Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ ଆରଏସଏସ ମୁଖ୍ୟ

ପୁରୀ: ଓଡ଼ିଶାରେ ପହଞ୍ଚିବାର ଗୋଟିଏ ଦିନ ପରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଶୁକ୍ରବାର ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି। ଏହା ପରେ ସେ ଗୋବର୍ଦ୍ଧନ ପୀଠରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ…

ରାତି ସୁଦ୍ଧା ପିକ୍ ଅତିକ୍ରମ, ତଳିଆ ଅଞ୍ଚଳରେ ପଶିପାରେ ପାଣି

ଭୁବନେଶ୍ଵର; ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତେବେ ମହାନଦୀରେ ଜଳସ୍ତର ବଢୁଥିବାରୁ କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ । ଏନେଇ ସତର୍କ ଅଛୁ। ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ ବୋଲି କହିଛନ୍ତି…

ଘର ଲୋକଙ୍କ ଠାରୁ ଠିକଣା ନେଇ ଭିଆଇଲେ କାଣ୍ଡ, ନେଇଗଲେ ଯୁବକଙ୍କ ଜୀବନ

ପୁରୀ: ଘର ଲୋକଙ୍କ ଠାରୁ ଯୁବକଙ୍କ ଠିକଣା ପଚାରିଲେ, ଠିକଣା ପାଇ ନେଇଗଲେ ଜୀବନ । ଏମିତି କିଛି ବୀଭତ୍ସ ହତ୍ୟାକାଣ୍ଡର ଅଭିଯୋଗ ଆସିଛି ପୁରୀରୁ । ଆଉ ମୃତକ ଜଣଙ୍କ ହେଉଛନ୍ତି ପୁରୀ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ତେବେ ମିଳିଥିବା ସୂଚନା ଅନୁଯାୟୀ,…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ବର: ମାଟି ପାଇଁ ନିଜ ଜୀବନ ଦେଇଥିବା ମହାନ ସଂଗ୍ରାମୀଙ୍କ ସମ୍ମାନରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସେମାନଙ୍କ ପରିବାର ଲୋକେ ପାଇବେ ଭତ୍ତା । ଆଜି କ୍ରାନ୍ତି ଦିବସରେ କିଛି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ…

ଟିଟ୍ ଫର ଟାଟ୍ , ଆଳୁ ନେଇ ପଶ୍ଚିମବଙ୍ଗ ଉପରେ ତାତିଲା ଓଡିଶା

କଟକ: ରାଜ୍ୟରେ ଏବେ ତାତିଛି ଆଳୁ ବଜାର । କିଲୋ ପିଛା କେଉଁଠି ୪୫,୫୦ରେ ବିକ୍ରି ହେଉଥିବା ବେଳେ ଆଉ କେଉଁଠି ୬୦ ଛୁଇଁଛି । ସେପଟେ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ପରେ ବି ପଶ୍ଚିମବଙ୍ଗ ଆଳୁ ଗାଡି ଛାଡିବାକୁ ନାରାଜ । ଗତକାଲି ଏମିତି ବି ପରିସ୍ଥିତି ଦେଖିବାକୁ ମିଳିଥିଲା ଯେ, ଓଡିଶାକୁ…

ସକ୍ରିୟ ହେଲା ଘୂର୍ଣ୍ଣିବଳୟ, ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ବର: ସକ୍ରିୟ ହେଲା ଘୂର୍ଣ୍ଣିବଳୟ । ପଶ୍ଚିମ ଝାଡଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଅନେକ ରାଜ୍ୟରେ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହାସହିତ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଏହା…

ଫୁଲୁଛିମହାନଦୀ, ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା l ଫଳରେ ଫୁଲୁଛି ମହାନଦୀ । ବର୍ତ୍ତମାନ ମୁଣ୍ଡୁଳି ଠାରେ ୫.୭୮ ଲକ୍ଷ କୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି । ସେପଟେ ମହାନଦୀର ଜଳସ୍ତର ବଢୁଥିବା ଦେଖି ୧୦ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ଏସଆରସି l ବିଶେଷକରି ତଳିଆ ଅଞ୍ଚଳ…

ବଢୁଛି ଜଳସ୍ତର, ହୀରାକୁଦ ଖୋଲିଲା ଆଉ ୬ ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମର ଖୋଲିଲା ଆଉ ୬ ଗେଟ୍ । ମୋଟ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳସ୍ତର । ଏହି ଦୃଷ୍ଟିରୁ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲା ଯାଇଛି l ଗତକାଲି ପର୍ଯ୍ୟନ୍ତ ୮ଟି ଗେଟ୍ ଦେଇ ବନ୍ୟାଜଳ…

ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ନବୀନ

ଭୁବନେଶ୍ଵର: ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବସିଥିବା ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକରେ ଏନେଇ ସୂଚନା ଦେଇଛନ୍ତି ନବୀନ । ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ନବୀନ । ଏଥିପାଇଁ ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ…

ଓଡିଶା ରେରା ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ; ଭାଙ୍ଗିବ ବେଆଇନ ତିନି ମହଲା

ଭୁବନେଶ୍ବର: ଭାଙ୍ଗିବ ବେଆଇନ ତିନି ମହଲା । ଆସନ୍ତା ଦୁଇ ମାସ ମଧ୍ୟରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଷ୍ଟମରୁ ଦଶମ ମହଲାକୁ ଭାଙ୍ଗିବ ଓଡିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା) । ନିୟମ ଉଲ୍ଲଘଂନ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେଇଛି ଓଡ଼ିଶା ରେରା । ଖାଲି…