Latest Odisha News
Browsing Category

ଓଡିଶା

Odisha

ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା। ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହଜାର କିଲୋମିଟର ରାସ୍ତା। ଏନେଇ ଏନଏଚଏଆଇ ଓ ରାଜ୍ୟ ରାଜପଥ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନଏଚଏଆଇ ପ୍ରକଳ୍ପ ଓ…

ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ୪ ଘର

ବାଙ୍କୀ: ଗୋଷ୍ଠୀ ସଂଘର୍ଷରୁ ଜାଳିଦେଲେ ଘର । ତାଳବସ୍ତ ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ଟେକାପଥର ମାଡ଼ ପରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଜଳିଗଲା ୪ ବଖରା ଘର । ସେପଟେ ଗୋଷ୍ଠୀ ସଂଘର୍ଷରେ ୧୨ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା…

ଅଭାବୀ ଝିଅର ଅଭାବ ବୁଝିଲା ଅଟୋ

ନବରଙ୍ଗପୁର: କୁହନ୍ତି, ପୁରୁଷ କାନ୍ଧରେ ଦାୟିତ୍ବ ଆସିଲେ ସେ ଷ୍ଟିୟରିଂ ଧରେ । ଘରର ଦାୟିତ୍ବ ପୁରୁଷ କାନ୍ଧରେ ନ୍ୟସ୍ତ ଥାଏ । ହେଲେ ଆଜିର ନାରୀ ଚିନ୍ତାଧାରାର ଶିକୁଳିକୁ ମୁକ୍ତ କରିଛି । ପୁରୁଷ କାନ୍ଧରୁ ଦାୟିତ୍ବ ଓହ୍ଲାଇବା ଠାରୁ ଆରମ୍ଭ କରି ନିଜେ ଷ୍ଟିୟରିଂ ଧରି ଯାତ୍ରୀଙ୍କୁ ନେଇ…

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଶୃଙ୍ଖଳା ‘ପାଠଶାଳା’

ଭୁବନେଶ୍ବର : ଜଗନ୍ନାଥ ମନ୍ଦିରର ବିଶୃଙ୍ଖଳିତ ସେବାୟତଙ୍କୁ ବାଟକୁ ଆଣିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ସେବା ପୂଜାରେ ବିଶୃଙ୍ଖଳା ହେଉ କି ଭକ୍ତଙ୍କୁ ଦୁର୍ବ୍ୟବହାର। ଏଥିପାଇଁ ଆସନ୍ତା ୪ ଓ ୫ ଦୁଇ ଦିନ ଧରି ଆୟୋଜନ କରିବାକୁ ଯାଉଛି ଏକ ପ୍ରଶିକ୍ଷଣ ଶିବିର ।…

ତାତିରୁ ତ୍ରାହି: ଆଗାମୀ ୫ ଦିନ ବର୍ଷିବ!

ଭୁବନେଶ୍ବର: ଡହଡହ ଖରାରୁ ଆଶ୍ବସ୍ତି ଦେବ କାଳବୈଶାଖୀ ବର୍ଷା । ଆସନ୍ତା ୫ ଦିନ ବର୍ଷିବ । କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ କହିବାନୁଯାୟୀ, ଆଜିଠୁ ରାଜ୍ୟରେ ତାତି କମିବ ।…

୧୫ ଦିନ ଭିତରେ ନୂଆ ଅବକାରୀ ନୀତି ଆଣିବେ ବିଜେପି ସରକାର

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି । ଆଉ ୧୫ ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ । ଏନେଇ ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟରେ ବର୍ତ୍ତମାନ ବିଜେଡି ସରକାର ଲାଗୁ କରିଥିବା ଅବକାରୀ ନୀତି ପ୍ରଚଳନ…

ପ୍ରଚଣ୍ଡ ରୌଦ୍ର ତାପ ନେଇ ବିଏମସି ସଜାଗ ; ୧୦ଟି ମୁଖ୍ୟ ଟ୍ରାଫିକରେ ଲାଗିଲା ଅସ୍ଥାୟୀ ସେଡ୍

ଭୁବନେଶ୍ବର: ତାତିକୁ ଦେଖି ବିଏମସି ଆଣିଛି ସ୍ଵତନ୍ତ୍ର ପ୍ଲାନ୍ । ଡେଲ୍ଟା, ପଟିଆ, ବିଗ୍ ବଜାର ଛକ, ସିଆରପି, ଜାଭିୟର, ନାଲକୋ ଛକ ଭଳି ୧୦ଟି ମୁଖ୍ୟ ଟ୍ରାଫିକରେ ଅସ୍ଥାୟୀ ସେଡ୍ ଲଗାଯାଇଛି । ଏଥିସହ ଏଜି ଛକରେ ରହିବ ଏକମାତ୍ର ବଡ଼ ସ୍ଥାୟୀ ସେଡ୍ । ଏଜିର ଚାରି ମୁଖ୍ୟ ରାସ୍ତାରେ ରହିବ ସେଡ୍ ।…

ଆଇନ ଶୃଙ୍ଖଳା ନେଇ ସରକାରଙ୍କୁ ବିଜେଡିର ତାତ୍ସଲ୍ୟ, ପୁରୁଣା ଦିନ ମନେପକାଇଦେଲା ବିଜେପି

ଭୁବନେଶ୍ବର: ପୁଣି ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ପୁଣି ଥରେ ଆରୋପପ୍ରତ୍ୟାରୋପ ସାମନାକୁ ଆସିଛି । ନୂଆ ସରକାର ଶାସନକୁ ଆସିବା ପରଠାରୁ ରାଜ୍ୟରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି ବୋଲି…

ଶୀଘ୍ର ପୈଠ କରନ୍ତୁ ଟ୍ରାଫିକ୍ ଫାଇନ୍ : ନ ହେଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ତିନି ମାସରେ ଟ୍ରାଫିକ୍ ଇ-ଚାଲାଣ ପୈଠ କରିବାକୁ ପଡିବ। ଚାଲାଣ ନଦେଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହା ବ୍ୟତୀତ, ଯେଉଁମାନେ ଏକ ଆର୍ଥିକ ବର୍ଷରେ ଲାଲ ସିଗନାଲ ଡେଇଁବା କିମ୍ବା ବିପଦପୂର୍ଣ୍ଣ ଡ୍ରାଇଭିଂ ପାଇଁ ତିନି ଥରରୁ ଅଧିକ…

ଓଡିଶାରେ ପ୍ରଥମ ଝୁଲା କାଚ ପୋଲ ବେଦବ୍ୟାସରେ ହେବ ନିର୍ମାଣ

ରାଉରକେଲା: ଓଡିଶାରେ ପ୍ରଥମ ଝୁଲା କାଚ ପୋଲ ନିର୍ମାଣ ହେବାକୁ ଯାଉଛି ରାଉରକେଲାର ବେଦବ୍ୟାସ ଠାରେ । ଏହି କାଚ ପୋଲ ଏପରି ନିର୍ମାଣ କରାଯିବ, ଯାତ୍ରୀ ଚାଲିକି ଗଲାବେଳେ ପାଦ ତଳେ ବ୍ରାହ୍ମଣୀ ନଦୀର ଏକ ମନୋରମ ଦୃଶ୍ୟ ଦେଖିପାରିବେ । ଏହି ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି…