Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ନକଲି ଶିକ୍ଷକ ତଦନ୍ତର ସବିଶେଷ ବିବରଣୀ ମାଗିଲେ ହାଇକୋର୍ଟ

କଟକ: ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଆସନ୍ତା ମାସ ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସତ୍ୟପାଠ ଜରିଆରେ ଜଣାଇବା ଲାଗି ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦେଶ ହୋଇଛି। ସୂଚନାଥାଉକି…

କାଶ୍ମୀରର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ; ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜମ୍ମୁ କାଶ୍ମୀରର ପହେଲଗାମ ଠାରେ ଆଜି ଉଗ୍ରପନ୍ଥୀମାନେ ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ପର୍ଯ୍ୟଟକ ମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅଧିକ…

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଓଡ଼ିଆ ପର୍ଯ୍ୟଟକଙ୍କ ଜୀବନ ଗଲା

ଭୁବନେଶ୍ୱର: ଜମ୍ମୁ କାଶ୍ମୀର ପହଲଗାମରେ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଓଡ଼ିଶା ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକ ରହିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ସତପଥୀ ବୋଲି ଚିହ୍ନଟ କରାଯାଇଛି। ସେ ବାଲେଶ୍ୱର ଜିଲ୍ଲାର ରେମୁଣା…

କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ପାଇଁ ବନ୍ଦ ଘୋଷଣା କଲେ ସରକାର । କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ । ତାପମାତ୍ରା ବୃଦ୍ଧି…

ଡେଲାଙ୍ଗ ବର୍ବର ହତ୍ୟାକାଣ୍ଡ କିପରି ଘଟଣାଇଥିଲା ଅଭିଯୁକ୍ତ ଖୁଲାସା କଲେ ଏସପି

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ୧୧ ବର୍ଷର ନାବାଳକ ଆଶୀର୍ବାଦର ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଆଶୀର୍ବାଦର ମୃତ ଦେହ ଛଅ ଦିନ ପରେ ଏକ ସେଫ୍ଟିକ ଟାଙ୍କିରୁ…

କେନ୍ଦ୍ରୀୟ ଏମ୍ପାନେଲ୍ଡରେ ସାମିଲ ହେଲେ ସତ୍ୟବ୍ରତ ସାହୁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଚିବ ସମକକ୍ଷ ରାଙ୍କ ଏମ୍ପାନେଲ୍ଡରେ ସାମିଲ ହେଲେ ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁ। କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ସତ୍ୟବ୍ରତ ସାହୁଙ୍କ ଏମ୍ପାନେଲମେଣ୍ଟକୁ ଅନୁମୋଦନ କରିଛି। ଯିଏକି ଏବେ ଓଡ଼ିଶା ଗୃହ ବିଭାଗରେ…

ଜଳୁଛି ପଶ୍ଚିମ ଓଡ଼ିଶା; ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୪.୮°

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା ମଧ୍ୟରେ ମଙ୍ଗଳବାର ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮° ସେଲସିୟସକୁ ବୃଦ୍ଧି ପାଇଛି। ସମ୍ବଲପୁର ୪୪.୨° ସେଲସିୟସ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ହୀରାକୁଦ (୪୪° ସେଲସିୟସ) ଏବଂ ରାଉରକେଲା (୪୨.୨° ସେଲସିୟସ) ରହିଛି।…

ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ଚମକିଲେ ଓଡିଆ; ୪୮ତମ ସ୍ଥାନରେ ରିତିକା ରଥ

ଭୁ‌ବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୪ର ଫଳ ପ୍ରକାଶ ପାଇଛି । ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଏଠାରେ କ୍ଲିକ୍‌ କରି ସେମାନଙ୍କର ଫଳାଫଳ ଦେଖିପାରିବେ । ମୋଟ୍ ୧୦୦୯ ଜଣ ପ୍ରାର୍ଥୀଙ୍କୁ…

ପୁଣି ପଦାରେ ପଡିଲା ବିଜେଡି କଳି

ଭୁବନେଶ୍ବର: ଦିନ କେଇଟା ପରେ ପୁଣି ପଦାରେ ପଡିଲା ବିଜେଡି କଳି । ଦଳର ରାଜ୍ୟ ପରିଷଦରେ କର୍ପୋରେଟର ଅମରେଶ ଜେନାଙ୍କୁ ସାମିଲ ନକରାଯିବା ଚର୍ଚ୍ଚାକୁ ନେଇ ସୋମବାର ରାତିରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ତାଙ୍କ ସମର୍ଥକ ଘେରିଥିଲେ । ଏହାପରେ ବିସ୍ଫୋରକ ବୟାନ ଦେଇଛନ୍ତି ଅମରେଶ…

ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ଶକ୍ତି ଦୁବେ

ଭୁବନେଶ୍ୱର: ୟୁପିଏସସି ଦ୍ୱାରା ସିଭିଲ୍ ସର୍ଭିସେସ୍ ପରୀକ୍ଷାର ରେଜଲ୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା।…