Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଲମ୍ବିତ PEO ଦେବାନନ୍ଦ ସାଗରଙ୍କୁ ଗିରଫ କଲା ଭିଜିଲାନ୍ସ

ଭବାନୀପାଟଣା: ଗିରଫ ହେଲେ ଦୁର୍ନୀତିଖୋର ନିଲମ୍ବିତ ପିଇଓ । ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥକୁ ଆତ୍ମସାତ କରି ବେଟିଂ ଆପ୍‌ରେ ଲଗାଇଥିଲେ ଦେବାନନ୍ଦ । ୩ କୋଟିରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ହେଲେ ଦେବାନନ୍ଦ ।…

ନାମ ଲେଖା ପାଇଁ ରାଜ୍ୟରେ କୋହଳ ବୟସ ସୀମା: ‘ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ’

ଭୁବନେଶ୍ବର: କେନ୍ଦ୍ର ଅପେକ୍ଷା ରାଜ୍ୟରେ ନାମ ଲେଖା ବୟସ ସୀମା କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ମାର୍ଚ୍ଚ ୩୧ ନୁହେଁ, ସେପ୍ଟେମ୍ବର ୧ ସୁଦ୍ଧା ପିଲାକୁ ୬ ବର୍ଷ ହୋଇଥିବା ଦରକାର । ଏନେଇ ଆଜି ଦ୍ବନ୍ଦ୍ବ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାଙ୍କ ଆଡମିଶନ…

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର

ଝାରସୁଗୁଡା: ବଡ ଖବର । ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର । ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର । ଗୁରୁତର ଅବସ୍ଥାରେ ମନୁକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର…

ଏ ବର୍ଷ ନୁହେଁ, ଆରବର୍ଷ ବଦଳିବ ସିଲାବସ୍

ଭୁବନେଶ୍ବର: ରାଜ୍ୟରେ ଏନଇପି ଲାଗୁ ଏବଂ ନୂଆ ସିଲାବସ୍‌ ନେଇ ପିଲାଙ୍କ ମନରେ ଦ୍ବନ୍ଦ୍ବ ରହିଥିବା ବେଳେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏ ବର୍ଷ ଏପ୍ରିଲରେ ରାଜ୍ୟରେ ଏନଇପି ଲାଗୁ ନେଇ ଚର୍ଚ୍ଚାରେ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ…

ଡ୍ରଗ୍ସ କାରବାର ନେଇ ସ୍ପେଶାଲ କ୍ରାଇମ୍ ୟୁନିଟର ଚଢ଼ାଉ, ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ଵର: ନିଶା କାରବାରର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ଵର । ଆଉ ନିଶା କାରବାର କରୁଥିବା ଯୁବକଙ୍କୁ ଧରିବା ପାଇଁ ଏବେ ଆକ୍ସନ ମୋଡରେ କମିସନରେଟ୍ ପୋଲିସ । ଆଜି ରାଜଧାନୀ ରାଜରାସ୍ତାରେ ନିଜର ପାୱାର୍ ଦେଖାଇଛି ପୋଲିସ । ରାଜରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି କମିଶନରେଟ୍…

ଡିଲିମିଟେସନକୁ ବିରୋଧ କଲେ ନବୀନ

ଭୁବନେଶ୍ବର: ଡିଲିମିଟେସନ ବା ସୀମା ପୁନଃନିର୍ଦ୍ଧାରଣକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣକୁ ବିରୋଧ କରିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ନୀବନ । ଜନସଂଖ୍ୟା ନିୟନ୍ତ୍ରଣରେ ମୁଖ୍ୟ…

ଲାଞ୍ଚ ନେବା ବେଳେ ଭିଡ଼ିଓ ଭାଇରାଲ୍, କାର୍ଯ୍ୟରୁ ନିଲମ୍ବିତ ହେଲେ ପାତ୍ରପୁର ଯୋଗାଣ ନୀରିକ୍ଷକ

ପାତ୍ରପୁର: ଲାଞ୍ଚ ନେଉଥିବା ବେଳେ ଭାଇରାଲ ହେଲା ଭିଡିଓ। ପାତ୍ରପୁର ଯୋଗାଣ ନୀରିକ୍ଷକଙ୍କ ଏପରି କାର୍ଯ୍ୟ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର। ପାତ୍ରପୁର ଯୋଗାଣ ନୀରିକ୍ଷକ ବଳରାମ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ଵନ କଲେ ରାଜ୍ୟ ସରକାର। ସୂଚନାନୁଯାୟୀ, ପାତ୍ରପୁର ବ୍ଲକ…

ଉଚ୍ଚଶିକ୍ଷା ବିଭାଗରେ ଅଚଳାବସ୍ଥା, ୭ ବିଶ୍ୱବିଦ୍ୟାଳୟରେ ନାହାଁନ୍ତି କୁଳପତି

ଭୁବନେଶ୍ୱର: ରାଜ୍ୟର ୭ ବିଶ୍ୱବିଦ୍ୟାଳୟରେ କୁଳପତି ନାହାନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ…

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା; ୨୬ ପୋଲିସ କର୍ମୀ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ୩୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରି ଫେରୁଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରମଣରେ ଅତି କମରେ ୨୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗତ ଶୁକ୍ରବାର ଦିନ ମୋହନା ଥାନା ଅଧୀନସ୍ଥ ପିଡିକା ଗ୍ରାମରେ ଏହି ଘଟଣା ଘଟିଛି। ପଥର…

ବିଧାନସଭାରେ ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ଵର: ଦିଂବଗତ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ବିଧାନସଭା ପରିସରରେ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ବିଧାନସଭା ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଗତକାଲି ଆଳିର ପୂର୍ବତନ…