Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜେଇଇ ଆଡଭାନ୍ସଡ-୨୦୨୫; ହଂସ ଦାରୁକା ଓଡ଼ିଶା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷାଫଳ । ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ଆଇଆଇଟି ଦିଲ୍ଲୀ ଜୋନର ରଜିତ୍ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ସେ ୩୬୦ ରୁ ୩୩୨ ମାର୍କ ରଖି ଅଲ୍…

ପୁଣି ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି

ଭୁବନେଶ୍ବର: ପୁଣି ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ପୁଣି ବୃଦ୍ଧି ହୋଇଛି। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ଥିଲା। ତେବେ ଏହା ଜୁନ ୪ ତାରିଖକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଜୁନ୍ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ…

ବାଲି ମାଫିଆଙ୍କ ଦୌରାତ୍ମ୍ୟ; ଅତିରିକ୍ତ ତହସିଲଦାରଙ୍କୁ ମାଡ ମାରି ଗାଡି ଭାଙ୍ଗିଲେ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଥାନା ଆଗରେ ଆକ୍ରମଣ ସହ ଗାଡ଼ି ଭାଙ୍ଗିଦେଲେ । ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆହତ ହୋଇଛନ୍ତି । ଆକ୍ରମଣ ବେଳେ ଥାନାକୁ ଦୌଡ଼ି ପଳାଇବାରୁ…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୫୦ ଯାତ୍ରୀ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜାଘାଟିରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍‌ । ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଚାପିହୋଇ ରହିଥିବା ସୂଚନା । ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି ଫେରିବା ବେଳେ ଆଜି ସକାଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବରପାଇ ପୋଲିସ ଓ ଦମକଳବାହିନୀ ପହଞ୍ଚି…

ତମ୍ବାଖୁ ସେବନରେ ପ୍ରଥମ ସ୍ଥାନରେ ରହିଛି ରାଜ୍ୟର ଏହି ସହର..

କଟକ: ତମ୍ବାଖୁ ସେବନରେ ଏକ ନମ୍ବର କଟକ । କଟକରେ ୨୦୧୬ରୁ ୨୦୨୦ ଯାଏଁ ୧୮,୬୫୨ ଜଣଙ୍କ ନିକଟରୁ ୧୭ ଲକ୍ଷ ୨ ହଜାର ୬୪୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ଭୁବନେଶ୍ବରରେ ୪,୭୧୪ ଜଣଙ୍କ ନିକଟରୁ ୪ ଲକ୍ଷ ୮୦ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ଯୁବକଙ୍କ ଅପେକ୍ଷା…

ଗୋପୀନାଥ ଜୀଉଙ୍କ ବିଗ୍ରହ ସ୍ଥିତି ଦେଖି ଐତିହ୍ୟ ଅନୁରାଗୀମାନଙ୍କ ଉଦବେଗ ପ୍ରକାଶ

ଜଗତସିଂହପୁର: "ଜଗତସିଂହପୁର ଐତିହ୍ୟ ପଦଯାତ୍ରା"ର ପଞ୍ଚମ ସଂସ୍କରଣ ଅବସରରେ ଐତିହ୍ୟାନୁରାଗୀ ବନ୍ଧୁମାନେ ବିରିଡ଼ି ବ୍ଲକ ଅନ୍ତର୍ଗତ ହାଜିପୁର ଗ୍ରାମର ମାଳିକା ବର୍ଣ୍ଣିତ କ୍ଷେତ୍ର, ଐତିହାସିକ ଅଷ୍ଟଶମ୍ଭୁ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ। ଏଠାରେ ପୂଜା ପାଉଥିବା ମୁଖ୍ୟ ଦେବତା…

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ଷ୍ଟୁଡ଼ିଓର ଅତ୍ୟାଧୁନିକୀକରଣକୁ ଦେଲେ ଗୁରୁତ୍ୱ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି  ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।    …

ସାହସିକତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଅନୁଗୁଳର ସିଲକା ସେଲୋନୀ ପୁରସ୍କୃତ

ଭୁବନେଶ୍ୱର: ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ପ୍ରତିଷ୍ଠା ଲାଭ କରିଥିବା ଏବଂ ଉଦୀୟମାନ ମହିଳା ମାନଙ୍କୁ ଭୁବନେଶ୍ୱରର ଓଡିଶୀ ଗବେଷଣା କେନ୍ଦ୍ରଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦେଶର ଅଗ୍ରଣୀ ପ୍ରାଣୀ ସୁରକ୍ଷା କର୍ମୀ ମାନେକା ଗାନ୍ଧୀ ଅନୁଗୁଳର ଝିଅ ସିଲକା…

ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗଲେ ଦିବ୍ୟାଙ୍ଗ ବୃଦ୍ଧା

ବଲାଙ୍ଗିର:ବଲାଙ୍ଗୀର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ମହିଳା ନିଜର   ପେନସନ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାର ଦେଖାଯାଇଛି। ପୀଡ଼ିତା ଜଣକ ପାଟନାଗଡ଼ ବ୍ଲକ୍ ଅନ୍ତର୍ଗତ ପଟାମୁଣ୍ଡା ପଞ୍ଚାୟତର ପାଣ୍ଡେସରା ଗ୍ରାମର ସୁରେଖା ନାୟକ ବୋଲି ଜଣା ପଡ଼ିଛି। ଏହାପରେ  କିଛି ଦୟାଳୁ ବ୍ୟକ୍ତି ତାଙ୍କୁ…

ଆକ୍ସନ ମୋଡରେ ବନ ବିଭାଗ; ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ଅଧୀନରେ ଥିବା ହାତୀବାଡ଼ି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜବରଦଖଲ କରି ଦୋକାନ ଗୃହ ଓ ଘର ନିର୍ମାଣ କରିଥିଲେ । ରବିବାର ବନ ବିଭାଗ ପକ୍ଷରୁ ଜେସିବି ଲଗାଇ ମୋଟ ୨୮ ଗୋଟି ଘର ଭାଙ୍ଗିଛି । ସଂରକ୍ଷିତ ଜଙ୍ଗଲକୁ ସଫା କରି ବେଆଇନ ଭାବେ ଘର ତିଆରି କରି…