Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୁଣୁନାହାନ୍ତି ସରକାର, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ଶୁଣୁନାହାନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଖି, କାନ, ପାଟି ସବୁ ଖୋଲନ୍ତୁ । ନାରୀ ସୁରକ୍ଷା ନେଇ ପ୍ରତିଶ୍ରୁତି ଦିଅନ୍ତୁ । ଗୃହ କମିଟି କରାଯାଉ ବୋଲି ଦାବି କରି କିଛି ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଏମିତିକି ଆସନ୍ତା ୨୭ରେ କଂଗ୍ରେସ…

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏୟାରପୋର୍ଟରେ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏକ…

ଜଙ୍ଗଲରୁ ମିଳିଲା ନାବାଳିକାର କଙ୍କାଳ, ହତ୍ୟା ଅଭିଯୋଗ

ଗଞ୍ଜାମ: ମିଳିଲା ଜବତ କଙ୍କାଳର ପରିଚୟ । କଙ୍କାଳଟି ଜଣେ ନାବାଳିକାର ହୋଇଥିବା ବେଳେ ଗତ କିଛି ଦିନ ଧରି ନାବାଳିକା ଜଣଙ୍କ ନିଖୋଜ ଥିଲେ । ତେବେ କେହି ଜଣେ ନାବାଳିକାଙ୍କୁ ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଗତକାଲି ଗଞ୍ଜାମ ସୋରଡ଼ା ଥାନା ଗାଜଲବାଡ଼ି…

ଜମାକାରୀ ଫେରିପାଇବେ ଚିଟଫଣ୍ଡ ଟଙ୍କା….

ଭୁବନେଶ୍ବର: ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା । ଯେଉଁ ଯେଉଁମାନେ ଚିଟଫଣ୍ଡ ସଂସ୍ଥାର ଶିକାର ହୋଇ ନିଜର ଟଙ୍କା ହରାଇଛନ୍ତି, ସେମାନେ ଖୁବଶୀଘ୍ର ସେମାନଙ୍କ ଟଙ୍କା ଫେରିପାଇବେ । ଏନେଇ ଆଜି ବିଧାନସଭାରେ ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଟଙ୍କା ଫେରସ୍ତ ନେଇ…

ରାଜଧାନୀରୁ ଧରାପଡିଲେ ନକଲି ପୋଲିସ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବି ଚାଲିଥିଲା ନକଲି ପୋଲିସଙ୍କ କାର୍ଣ୍ଣାମା । ଏସଆଇ ଏବଂ କନେଷ୍ଟବଳ ସାଜି ଲୋକଙ୍କ ଆଖିରେ ଦେଇଚାଲିଥିଲେ ଧୂଳି । ଶେଷରେ ନକଲି ପୋଲିସକୁ ଧରିଛି ଅସଲି ପୋଲିସ । ଏଥିସହିତ ସେମାନଙ୍କ ଠାରୁ ପ୍ରାୟ ଲକ୍ଷେ ଉପରେ ନକଲି ନୋଟ୍ ଜବତ କରିଛି । ଚେକିଂ ପ୍ଲକିଂ…

୫ ବର୍ଷ ଭିତରେ ବିଦା ହେଲେଣି ୧୫୯ ସରକାରୀ ବାବୁ

ଭୁବନେଶ୍ବର: ଗତ ୫ ବର୍ଷ ଭିତରେ ୧୫୯ ଦୁର୍ନୀତିଖୋର ସରକାରୀ ବାବୁ ବିଦା ହେଲେଣି । ବିଭିନ୍ନ ଦୁର୍ନୀତି ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମନ୍ତ୍ରୀଙ୍କ ଲିଖିତ ତଥ୍ୟ…

ଶିମିଳିପାଳରୁ ୪ ଶିକାରୀ ଗିରଫ, ବନ୍ଧୁକ ଜବତ

ଶିମିଳିପାଳରୁ ୪ଜଣ ଶିକାରିଙ୍କୁ ଏସଟିଏଫ ଗିରଫ କରିଛି । ଏହାସହିତ ସେମାନେ ଶିକାର ଉଦେଶ୍ୟରେ ଆଣିଥିବା ବନ୍ଧୁକ ଜବତ କରିଛି। ନଟୋ ସଂରକ୍ଷିତ ଜଙ୍ଗଲ ଅଶ୍ୱକୋଟି ଅଞ୍ଚଳରୁ ଧରାପଡ଼ିଛନ୍ତି ଶିକାରି । ଶିକାର ପାଇଁ ଯାଇଥିବାବେଳେ ଏସଟିଏଫ୍‌‌ ୪ଜଣ ଶିକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ…

ରାଜ୍ୟର ୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା

ଭୁବନେଶ୍ବର: ରାଜ୍ୟରେ ଏବେ ବି ଅନେକ ଗ୍ରାମପଞ୍ଚାୟତ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛି । ଏବେବି ୭୦୦ରୁ ଅଧିକ ପଞ୍ଚାୟତରେ ଇଣ୍ଟରନେଟ ସେବା ନଥିବା ନେଇ ଗୃହରେ ସୂଚନା ଦେଇଛନ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ୭୬୪…

ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ଗୃହ, ମୁଲତବି କଲେ ବାଚସ୍ପତି

ଭୁବନେଶ୍ଵର: ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ହୋହଲ୍ଲା । ୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢୀ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ମୁଲତବି ଘୋଷଣା । ସେପଟେ ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ । ଦୁଇ ଦିନର ବିରତି…

୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ

ଭୁବନେଶ୍ଵର: ୨୦୨୫-୨୬ ବର୍ଷ ପାଇଁ ଘୋଷଣା ହେବ ନୂଆ ବିଦ୍ୟୁତ୍ ଟାରିଫ୍ । ଆଜି ନୂଆ ବିଦ୍ୟୁତ୍ ଟାରିଫ୍ ଘୋଷଣା କରିବ ଓଇଆରସି । ବିଭିନ୍ନ ପକ୍ଷର ଶୁଣାଣି ପରେ ଆଜି ନୂଆ ଟାରିଫ୍ ଘୋଷଣା କରିବ ଓଇଆରସି । ଏନେଇ ସୂଚନା ଦେଇଛନ୍ତି ଓଇଆରସି ଉପ ନିର୍ଦ୍ଦେଶକ ସଞ୍ଜୟ ରାଉତ । ଗତ ମାର୍ଚ୍ଚ ୧ରେ…