Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେପି ସଭାପତିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଓଏଏସ ଆସୋସିଏସନ୍ ପକ୍ଷରୁ ଥାନାରେ ଏତଲା

ରାୟଗଡା: ରାୟଗଡା ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ନେଇ ରାୟଗଡ଼ା ଜିଲ୍ଲା ଓଏଏସ ସଂଘ ବୈଠକ କରି ଏହାର ତୀବ୍ର ନିନ୍ଦା କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ…

ପୁରୀରେ ହେବ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ

ଭୁବନେଶ୍ୱର: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ (ସିଏଲଏସ୍) ସ୍ଥାପନ କରିବା ପାଇଁ ଯୋଜନା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବୁଧବାର ଅନୁଷ୍ଠିତ ଏକ…

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା

ଭୁବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଅତିପ୍ରିୟ ପଖାଳ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଘିଅ ପଖାଳ, ଦହି ପଖାଳ ଆଦି ଲାଗି ହୋଇଥାଏ । ତେବେ ଆଜି ପଖାଳ ଦିବସ ଅବସରରେ ସମଗ୍ର ରାଜ୍ୟ ପଖାଳ ଖାଇ ପାଳୁଛି…

କାଲିଠୁ ବଦଳିଲା ସ୍କୁଲ ସମୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତାକାଲିଠୁ ସକାଳୁଆ ସ୍କୁଲ। ଏପ୍ରିଲ ୨ ବଦଳରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରାଯାଇଛି । ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ସ୍କୁଲ ହେବ ବୋଲି ଚିଠିରେ ଉଲ୍ଲେଖ…

ଗ୍ରାମୀଣ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଦ୍ୱାଦଶ ଶାମ୍ଭବୀ ପୁରସ୍କାରରେ ସମ୍ମାନୀତ ହେଲା ସିଆଇରଟିଡ଼ି

ଭୁବନେଶ୍ୱର: ଗ୍ରାମୀଣ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ସେଣ୍ଟରଫର ଇଣ୍ଟିଗ୍ରେଟେଡ଼ ରୁରାଲ ଆଣ୍ଡ ଟ୍ରାଇବାଲ ଡେଭଲପମେଣ୍ଟ (ସିଆଇରଟିଡ଼ି) କୁ ଦ୍ୱାଦଶ ଶାମ୍ଭବୀ ପୁରସ୍କାର ପ୍ରଦାନ କରିଛି । ସିଆଇରଟିଡ଼ି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ…

ଉତ୍କଳ ଦିବସରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ

ଭୁବନେଶ୍ବର: ବିମାନ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୋଆକୁ ଆରମ୍ଭ ହେବ ବିମାନ ସେବା । ଏପ୍ରିଲ୍‌ ୧ ତାରିଖ ଠାରୁ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଅପ୍ରେଲ୍‌ ୧ ତାରିଖ ଠାରୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର…

ପଖାଳ ଦିବସ ପାଳିଲେ ଉପ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଆଜି ପାଳିତ ହେଉଛି ପଖାଳ ଦିବସ। ଏହି ଅବସରରେ ପଖାଳ ଖାଇ 'ପଖାଳ ଦିବସ' ପାଳନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବିଶ୍ଵରେ ଓଡ଼ିଶାର ଲୋକ ଯେଉଁଠି ରହୁଛନ୍ତି, ପଖାଳ ସେଇଠି ପହଞ୍ଚିଛି। ଓଡିଆମାନଙ୍କ ପାଇଁ ପଖାଳ ହେଉଛି ଜୀବନ ଧନ। ପଖାଳ ସହିତ ମା’ ର ସ୍ନେହ ଓ ଭାବ…

ପ୍ରକାଶ ପାଇଲା ବିଜ୍ଞପ୍ତି; ଏହି ତାରିଖରୁ ଆରମ୍ଭ ହେବ ବିଏଡ୍ ନାମ ଲେଖା

ଭୁବନେଶ୍ୱର: ବିଏଡ୍ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିପାଇଁ ଆବେଦନକାରୀମାନଙ୍କ ପାଇଁ ମାର୍ଚ୍ଚ ୨୪ ତାରିଖ ଠାରୁ କମନ୍ ଆପଲିକେସନ ଫର୍ମ (ସିଏଏଫ) ପୂରଣ ପ୍ରକିୟା ଆରମ୍ଭ ହେବ । ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ମଧ୍ୟ ବିଗତ ବର୍ଷ ପରି ଦୁଇ ବର୍ଷିଆ ବି.ଏଡ଼/ଏମ.ଏଡ଼/…

ଶରୀରପାଇଁ ଲାଭଦାୟକ କଖାରୁ ଫୁଲ…

ଭୁବନେଶ୍ଵର: ଆମ ଓଡ଼ିଆ ଘରେ ପ୍ରାୟ ଆମେ ମାନେ କଖାରୁ ଫୁଲକୁ ନିଜ ଖାଦ୍ୟରେ ବ୍ୟବହାର କରିଥାଉ । କଖାରୁ ଫୁଲ ଭଜା ବିଶେଷ କରି ସମସ୍ତଙ୍କର ପ୍ରିୟ ଅଟେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଭାତ ଥାଳି ନିକଟରେ କଖାରୁ ଫୁଲ ଭଜା ଅତି ଖୁସି ରେ ଖାଇ ଥାଆନ୍ତି । କିନ୍ତୁ ଏହି କଖାରୁ ଫୁଲ ରେ କିଛି ଏପରି…

ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ, ଶୌଚାଳୟରେ ମୃତ ଛୁଆକୁ ଜନ୍ମଦେଲେ କଲେଜ ଛାତ୍ରୀ

ନୟାଗଡ: ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଶୌଚାଳୟରେ ଛୁଆ ଜନ୍ମ କଲେ ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ଜନ୍ମ ହୋଇଥିବା…