Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ଐତିହ୍ୟ ପଦଯାତ୍ରାର ସର୍ବପୁରାତନ ଗୋଶାଳା ପରିଦର୍ଶନ

କଟକ: କଟକ ଐତିହ୍ୟ ପଦଯାତ୍ରାର ଐତିହ୍ୟପ୍ରେମୀ ସଭ୍ୟସଭ୍ୟାମାନେ ଆବାହକ ଡକ୍ଟର ଦୀପକ ସାମନ୍ତରାୟଙ୍କ ନେତୃତ୍ୱରେ କଟକ ନୂଆବଜାରସ୍ଥିତ ଶ୍ରୀଗୋପାଳକୃଷ୍ଣ ଗୋଶାଳା ପରିଦର୍ଶନ କରିଛନ୍ତି । କିଛି ବଦାନ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ପୁରୁଣା ଜଗନ୍ନାଥ ସଡକରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଗଢ଼ି…

କୋଟିଏ ଟଙ୍କା ହଡ଼ପ ଅଭିଯୋଗରେ ପିଇଓ ଗିରଫ

ବ୍ରହ୍ମପୁର: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ରଙ୍ଗେଇ ଲୁଣ୍ଡା ବ୍ଲକ କେଲୁଆପଲ୍ଲି ପଞ୍ଚାୟତର ପିଇଓ ଗିରଫ ହୋଇଛନ୍ତି। ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି । ବିଡିଓଙ୍କ ଅଭିଯୋଗ ଆଧାରରେ ପିଇଓ ସମୀର ମିଶ୍ରଙ୍କୁ ଗିରଫ କରାଯାଇଛି ଓ କୋର୍ଟ ଚାଲାଣ ମଧ୍ୟ ହୋଇଛନ୍ତି ।…

ଭୂତଳରେ ଚାଲିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ :ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର:ରାଜଧାନୀରୁ ଭିଡ଼ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍। ଅଣ୍ଡର ଗ୍ରାଉଣ୍ଡ ହେବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରରେ ମେଟ୍ରୋ‌ ବ୍ରିଜ୍‌ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି।୨୦୨୫ ସୁଦ୍ଧା ପଟିଆ-ସିଆରପି ନୂଆ ରୋଡ଼ରୁ ଅବରୋଧ ହଟା…

ରାଉରକେଲାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ନିକଟସ୍ଥ ବନ୍ଧମୁଣ୍ଡା ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନର ପାଞ୍ଚଟି ୱାଗନ ଲାଇନଚ୍ୟୁତ ହୋଇଥିଲା। ଯାହା ଫଳରେ ଏହି ରୁଟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍ ବାଧାପ୍ରାପ୍ତ ହୋଇଛି। ତେବେ ଏହି ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ…

କୁଲଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଗତ ଶନିବାର ଦିନ ଅସ୍ତ୍ରଶସ୍ତ୍ର ସହ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ଠାରୁ ୧୫ଟି ଟ୍ରାପ୍ କ୍ୟାମେରା ମଧ୍ୟ ଜବତ କରାଯାଇଛି। ତେବେ କ୍ୟାମେରା ବ୍ୟତୀତ ସେମାନଙ୍କ ପାଖରେ ଆହୁରି ମଧ୍ୟ ବିପଦ୍ଜନକ…

କିନ୍ନରଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ

ବରଗଡ: ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତା ଉପରେ ପୋଲିସ ଉପରକୁ କିନ୍ନରମାନେ ଆକ୍ରମଣ କରିଛନ୍ତି। ଲହୁଲୁହାଣ ହୋଇଛି ପୋଲିସ । ବରଗଡ଼ ଗାନ୍ଧୀ ଛକରେ ଗାଡ଼ି ଭିତରୁ ଟ୍ରାଫିକ ଇନ୍ସପେକ୍ଟରକୁ ଟାଣି ଆଣି ମାଡ ମାରିଛନ୍ତି । ତେବେ ଟ୍ରାଫିକ୍‌ ଇନ୍ସପେକ୍ଟର ମଙ୍ଗଳ କିସ୍କୁ ଲହୁଲୁହାଣ ହୋଇପଡ଼ିଛନ୍ତି।…

‘ସମ୍ବଲପୁରକୁ ବୃହତ ମହାନଗର ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ’

ସମ୍ବଲପୁର: ରବିବାର ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।…

ସନ୍ଧ୍ୟା ୫ଟା୩୦ ପୂର୍ବରୁ ଅଫିସ ଛାଡିପାରିବେନି ଏହି ବିଭାଗର କର୍ମଚାରୀ..

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶନାମା । ସାଢ଼େ ୫ଟା ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀମାନେ ସକାଳ ୧୦ଟା ସମୟରେ ଅଫିସ ଆସିବେ ଆଉ ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ ଛାଡ଼ି ପାରିବେନାହିଁ ।…

କଟକ ଚୌଦ୍ବାର ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କଟକ: କଟକ ଚୌଦ୍ଵାର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଜେଲ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କଏଦୀ ଜଣକଙ୍କ ପରିଚୟ ହେଉଛି ଟାଙ୍ଗୀ ଜରିପଡ଼ାର ବିଷ୍ଣୁପ୍ରସାଦ ସ୍ବାଇଁ । ସେ ହତ୍ୟା ମାମଲାରେ ଜେଲରେ ଥିଲେ ବୋଲି ସୂଚନା…

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷିବ, ବାତ୍ୟା ନେଇ ନାହିଁ କୌଣସି ଆକଳନ

ଭୁବନେଶ୍ବର: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ପବନ ବହିବବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ । ପାଣିପାଗ ବିଭାଗ ଅନୁଯାୟୀ, ଓଡିଶାରେ ମୌସୁମୀ ଆସିବାକୁ କିଛି ସମୟ ଲାଗିବ ।…