Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡିଲ୍ ସ୍ବରୂପ ବିଜେପିକୁ ୨୦ ଲୋକସଭା ଆସନ ଦେଇଥିଲା ବିଜେଡି: ଭକ୍ତ ଦାସ

ଭୁବନେଶ୍ୱର: ଆଞ୍ଚଳିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ରହିଛି। ବିଜେଡିକୁ କଟାକ୍ଷ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏଭଳି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧୀ ଗୋଷ୍ଠୀର ନିକଟତର ହେଉଛି କି ନାହିଁ।…

ମାଓ ଡମ୍ପ ଉଦ୍ଧାର, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି। ଏକ ମାଓ ଡମ୍ପକୁ ଉଦ୍ଧାର କରିଛି ପୋଲିସ। ମରକନଗୁଡା ଏବଂ ମେଟାଗୁଡା ଜଙ୍ଗଲରେ ଚଢାଉ କରି ମାଓବାଦିଙ୍କ ଦ୍ବାରା ଲୁଚାଇ ରଖା ଯାଇଥିବା ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର ହୋଇଛି।…

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ନାରୀଙ୍କ ସୁରକ୍ଷା ଓ ନ୍ୟାୟ ଦାବିରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ । ରାଜରାସ୍ତାକୁ ଓହ୍ଲାଇ ଓ ଜୋରଦାର ଲଢେଇ କରିବ କଂଗ୍ରେସ । ଯେ ପର୍ଯ୍ୟନ୍ତ ନାରୀଙ୍କୁ ଉପଯୁକ୍ତ ସମ୍ମାନ ଏବଂ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଲଢେଇ ଜାରି ରଖିବ ବୋଲି…

ଭାଙ୍ଗୁଛି ମାଓଗଡ; ୨୨ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓ ସଂଗଠନରେ ନିର୍ଯାତନା ଏବଂ ପୋଲିସର ମାଓ ଦମନରେ ଅତିଷ୍ଠ ହୋଇ ରବିବାର ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୋଲିସ ନିକଟରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏନେଇ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆନ୍ଧ୍ର ଓଡିଶା…

ମଦ ଦୋକାନ ଲୁଟେରା ଗ୍ୟାଙ୍ଗ୍‌ କାବୁ କଲା ପୋଲିସ; ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ଗଞ୍ଜାମ: ଭଞ୍ଜନଗର ପୋଲିସକୁ ସଫଳତା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ମଦ ଦୋକାନକୁ ଟାର୍ଗେଟ୍ କରି ବିଳମ୍ବିତ ରାତିରେ ମଦ ଦୋକାନ ଗୁଡିକର ସଟର ତାଡି ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଞ୍ଜନଗର ପୋଲିସ । ସେମାନଙ୍କ ନିକଟରୁ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଥିବା ସୂଚନା…

ବହି ଗୋଦାମରେ ଅଗ୍ନିକାଣ୍ଡ, ୨ ଆହତ

ଭୁବନେଶ୍ୱର: ଜଗତସିଂପୁର ଜିଲ୍ଲାର ଏକ ବହି ଗୋଦାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ, ଏକ ଜୋରଦାର ବିସ୍ଫୋରଣ ଶୁଣି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ବାଲିକୁଦାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୀ…

ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ନ୍ୟୁଜିଲାଣ୍ଡର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟଫର ଲକ୍‍ସନ, ତେ ପୁକେଙ୍ଗା-ନିଉଜିଲାଣ୍ଡ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସ୍କିଲ୍‍ସ ଆଣ୍ଡ…

ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ, ଦିଲ୍ଲୀରୁ ଗିରଫ କଲା କମିଶନରେଟ୍ ପୋଲିସ

କଟକ: ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ । ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ । ଦିଲ୍ଲୀରୁ ଗିରଫ କଲା କଟକ କମିଶନରେଟ୍‌ ପୋଲିସ । କଟକର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ ଅଭିଯୋଗ । ଏହାପରେ ବ୍ଲାକ ମେଲ୍‌ କରି ଲକ୍ଷାଧିକ ଟଙ୍କା ହଡ଼ପ । ପୁଣି ଟଙ୍କା ମାଗି ନ…

ରାଉରକେଲା ବିଶ୍ରାରେ ନକଲି ମୋବିଲ କାରଖାନା ଠାବ, ୨ ଅଟକ

ରାଉରକେଲା: ରାଉରକେଲାରେ ନକଲି ମୋବିଲ କାରଖାନା ଠାବ ହୋଇଛି । ରାଉରକେଲାର ବିଶ୍ରା ଅଞ୍ଚଳରେ ନକଲି ମୋବିଲ୍ କାରଖାନା ଠାବ କରିଛି ପୋଲିସ । ବିଶ୍ରା ଥାନା ଅଞ୍ଚଳରେ ଥିବା ଆସିୟାନା କଲୋନୀର ଏକ ଭଡ଼ା ଘରେ ଚାଲିଥିଲା ଏହି କମ୍ପାନୀ । ସେଠାରୁ ୪ ହଜାର ଲିଟର ନକଲି ମୋବିଲ୍ ଏବଂ ଅନେକ ଖାଲି ବୋତଲ…

୨୭ ଜିଲ୍ଲାରେ ନାହିଁ ବାଲି ଚୋରା ମାମଲା: ଖଣି ମନ୍ତ୍ରୀ

ଭୁବନେଶ୍ୱର: ବାଲି ଚୋରା ଚାଲାଣ ମାମଲାରେ ବଡ ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀ ଜିଲ୍ଲାକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ ବର୍ଷରେ ବାକି ୨୭ ଜିଲ୍ଲାରେ ରୁଜୁ ହୋଇନାହିଁ । ତେବେ…