Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିନ୍ନ ମୋଡ଼ ନେଲା ବିବାଦ; ଯୁବତୀଙ୍କୁ ଗ୍ରହଣ କଲେ ଓଏଏସ୍ ଅଫିସରଙ୍କ ପରିବାର 

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କ ପ୍ରେମ ବ୍ୟାପାରରେ ପଡିଲା ପୂର୍ଣ୍ଣଚ୍ଛେଦ। ଜଗତସିଂପୁରର ଜଣେ (ଓଏଏସ୍) ଅଧିକାରୀଙ୍କ ପରିବାର ସଦସ୍ୟମାନେ ବହୁ ବାଦବିବାଦ ପରେ ଆଦିବାସୀ ଯୁବତୀଙ୍କୁ ଘରର ବୋହୂ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ଯାହାକୁ ସେ ପ୍ରାୟ ତିନି…

ମହାନଦୀ ଜଳ ବିବାଦ: ବିଜେଡିକୁ ବିଜେପିର କଡ଼ା ଭର୍ତ୍ସନା

ଭୁବନେଶ୍ଵର: ମହାନଦୀ ଜଳ ବିବାଦ । ବିଜେଡିକୁ ବିଜେପିର କଡ଼ା ଭର୍ତ୍ସନା । ବିଜେଡିକୁ ଭର୍ତ୍ସନା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡି ଶାସନରେ ଥିଲା ବେଳେ ସମାଧାନ ପାଇଁ ଆଲୋଚନାକୁ ଗଲେନି । ୨୦୧୬ରେ କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଆଲୋଚନାକୁ ଡାକିଥିଲେ । କିନ୍ତୁ ଥରେ ମାତ୍ର…

ମହାନଦୀ ଜଳ ବିବାଦ ପ୍ରସଙ୍ଗ: ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ବିଜେଡିର ଆହ୍ବାନ

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟକୁ କହିଛନ୍ତି ଯେ, ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ଆମେ ମଧ୍ୟ ସମସ୍ତେ…

କାଳବୈଶାଖୀ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ମନ୍ତ୍ରୀ, ଢେଲା ମାଡ କଲେ ଲୋକେ

ବାରିପଦା: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ । କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି କହି ରୋଷ ଝାଡ଼ିଲେ ସାଧାରଣ ଜନତା । ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଉପରକୁ କଲେ ଢ଼େଲା ମାଡ଼ । ଢ଼େଲା ମାଡ଼ରେ ମନ୍ତ୍ରୀଙ୍କ କାର୍‌ କାଚ ଭାଙ୍ଗି ଚୁରମାର ହୋଇଯାଇଥିବା…

କୁଆପଥର ବର୍ଷାର ତାଣ୍ଡବ; ସନ୍ଧ୍ୟା ସୁଦ୍ଧା ମୟୂରଭଞ୍ଜ ପୀଡିତଙ୍କୁ ସହାୟତା ମିଳିବ: ରାଜସ୍ବ ମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତି ଆକଳନ କରିବା ପାଇଁ ବାଙ୍ଗିରିପୋଷିର ମହୁଲବାରେଳି ଏବଂ ସାରସପୋଷି ପରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ସନ୍ଧ୍ୟା ସୁଦ୍ଧା ପୀଡିତଙ୍କୁ ସାହାଯ୍ୟ…

୫ ଦିନର ଖୋଳତାଡ଼ ପରେ ଝାରସୁଗୁଡା ଛାଡିଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ୫ ଦିନ ଧରି ଖୋଳତାଡ଼ କରିବା ପରେ ଆଜି ଝାରସୁଗୁଡା ଛାଡିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍‌ । ଏହି ୫ ଦିନ ଭିତରେ ୧୫ ଜଣଙ୍କର ବୟାନ ରେକର୍ଡ କରିଛି ଟିମ୍ । ଏନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ । ତଦନ୍ତ…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, କରିବେ ନୀଳମାଧବ ଦର୍ଶନ

ନୟାଗଡ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଗସ୍ତ ସମୟରେ ନୟାଗଡ଼ର କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି…

ରାଜରାସ୍ତାରେ ଆତଙ୍କ ଖେଲାଇଲେ ଦୁର୍ବୃତ୍ତ, ବୁଲା କୁକୁରଙ୍କୁ ହାଣିଲେ

ବ୍ରହ୍ମପୁର: କୁକୁରକୁ ହାଣି ଆତଙ୍କ ଖେଳାଇଲେ ୮ ଦୁର୍ବୃତ୍ତ । ଟାଉନ ଥାନା ଗାନ୍ଧୀନଗର ଲାଇନ-୭ରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ । କୁକୁରକୁ ଜଣଙ୍କ ପରେ ଜଣେ ହାଣିବାର ଭିଜୁଆଲ ସିସିଟିଭିରେ କଏଦ୍‌ । ତେବେ କାହିଁକି ରାସ୍ତାରେ ଶୋଇଥିବା କୁକୁରକୁ ହାଣିଲେ ସେନେଇ କୌଣସି ସୁଚନା ମିଳିପାରିନାହିଁ ।…

ଆଉ ୨ ଦିନ ଜାରି ରହିବ କାଳବୈଶାଖୀର ତାଣ୍ଡବ! ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଦୁଇଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଥିବାବେଳେ ଆଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖ ଯାଏଁ ସାରା ରାଜ୍ୟରେ ଏଭଳି ପାଗ ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ସରଣ୍ଡା ଜଙ୍ଗଲରେ ପୁଣି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଏସଆଇ ସହିଦ, ଯବାନ ଗୁରୁତର

ବିଶ୍ରା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ପୁଣି ଥରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ସୁରକ୍ଷା ବାହିନୀକୁ କଲେ ଟାର୍ଗେଟ୍‌ । ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଜଣେ ସବ୍ଇନ୍‌ସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଛନ୍ତି ।ଏଥିସହ ଯବାନ ପାର୍ଥ ପ୍ରତୀମ…