Latest Odisha News

BREAKING NEWS

Browsing Category

ଓଡିଶା

Odisha

୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ୧୪ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ଏଥିପାଇଁ ୧୪ରେ ପ୍ରକାଶ ପାଇବ…

ଝାଡାବାନ୍ତି ଆକ୍ରାନ୍ତ: ୪ ଦିନରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ବନ୍ଧଗୁଡା ପଞ୍ଚାୟତର ଦଣ୍ଡସେନାଗୁଡା ଗାଁରେ ୪ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୮ ତାରିଖରୁ ଦଣ୍ଡସେନାଗୁଡା ଗାଁରେ ଝାଡ଼ାବାନ୍ତି ରୋଗ ଆରମ୍ଭ ହୋଇଛି । ୯ ତାରିଖ ଦିନ ଜାନକି ଅମନାତ୍ୟ ନବରଙ୍ଗପୁର…

ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ଦେଶରେ ୨୪ତମ

ଭୁବନେଶ୍ୱର: ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ର ନବମ ସଂସ୍କରଣରେ ଦେଶର ପ୍ରମୁଖ…

ଚାଷୀଙ୍କ ପାଇଁ ଖୁସି ଖବର; ଏହି ଦିନ ମିଳିବ ସିଏମ କିଷାନ ଟଙ୍କା

ଭୁବନେଶ୍ବର: କାଳିଆ ଯୋଜନା ଓ ସିଏମ କିଷାନ ଯୋଜନା ହିତାଧିକାରୀ ତାଲିକା ନେଇ ଦ୍ବନ୍ଦ୍ବ ମଧ୍ୟରେ ଆସିଲା ଖୁସି ଖବର । ଚାଷୀଙ୍କୁ ଟଙ୍କା ଦେବେ ମୋହନ ସରକାର । ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।…

ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ; ନବାଗତ ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର: ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ତାଲିମ୍‌ କର୍ମଶାଳା । ଏନେଇ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୮ ତାରିଖରେ ଦିନିକିଆ ଗସ୍ତରେ ଆସିବେ ନଡ୍ଡା । ବିଧାନସଭାରେ ବିଧାୟକମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ…

ରସିକିଆ ପ୍ରେମିକ ସତ୍ୟଜିତ ସାମଲ ଗିରଫ ଘଟଣା: ଥାନାରେ ସତ୍ୟଜିତ ମହାନ୍ତିଙ୍କ ଲେଡି ପାର୍ଟନର !

ଭୁବନେଶ୍ଵର:  ରସିକିଆ ପ୍ରେମିକ ସତ୍ୟଜିତ ସାମଲ ଗିରଫ ଘଟଣା । ଥାନାରେ ପହଞ୍ଚିଲେ ସତ୍ୟଜିତ ମହାନ୍ତିଙ୍କ ଲେଡି ପାର୍ଟନର । ହାଜର ପାଇଁ ତାଙ୍କ ପାଖକୁ ନୋଟିସ ଜାରି କରିଥିଲା କ୍ୟାପିଟାଲ ଥାନା ପୋଲିସ । ସତ୍ୟଜିତଙ୍କ ଆକାଉଣ୍ଟରୁ ରହସ୍ୟମୟୀ ମହିଳାଙ୍କ ଆକାଉଣ୍ଟକୁ ଯାଇଥିଲା ୧୦ ଲକ୍ଷ ଟଙ୍କା ।…

‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି । ଏହି କ୍ରମରେ,…

ଏନଆଇଆରଏଫ ରାଙ୍କିଂ; ଜାଣନ୍ତୁ କେଉଁ ସ୍ଥାନରେ ରହିଛି କେଉଁ ଅନୁଷ୍ଠାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ) ସୋମବାର ବିଭିନ୍ନ ବର୍ଗରେ ସମ୍ମାନଜନକ ରାଙ୍କିଂ ତାଲିକା ପ୍ରକାଶ କରିଛି। ଇଞ୍ଜିନିୟରିଂରେ ଭାରତୀୟ ରାଙ୍କିଂ ଅନୁଯାୟୀ, ଶ୍ରେଷ୍ଠ ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ…

ଚଢିଗଲା ଟ୍ରକ୍ ଚାଲିଗଲେ ବାପା ମା’, ଅଳ୍ପକେ ବର୍ତ୍ତିଲେ ନାବାଳକ ପୁଅ

ନବରଙ୍ଗପୁର: ଟ୍ରକ୍ ଚାପାରେ ବାପା ଓ ମା' ମୃତ ଅଳ୍ପକେ ବର୍ତ୍ତିଗଲା ନାବାଳକ ପୁଅ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁରରେ । ବୋଲ୍ ବମ୍ ଯାଇ ମନ୍ଦିରରେ ପାଣି ଢାଳି ବାଇକରେ ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ବାଇକ ଉପରକୁ ଟ୍ରକ ମାଡିଯାଇଥିଲା ।…

ଖଣ୍ଡା ଆକ୍ରମଣରେ ଗୁରୁତର ଆହତ ହେଲେ ଅଙ୍ଗନବାଡି କର୍ମୀ

କଟକ: ଅଙ୍ଗନବାଡି କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ। କଟକ ଜିଲ୍ଲାର ବାଙ୍କି ନିକଟ ନୁଆଗାଓଁ-ଖଜୁରିପଡା ରାସ୍ତାରେ ଥିବା ଚାରି ଛକରେ ସୋମବାର ସକାଳେ ଏଭଳି ଘଟଣା ଘଟିଛି। ଗୁରୁତର ଆହତ ଅଙ୍ଗନବାଡି କର୍ମୀ ଜଣକ ବାଙ୍କି ତହସିଲ ଅନ୍ତର୍ଗତ ଅନୁରୀ ଗାଁର ବାସିନ୍ଦା ଭାରତୀ ଜେନା ବୋଲି ଜଣାପଡିଛି।…