Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ବାଜିଲା ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ପ୍ରଥମ ପ୍ରସ୍ତାବ ଭାବେ ରାଜ୍ୟରେ ଏଆଇ ମିସନ୍ ଓ ଏଆଇ ସେଲ ଲାଗୁ ହେବ। ଜୋରନ୍ଦାରେ ମହିମା ଗାଦି ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୭୧…

ଅବପାତରେ ପରିଣତ ହେଲା ଲଘୁଚାପ: ୨ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଅବପାତରେ ପରିଣତ ହେଲା ଲଘୁଚାପ। ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି…

ସାବିତ୍ରୀ ବ୍ରତର ଦିନକ ପରେ ସ୍ତ୍ରୀ ଦେଖାଇଲା ଅସଲ ରୂପ, ହତ୍ୟାକଲା ‘ସତ୍ୟବାନ’କୁ!

ଭୁବନେଶ୍ୱର: ରବିବାର ହିନ୍ଦୁ ଧର୍ମର ସଧବା ପତ୍ନୀ ମାନେ ସ୍ୱାମୀର ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ । କିନ୍ତୁ ଏହି ପୂଜାର ଦିନକ ପରେ ସ୍ତ୍ରୀ ଦେଖାଇଛି ଅସଲ ରୂପ । ଯମ ପାଖରୁ ସ୍ୱାମୀର ଜୀବନ ଫେରାଇ ଆଣିବା ପରିବର୍ତ୍ତେ ନିଜେ ହତ୍ୟା କରି ଯମ ପାଖକୁ ପଠାଇ ଦେଇଛି ଏହି…

ସରକାରୀ ଚାକିରି ପାଇଁ ଆବେଦନ କରିବାର ବୟସ ସୀମା ୩୨ ନୁହେଁ ଏଣିକି ୪୨

ଭୁବନେଶ୍ୱର: ସରକାରୀ ଚାକିରି ପାଇଁ ଆବେଦନ କରିବାର ବୟସ ସୀମା ୩୨ ନୁହେଁ ଏଣିକି ୪୨ । ମୋହନ ସରକାରଙ୍କ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି । ଯାହା ଚାକିରି ଆଶାୟୀଙ୍କ ପାଇଁ ଗୋଟିଏ ବଡ଼ ସୁଯୋଗ ସୃଷ୍ଟି କରିଛି । ବୁଧବାର ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ୩୨ ବର୍ଷରୁ ୪୨…

ଜାତୀୟ ଜୁରି ପୁରସ୍କାର ହାସଲ କଲା କେନ୍ଦୁଝରର ଶୁଆକାଟୀ ପଞ୍ଚାୟତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଶୁଆକାଟୀ ଗ୍ରାମ ପଞ୍ଚାୟତ ୨୨ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର-୨୦୨୫ରେ ଏକ ମର୍ଯ୍ୟାଦାଜନକ ଜୁରି ପୁରସ୍କାର ଜିତି ଓଡ଼ିଶା ଏବଂ କେନ୍ଦୁଝର ପାଇଁ ସୁନାମ ଆଣିଛି । ଚଳିତ ବର୍ଷ ପ୍ରଥମଥର ପାଇଁ ଗ୍ରାମ ପଞ୍ଚାୟତ ଲାଗି ଉଦ୍ଦିଷ୍ଟ ବର୍ଗରେ ଏହା…

ଭିଜିଲାନ୍ସ ଜାଲରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ । ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ପୂର୍ବରୁ ତାଙ୍କ ନାଁରେ ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ବୁଧବାର ସହଦେବ କିଷାନ ଦେଢ଼ ଲକ୍ଷ ଟଙ୍କା ଧରି…

ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ହାଇପୋଥାଇରଏଡିଜ୍‌ମ ୩ ଗୁଣ ଅଧିକ ପ୍ରଭାବୀ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍‌ ରୋଗୀଙ୍କ ସଂଖ୍ୟା । ଶୀଘ୍ର ଏହି ରୋଗର ଚିହ୍ନଟ ନହେଲେ ଏହା ବିପଦଜନକ ସାବ୍ୟସ୍ତ ହୋଇଥାଏ । ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମସ୍…

ଆସନ୍ତାକାଲି ଅନୁଷ୍ଠିତ ହେବ ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ମେ ୨୯ ଅର୍ଥାତ୍ ଆସନ୍ତାକାଲି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ । ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଫଳତାକୁ ସମର୍ଥନ ଦେବା ସହ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଏହାର…

ପରୀକ୍ଷା ଫଳରେ ଦୁର୍ନୀତି ଅଭିଯୋଗ; ଜିଲ୍ଲାପାଳଙ୍କୁ ଭେଟିଲେ ସିବିଏସଏଇ ପରୀକ୍ଷାର୍ଥୀ

ବରଗଡ: ଗତ ୧୩ ତାରିଖରେ ସିବିଏସଏଇ ଶିକ୍ଷର୍ଥୀଙ୍କ ପରୀକ୍ଷା ଫଳ ବାହାରିଥିଵା ବେଳେ କିନ୍ତୁ ବରଗଡ଼ ଜିଲ୍ଲାର ୬ଟି ସ୍କୁଲର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିନଥିଲା l ଯାହାକୁ ନେଇ ଆଜି ବରଗଡ ଜିଲ୍ଲାର ରେନବୋ ପବ୍ଲିକସ୍କୁଲର ଛାତ୍ରଛାତ୍ରୀ ଓ ଅବିଭାବକ ଜିଲ୍ଲାପାଳଙ୍କୁ…

ଅନଲାଇନ୍ ବେଟିଂ ଜରିଆରେ ୧ କୋଟିରୁ ଅଧିକ ଠକେଇ, ୨ ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଏକ ଅନଲାଇନ୍ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି। ଏଥିରେ ଦୁଇଜଣ ବ୍ୟକ୍ତି ଯାଜପୁରର ଜଣେ ବାସିନ୍ଦାଙ୍କ ଠାରୁ ୧.୦୮ କୋଟି ଟଙ୍କା ଠକି ନେଇଥିଲେ। ଗିରଫ ୨ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗର କଣ୍ଟାଇର ରାୟପୁର ପଶିମ୍ବର୍ହରର ରୋହନ ଓରଫ ଏସକେ ୱାସିଉଲ୍…