Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପରେ ୧୨ ଅଟକ

ପାରାଦୀପ: ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପ ରେ ଗୁରୁବାର ଦିନ ୧୨ ଜଣଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, କୋଲକତାର ବାବୁଘାଟରୁ ୧୨ ଜଣ ବ୍ୟକ୍ତି ଆଜି ସକାଳେ ପାରାଦୀପ ବସଷ୍ଟାଣ୍ଡରେ ଓହ୍ଲାଇଥିଲେ। ସେମାନେ ବାଂଲାଦେଶୀ ହୋଇଥିବା ସନ୍ଦେହ କରି ସ୍ଥାନୀୟ ବାସିନ୍ଦା…

ବର୍ଷା ଓ ବଜ୍ରପାତ ନେଇ ୧୩ ଜିଲ୍ଲାକୁ ୟେଲୋ ସତର୍କତା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ୟେଲୋ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ସାମାନ୍ଯରୁ ମଧ୍ଯମଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି-…

ମହିଳାଙ୍କୁ ମିଳିବ ଋତୁସ୍ରାବ ଜନିତ ଛୁଟି

ଭୁବନେଶ୍ବର: ଏଣିକି ମହିଳାଙ୍କୁ ମାସକୁ ଋତୁସ୍ରାବ ପାଇଁ ମିଳିବ ଗୋଟେ ଦିନ ଛୁଟି । ରାଜ୍ୟ ସରକାର ଖୁବ୍ ଶ୍ରୀଘ୍ର ଏନେଇ ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆଣିବାକୁ ଯୋଜନା କରୁଛନ୍ତି । ଏହି ନୀତି ଅନୁଯାୟୀ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଜନିତ କଷ୍ଟରୁ ଲାଘବ ପାଇଁ ଗୋଟେ ଦିନ ଛୁଟି ପ୍ରଦାନ…

ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ

ପଟ୍ଟାମୁଣ୍ଡାଇ: ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ। ୧୧ ବର୍ଷୀୟା ଝିଅ ସହ ୯ ବର୍ଷ ବାଳକର ମୃତ୍ୟୁ ହୋଇଥିବା ସୂଚନା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ଗ୍ରାମବାସୀଙ୍କ ପକ୍ଷରୁ ନିଆଁ…

ପ୍ରଥମଥର ପତାକା ଉଡ଼ାଇ ପ୍ରତିଶ୍ରୁତିବଦ୍ଧ କଥା ଦୋହୋରାଇଲେ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ…

ଚଳିତ ରାକ୍ଷୀପୂର୍ଣ୍ଣିମା ହେବ ଅତ୍ୟନ୍ତ ଶୁଭପ୍ରଦ; ଦେଖାଯିବ ‘ବ୍ଲୁ ମୁନ୍’, ଏହି ରାଶିର ବ୍ୟକ୍ତିଙ୍କ…

ଭୁବନେଶ୍ବର: ଆସନ୍ତା ୧୯ ତାରିଖରେ ଭାଇ ଓ ଭଉଣୀଙ୍କ ପବିତ୍ର ପର୍ବ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷର ରାକ୍ଷୀପୂର୍ଣ୍ଣିମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାରଣ ଏହି ଦିନ, ଆକାଶରେ 'ବ୍ଲୁ ମୁନ୍' ମଧ୍ୟ ଦେଖାଯିବ, ଏହା ସହିତ ଏହି…

ଓଡ଼ିଶା ପାଇଁ କଂଗ୍ରେସର ଗଠନ ହେଲା ଷ୍ଟିୟରିଂ କମିଟି, ଜାଣନ୍ତୁ କେଉଁ ମାନଙ୍କୁ ମିଳିଲା ସଦସ୍ୟତା…

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ପାଇଁ ଷ୍ଟିୟରିଂ କମିଟି ଗଠିତ । ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ କମିଟି ଗଠନ ହୋଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଅଜୟଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି । ତେବେ କମିଟିରେ…

ପାଣ୍ଡିଆନଙ୍କ ବିରୁଦ୍ଧରେ ଥାନାରେ ଏତଲା, ହେବ କି କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା ତଥା ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା । ଆଇନଜୀବୀ ସୁଧୀର କୁମାର ମହାନ୍ତିଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏହି ଏତଲା ଦାୟର ହୋଇଛି । ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ନେଇ ଅଭିଯୋଗ ହୋଇଛି । ସେହିପରି,…

‘ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ’

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ଆୟୋଜିତ 'ଘରେ ଘରେ ତ୍ରିରଙ୍ଗା ଅଭିଯାନ' ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି । ମୁଖ୍ୟମନ୍ତ୍ରୀ…

ଓଡିଶା ଆସିବେ ଆଉ ୫ ମହାବଳ ବାଘ, ୨ ଜିରାଫ

ଭୁବନେଶ୍ୱର: ଓଡିଶା ଆସିବେ ଆଉ ୫ଟି ମହାବଳ ବାଘ । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହି ମହାବଳ ବାଘ ରାଜ୍ୟକୁ ଆସିବେ । ସେମାନଙ୍କ ମଧ୍ୟରୁ ୩ଟି ବାଘଙ୍କୁ ବରଗଡ଼ର ଡେବ୍ରିଗଡ଼ରେ ଛଡ଼ାଯିବାକୁ ଥିବାବେଳେ ଅନ୍ୟ ୨ଟିକୁ ଶିମିଳିପାଳରେ ଛଡ଼ାଯିବ । ଏନେଇ ଆଇନଗତ…