ମଧ୍ୟ ଛଡ଼ାଇ ନେଇଛନ୍ତି । ପୋଲିସ ଏହି ଘଟଣାରେ ୨୦ଜଣଙ୍କୁ ଅଟକ…