Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୋହୁ ନେଇଗଲା ପୋଷା କୁକୁର, ହାଇକୋର୍ଟରେ ମାମଲା

କଟକ: ବୋହୁ ନେଇଗଲା ପୋଷା କୁକୁର । କୋର୍ଟରେ ପହଞ୍ଚିଲା ମାମଲା । ଏଭଳି ଭିତ୍ତିହିନ ଅଭିଯୋଗ ପାଇଁ ଏବେ ତଣ୍ଡ ଗଣିବେ ଅଭିଯୋଗକାରୀ । ଆଜ୍ଞା ହଁ, କଥାଟି ଅଜବ ଲାଗୁଥିଲେ ବି ସତ । ତେବେ ଏ ଘଟଣା କୋଉ ବାହାର ରାଜ୍ୟରେ ନୁହେଁ ବରଂ ଆମ ଓଡିଶାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା…

ବିଧାନସଭାରେ ହଙ୍ଗାମା, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ସକାଳୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକଙ୍କ ସମର୍ଥନ କରି ବିଜେଡି ମଧ୍ଯ ପ୍ରତିବାଦ କରିଛି। ଏପରିକି ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ ବଜାଇ ବିଶୃଙ୍ଖଳା ସୃଷ୍ଟି…

ଗିରଫ ହେଲେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ

ଭୂବନେଶ୍ଵର: ଗିରଫ ହେଲେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍‌ସ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଗିରଫ କରିଛି । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ…

ଭିଜିଲାନ୍ସ ଜାଲରେ ଫସିଲେ କୁତ୍ରା ତହସିଲର ଅମିନ

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ସୁନ୍ଦରଗଡ଼ର କୁତ୍ରା ତହସିଲର ଅମିନଙ୍କୁ ୬୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୋଗକାରୀ ଏବଂ ତାଙ୍କ ଭାଇମାନଙ୍କର ପଟ୍ଟା ଭାଗ…

କଂଗ୍ରେସ ବିଧାୟକଙ୍କ ସମର୍ଥନରେ ବିଜେଡି; କକ୍ଷତ୍ୟାଗ କରି ପ୍ରତିବାଦ

ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ବିବୃତ୍ତି ଦାବି କରି ବିଜୁ ଜନତା ଦଳର ସଦସ୍ୟମାନେ ବୁଧବାର ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି।…

କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସ୍‌ପେଣ୍ଡ

ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ବୁଧବାର କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଯାହାପରେ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପୂର୍ବରୁ…

ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ ୬ ଗାଁର ଲୋକେ

ବାଲେଶ୍ୱର: ଚାନ୍ଦିପୁରରେ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ। ଏଥିଲାଗି ସ୍ଥାନାନ୍ତର ହେବେ ୬ ଗାଁର ଲୋକେ। ୬ଟି ଗାଁର ପ୍ରାୟ ୩୨୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ…

ବିଦା ହେବେ ଅସାଧୁ, ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ: ସବୁ ବିଭାଗକୁ ମୁଖ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର: ବିଦା ହେବେ ଅସାଧୁ, ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ। ସବୁ ବିଭାଗକୁ ମୁଖ୍ୟ ସଚିବ ଲେଖିଛନ୍ତି ଚିଠି। ଅସାଧୁ ଓ ଅପାରଗ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅବସର ପୂର୍ବରୁ ଚାକିରିରୁ ବିଦା କର। କାର୍ଯ୍ୟରେ ସନ୍ଦେହଜନକ ରହୁଥିବା, ସଚ୍ଚୋଟତାର ଅଭାବ ଥିବା କିମ୍ବା ଅପାରଗ…

ଗୃହ ବିଭାଗର ଶ୍ୱେତପତ୍ର ଜାରି: ରାଜ୍ୟରେ ଅଧିକ ଦୁଷ୍କର୍ମ ମାମଲା, ଚିନ୍ତା ବଢ଼ାଇଛି ସାଇବର୍‌ ଅପରାଧ

ଭୁବନେଶ୍ୱର: ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୪ର ଶ୍ୱେତପତ୍ରରେ ଦର୍ଶାଯାଇଛି ଯେ, ୨୦୨୪ରେ ଅର୍ଥନୈତିକ ଅପରାଧ ଶାଖା ମୋଟ୍ ୧୩ଟି ମାମଲା ରୁଜୁ ହୋଇଛି। ସେହିପରି ରାଜ୍ୟରେ ଅଧିକ ରହିଛି ଦୁଷ୍କର୍ମ ମାମଲା। ଚିନ୍ତା ବଢ଼ାଇଛି ସାଇବର୍‌ ଅପରାଧ।…

ଧାନଚେଙ୍ଗଡା ହତ୍ୟାକାଣ୍ଡ, ସିନ୍ ରିକ୍ରିଏସନ୍‌ କଲା କ୍ରାଇମବ୍ରାଞ୍ଚ

ଖଣ୍ଡପଡ଼ା: ଧାନଚେଙ୍ଗଡ଼ା ୨ ନାବାଳକ ପୁଅକୁ ହତ୍ୟା ଘଟଣା । ସିନ୍‌ ରିକ୍ରିଏସନ୍‌ କଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମାଆପୁଅକୁ ନେଇ ସିନ୍‌ ରିକ୍ରିଏସନ୍‌ କଲା କ୍ରାଇମବ୍ରାଞ୍ଚ । ଫତେଗଡ଼ ଧାନଚେଙ୍ଗଡ଼ା ଗାଁରେ ଘରକୁ ନେଇ ସିନ୍‌ ରିକ୍ରିଏସନ୍‌ କରିଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ବିବାହକୁ…