Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼

କେନ୍ଦୁଝର: ମୁଖ୍ୟନ୍ତ୍ରୀଙ୍କ ଜିଲ୍ଲାରେ ଗୋରୁ ମାଫିଆଙ୍କ ଆତଙ୍କରାଜ୍। ଗୋରୁ ଗାଡି ଅଟକାଇବାରୁ ପୁଲିସ ଉପରକୁ ଗୋରୁ ମାଫିଆ ଗୁଳିମାଡ଼ କରିଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ପଣ୍ଡାପଡ଼ା ଥାନା ପୋଲିସ ଗୋରୁ ମାଫିଆଙ୍କ…

୩ ଦିନ ଯାଏ ବର୍ଷାରେ ଲାଗିବ ବ୍ରେକ୍; ୧୫ ଓ ୧୬ରେ ବଡ଼ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ସହ ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଜାରି ରହିଛି। ତଥାପି ଆଜିଠାରୁ ବର୍ଷାରେ ଲାଗିବ ବ୍ରେକ। କମିବ ବର୍ଷାର ପରିମାଣ। ପାଣିପାଗ ବିଭାଗ କହିଛି, ଆସନ୍ତା ୧୨ ଘଣ୍ଟାରେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।…

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପି

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ବହୁ ଚର୍ଚ୍ଚିତ ‘ସୁଭଦ୍ରା ଯୋଜନା’ ପାଇଁ ଓଡିଶା ସରକାର ଜାରି କରିବ ଏସଓପି। ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଣମାଧ୍ୟମକୁ…

ବଜ୍ରାଘାତରେ ଚାଲିଗଲା ୩ ଜୀବନ, ଜଣେ ଆହତ

ଭୁବନେଶ୍ୱର: ବାଲେଶ୍ୱର ଓ କଟକ ଜିଲ୍ଲାରେ ଶନିବାର ଦୁଇଟି ଭିନ୍ନ ଭିନ୍ନ ବଜ୍ରପାତରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲାର ସୋରୋ ଥାନା ଅନ୍ତର୍ଗତ ରାଇପିତାମ୍ବର ଗ୍ରାମରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ…

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ

ସମ୍ବଲପୁର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ। ମନ୍ତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁର୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ଚିକିତ୍ସା ଚାଲିଛି। ବୁର୍ଲାସ୍ଥିତ ଡ୍ୟାମ ଫ୍ଲାଷ୍ଟ କ୍ଲାସ ଗେଷ୍ଟ…

ଆସନ୍ତାକାଲିଠାରୁ କମିବ ବର୍ଷାର ପରିମାଣ, ପୁଣି ୧୪ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଶନିବାର ଓଡିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ମାଲକାନଗିରି ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କତା…

ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତିକ ନିଲମ୍ବିତ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତିକଙ୍କୁ ନିଲମ୍ବିତ କରାଯାଇଛି । କୋରାପୁଟ ଦୁର୍ନୀତି ନିବାରଣ ଥାନା ମାମଲାରେ ସମ୍ପୃକ୍ତି ଥିବା ଯୋଗୁଁ ତାଙ୍କୁ କୋରାପୁଟ ଦୁର୍ନୀତି ନିବାରଣ ଦ୍ୱାରା ଗତ ୨ ତାରିଖରେ ଗିରଫ କରାଯାଇ ୧୪ ତାରିଖ…

ପୁରୀ ସମୁଦ୍ର ତଟରେ ପଇଁତରା ମାରୁଛି ପାଞ୍ଚଟି ଯୁଦ୍ଧ ଜାହାଜ

ପୁରୀ: ପୁରୀ ସମୁଦ୍ର ତଟରେ ଆଜି ଡେରା ପକାଇଛି ନୌସେନାର ପାଞ୍ଚଟି ଯୁଦ୍ଧ ଜାହାଜ। ଦିଗବାରେଣୀ ନିକଟ ବେଳାଭୂମିରେ ପଇଁତରା ମାରୁଛି ଏହି ସବୁ ଯୁଦ୍ଧ ଜାହାଜ। ସୂଚନା ଅନୁଯାୟୀ ପ୍ରତ୍ୟକ ବର୍ଷ ଭଳି ନୌସେନା ଦିବସ ଏଥର ପୁରୀରେ ପାଳନ ନେଇ ଆଜି ପ୍ରାଥମିକ ସର୍ଭେ କରାଯାଇଥିଲା। ନୌସେନା ଦିବସକୁ…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ୍ ମୁଖ୍ୟ, ଏହି ସବୁ ଦିଗ ଉପରେ କଲେ ଆଲୋଚନା

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ଏହି ଅବସରରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଆରଏସଏସ ର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ…

ପ୍ରତାରଣା ସହିପାରିଲାନି ପ୍ରେମିକା, ପେଟ୍ରୋଲ ଢାଳି ପ୍ରେମିକ ଘରେ ଲଗାଇଲା ନିଆଁ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରତାରଣାର ପ୍ରତିଶୋଧ ନେବାକୁ ପ୍ରେମିକଙ୍କ ଘରେ ନିଆଁ ଲଗାଇଦେଲେ ପ୍ରେମିକା ଓ ତାର ସାଙ୍ଗ । ନିଆଁକୁ ଆୟତ୍ତ କଲେ ଗ୍ରାମବାସୀ । ଖବରପାଇ ବାସୁଦେବପୁର ପୋଲିସ ଦୁଇ ଯୁବତୀଙ୍କୁ…