Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ

କଟକ: ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି । ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ । ହାଇକୋର୍ଟ ପରିସରରେ ହୋଇଛି ଶପଥ ଗ୍ରହଣ ଉତ୍ସବ। କଲିକତା ହାଇକୋର୍ଟର ବରିଷ୍ଠ…

ଏସଟିଏଫ୍‌ ଭୟରେ ନଦୀକୁ ଡେଇଁ ପଡ଼ିଲେ ଗଞ୍ଜେଇ ମାଫିଆ, ଚାଲିଗଲା ଜୀବନ

ବଲାଙ୍ଗିର: ବୌଦ୍ଧ ଜିଲ୍ଲାରେ ଏସ୍‌ଟିଏଫ୍ ସହ ମୁହାଁମୁହିଁ ଘଟଣାରେ ଗଞ୍ଜେଇ ମାଫିଆର ମୃତ୍ୟୁ ଘଟିଛି। ଗତକାଲି ଖାରି ବ୍ରିଜରୁ ନଦୀକୁ ଡେଇଁ ଗଞ୍ଜେଇ ମାଫିଆ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା…

ଭିସୁଟ୍‌ ଆସୋସିଏସଟ୍ ପ୍ରଫେସର ନିଲମ୍ବିତ

ସମ୍ବଲପୁର: ଭିସୁଟ୍‌ର ଆସୋସିଏସଟ୍ ପ୍ରଫେସର ନିଲମ୍ବିତ। ହ୍ୟୁମାନିଟିଜ୍ ବିଭାଗର ଆସୋସିଏସଟ୍ ପ୍ରଫେସର ଜୟପ୍ରକାଶ ପରମଗୁରୁ ନିମ୍ବିତ ହୋଇଛନ୍ତି। ନିଲମ୍ବନ ସହ ଆସୋସିଏସଟ୍ ପ୍ରଫେସରଙ୍କ ବିରୋଧରେ ତଦନ୍ତ ଚାଲିବ। ତାଙ୍କ ବିରୋଧରେ ନିୟମିତ କ୍ଲାସ୍ ନଆସିବା ଓ ନିଶାସକ୍ତ ରହୁଥିବା ଅଭିଯୋଗ ଥିଲା।…

ଓଡ଼ିଶାରେ ମୁଣ୍ଡ ଟେକିବ କଂଗ୍ରେସ, ଆସନ୍ତା ୨୭ ହେବ ବିପ୍ଲବ

ଭୁବନେଶ୍ୱର: ଓଡ଼ିଶାରେ ମୁଣ୍ଡ ଟେକିବ କଂଗ୍ରେସ। ଆସନ୍ତା ୨୭ ହେବ ବିପ୍ଲବ। ବିଜେପିକୁ ଭକ୍ତ କଲେ ପ୍ରଶ୍ନ। ବିଜେଡିକୁ ଜବାବ ମାଗିଲା କଂଗ୍ରେସ । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ। ଅନ୍ୟପଟେ ବିଧାନସଭାରେ ୧୨ଜଣ କଂଗ୍ରେସ ବିଧାୟକଙ୍କୁ…

ଏପ୍ରିଲ ୧୪ରୁ ମାଛଧରା କଟକଣା , ମାଛ ବଂଶ ବୃଦ୍ଧି ପାଇଁ ବଢିଲା ଦିନ

ଧମରା:ସମୁଦ୍ରରେ ମାଛବଂଶ ବୃଦ୍ଧି କରିବାକୁ ୪୫ ଦିନିଆ କଟକଣା ଜାରି ହୋଇଥିଲା। ଏବେ ୬୧ ଦିନକୁ ଏହା ବୃଦ୍ଧିପାଇଛି। ସବୁ ବର୍ଷ ଭଳି ଆସନ୍ତା ଅପ୍ରେଲ ୧୪ ତାରିଖଠାରୁ ମାଛଧରା କଟକଣା ଲାଗୁ ହେବ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଗତ କିଛି ବର୍ଷ ହେବ ଏହିକଟକଣା ଜାରି କରିଛନ୍ତି। କାରଣ ଏହି…

ସାରା ରାତି ରାଜରାସ୍ତାରେ କଂଗ୍ରେସର ଧାରଣା: ବିଧାୟକ ତାରା ବାହିନୀପତି ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଅସୁସ୍ଥ। ଅନ୍ୟ ବିଧାୟକମାନଙ୍କ ସହ ସାରା ରାତି ରାଜରାସ୍ତାରେ ରାତି କାଟିବା ପରେ ବିଗିଡିଲା ତାରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ସକାଳୁ ଡାକ୍ତର ଆସି ତାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଅନ୍ୟପଟେ ଏହି ଧରଣାକୁ ନେଇ ମୁହଁ ଖୋଲିଲେ…

ଡ.କମଳା କାନ୍ତ ତ୍ରିପାଠୀ କିଏ? ଯିଏ ପିଏମଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ହେଲେ ଯୁଗ୍ମ ସଚିବ

ଭୁବନେଶ୍ୱର/ ନୂଆଦିଲ୍ଲୀ: ୧୯୯୯ ବ୍ୟାଚ୍‌ର ଭାରତୀୟ ଅର୍ଥନୈତିକ ସେବା (IES) ଅଧିକାରୀ ଓଡ଼ିଶାର ଡକ୍ଟର କମଳା କାନ୍ତ ତ୍ରିପାଠିଙ୍କୁ ନୀତି ଆୟୋଗରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (EAC-PM)ରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଦିନ କାର୍ମିକ ଏବଂ…

ବିଧାନସଭାରୁ ୧୨ ବିଧାୟକ ନିଲମ୍ବିତ ମାମଲା: ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକଙ୍କ ଧାରଣା

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକଙ୍କ ଧାରଣା। ଗତକାଲି ରାତିରୁ ରାସ୍ତା ଉପରେ ଶୋଇ ଧାରଣା ଦେଇଛନ୍ତି। ବିଧାନସଭାରେ ବିରୋଧ କରାଯାଉଥିବାବେଳେ ପୋଲିସ ଜୋର ଜବରଦସ୍ତି ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି।…

ପିଆରଏସଆଇ ଭୁବନେଶ୍ୱର ଚାପଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ ଭୁବନେଶ୍ୱର ଚାପ୍ଟରର ୬ଷ୍ଠ ବାର୍ଷିକ ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ଏହାର ପରବର୍ତ୍ତୀ ଦୁଇବର୍ଷ ପାଇଁ ନୂତନ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଯୁବସୁଲଭ ନୂଆ ଟିମ୍‍ର ନିର୍ବାଚନ…

ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ୨୩ ଲକ୍ଷ ୫୫ ହଜାରରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀ

ଭୁବନେଶ୍ୱର: ଓଡିଶା ମୁହାଁ ବିଦେଶୀ ପକ୍ଷୀ । ୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ । ଏ ନେଇ ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ…