Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ରକ୍ତ ଛିଟା ପଡ଼ିବାରୁ ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣିଆ ଆପଟ ସେବକ ପଡ଼ିଯିବାରୁ ପଡ଼ିଥିଲା ରକ୍ତ ଛିଟା । ଭିତରକାଠରେ ରକ୍ତ ଛିଟା ପଡ଼ିଥିବାରୁ ହୋଇଛି ମହାସ୍ନାନ । ଯାହାଫଳରେ କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ…

ଯାଜପୁରର କନିଷ୍ଠ ଯନ୍ତ୍ରୀଙ୍କ ଘରେ ମାରାଥନ ରେଡ୍, ଘର ଦେଖିଲେ ଖୋସି ହୋଇଯିବ ଆଖି

ଯାଜପୁର: ଯାଜପୁରର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଚାଲିଛି ମାରାଥନ ରେଡ୍ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ, କୁଆଖିଆ ସ୍ଥିତ ଅଫିସ୍‌ରେ ବି ଚାଲିଛି ଭିଜିଲାନ୍ସ ରେଡ୍ । ଗତକାଲି ଚଢାଉ ବେଳେ ୨ ଲକ୍ଷ ୩୦ ହଜାର ଟଙ୍କା ସହ ଧରାପଡ଼ିଥିଲେ ଯାଜପୁର ଆର୍‌ଡି ଡିଭିଜନ୍‌ର ଯନ୍ତ୍ରୀ ଭୀମସେନ ମହାରଣା ।…

୨ ଦିନ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା: ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର)ର କର୍ତ୍ତୃପକ୍ଷ ଶନିବାର ଏବଂ…

ବନ୍ଧୁକ କାରଖାନା ଠାବ ଘଟଣା, ମାଷ୍ଟରମାଇଣ୍ଡ୍ ଚଗଲା ଖୁଣ୍ଟିଆକୁ ଗିରଫ କଲା STF

କଟକ: କଟକ ବୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା । ମାଷ୍ଟରମାଇଣ୍ଡ୍ ଚଗଲା ଖୁଣ୍ଟିଆକୁ ଗିରଫ କଲା ଏସଟିଏଫ୍ । କଟକ ଶଙ୍କରପୁର ଅଞ୍ଚଳରୁ ଧରାପଡ଼ିଲା କୁଖ୍ୟାତ ଚଗଲା ଖୁଣ୍ଟିଆ । ଚଗଲା ଖୁଣ୍ଟିଆ ବେପାରୀଙ୍କ ସହ ମିଶି ବିହାର, ଛତିଶଗଡ଼ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ବନ୍ଧୁକ ସପ୍ଲାଏ…

କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ଆଜି ଅନ୍ତିମ ସଂସ୍କାର

ଭୁବନେଶ୍ୱର: ଆଜି କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀରକୁ ପୈତୃକ ଗାଁ ଆଳି ନିଆଯାଇ ଅନ୍ତିମ ସଂସ୍କାର କରାଯିବ। ସୂଚନା ଅନୁଯାୟୀ, ଏହା ପୂର୍ବରୁ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯିବ ଏବଂ ପରେ ବିଧାନସଭାକୁ ନିଆଯିବ। ଯେଉଁଠାରେ ରାଜନେତା ମାନେ ତାଙ୍କର ଶେଷ…

୨୪ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୪ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ନେଇ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ପବନର ବେଗ ଘଣ୍ଟା…

ମହିଳାଙ୍କୁ ଦୁର୍ବହାର ଘଟଣା: ବଦଳିଲେ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ

କଟକ: ବଦଳିଲେ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ । ଥାନାକୁ ଆସିଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଦଳି କରାଯାଇଛି । ମହିଳା ଜଣଙ୍କ ଡିଜିପିଙ୍କୁ ଜଣାଇବା ପରେ କାଯ୍ୟାନୁଷ୍ଠାନ ନିଆଯାଇଛି । ଯାହାଫଳରେ ବିଡାନାସୀ ଥାନା ଆଇଆଇସିଙ୍କର ବଦଳି ହୋଇଛି । ତେବେ ଜନତାଙ୍କୁ କିଭଳି…

ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର: ସ୍ବାଭିମାନ ସହଯୋଗରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଭାରତୀୟ ବିଦ୍ୟା ଭବନରେ ସାହିତ୍ୟିକ ଶ୍ରଦ୍ଧାଞ୍ଜଳି ଏବଂ ସାମାଜିକ ସଚେତନତାର ଏକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।…

ମୋଦି ବିରୋଧୀ ବୈଠକରେ ସାମିଲ ହେଲା ବିଜେଡି, ଓଡ଼ିଶାରୁ ଭକ୍ତ ବି ଗଲେ

ଭୁବନେଶ୍ୱର:ମୋଦି ବିରୋଧୀ କ୍ୟାମ୍ପ ବୈଠକରେ ସାମିଲ ହେଉଛି ବିଜେଡି ।୨୫ ବର୍ଷର ଇତିହାସରେ ବିଜେଡି ରାଜନୀତିରେ ବଡ଼ ପରିବର୍ତ୍ତନ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଡାକିଥିବା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ତଥା ଡିଲିମିଟେସନ୍ ବୈଠକରେ ସାମିଲ ହେବାକୁ ଏବେ ଚେନ୍ନାଇ ପୂର୍ବତନ…

୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି କାର୍ଯ୍ୟରତ ଅଛନ୍ତି । ଅବଶିଷ୍ଟ ୯ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି…