Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୋଲିରେ ଗଡିଲା ମୁଣ୍ଡ, ରାଜଧାନୀରେ ୨ ଜଣଙ୍କୁ ହତ୍ୟା

ଭୁବନେଶ୍ଵର: ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ହତ୍ୟା କାଣ୍ଡର କାରଣ ଜଣାପଡିନଥିବା ବେଳେ ଉଭୟ ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ…

ରଙ୍ଗ ନୁହେଁ ୨୫ ବର୍ଷ ହେଲା ଫୁଲରେ ଚାଲିଛି ହୋଲି ସେଲିବ୍ରେସନ 

କଟକ: ରଙ୍ଗର ପର୍ବ ହୋଲିରେ ଉତ୍ସବମୁଖର ଦିଲ୍ଲୀ ଠୁ ପଲ୍ଲୀ। କେଉଁଠୁ ଫୁଲ ତ ଆଉ କେଉଁଠି କାଦୁଅ, ଆଉ କେଉଁଠି ରଙ୍ଗର ଅବିର, ବିଭିନ୍ନ କେମିକାଲ ରଙ୍ଗରେ ଚାଲିଛି ହୋଲି ଖେଳ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ କୌଣସି ଉପାନ୍ତ ଅଞ୍ଚଳ କି ବିଦେଶ ନୁହେଁ, ଏ ହେଉଛି ଭାଇଚାରାର ସହର ସିଲଭର…

କଲବଲ କରୁଛି ତାତି, ଦିନ ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ଵର: ଆକାଶରୁ ବର୍ଷୁଛି ନିଆଁ । ରାଜ୍ୟରେ ୪୨ ଛୁଇଁଲା ତାତି । ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ସେହିପରି ସାଢ଼େ ୨ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୧.୮ ଡିଗ୍ରୀ, ରାଉରକେଲାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୬ ଡିଗ୍ରୀ, ଭୁବନେଶ୍ଵରରେ ୩୮.୪…

୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ। ଶନିବାରଠାରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ…

ଦୋଳ ପୂର୍ଣ୍ଣିମାକୁ କେନ୍ଦ୍ରକରି ଆଜି ହୋଲିରେ ବି ଗଣ୍ଡଗୋଳ

କଟକ: ଦୋଳ ପୂର୍ଣ୍ଣିମାକୁ କେନ୍ଦ୍ରକରି ଆଜି ହୋଲିରେ ବି ଗଣ୍ଡଗୋଳ । ବାରଙ୍ଗ ଥାନା ନରାଜରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ । ଗତକାଲି ଠାରୁ ଦୁଇ ସାହି ମଧ୍ୟରେ ଲାଗି ରହିଛି ବିବାଦ । ସୂଚନା ଅନୁସାରେ, ଗତକାଲି ଦୋଳ…

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଭୁବନେଶ୍ୱରରେ ଡିଜିପି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ହୋଲି ପାଳନ କରିଛନ୍ତି। ସହରର ୟୁନିଟ୍ ୫ ଅଞ୍ଚଳରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ହୋଲିରେ ଅଗ୍ନିବର୍ଷା: ସାଢ଼େ ୧୧ଟା ସୁଦ୍ଧା ୩୭ ଡେଇଁଲାଣି ତାପମାତ୍ରା  

ଭୁବନେଶ୍ୱର: ହୋଲିରେ କଲବଲ କରୁଛି ତାତି। ପ୍ରଚଣ୍ଡ ଅଗ୍ନିବର୍ଷା। ଆସନ୍ତାକାଲି ଯାଏ ତାତିରୁ ନିସ୍ତାର ନାହିଁ। ସେପଟେ ଜଳୁଛି ପଶ୍ଚିମ ଓଡ଼ିଶା, କାଲିଠୁ ତାତି ଆଜି ଆହୁରି ଅଧିକ। ଦିନ ସାଢ଼େ ୧୧ଟାରେ ସମ୍ବଲପୁର ୩୭.୭ ଡିଗ୍ରୀ ଛୁଇଁଛି। ଗତକାଲି ସାଢ଼େ ୧୧ଟାରେ ସମ୍ବଲପୁର ୩୬.୬ ଡିଗ୍ରୀ…

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ବନ୍ଧୁକ ସହ ୬ ମାଫିଆ ଗିରଫ

ରାୟଗଡା: ରାୟଗଡ଼ା ଟାଉନ ଥାନା ପୋଲିସକୁ ବଡ ସଫଳତା । ଧରା ପଡିଲେ ଗଞ୍ଜେଇ ମାଫିଆ। ପୋଲିସ ପେଟ୍ରୋଲିଂ ସମୟରେ ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଗଞ୍ଜେଇ ଜବତ ସହ ଗୋଟିଏ ବୋଲେରୋ ଭ୍ୟାନ୍, ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଏଥିସହ ୬ ଜଣ ଗଞ୍ଜେଇ ମାଫିଆକୁ ଗିରଫ…

ରଙ୍ଗ ନୁହେଁ କାଦୁଅ ହୋଲିରେ ମସଗୁଲ୍ ହେଲେ ଛାତ୍ରଛାତ୍ରୀ….

ରାଉରକେଲା: ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର, ରଙ୍ଗ ଏବଂ ଫୁଲ ହୋଲି ତାଳେ ତାଳେ ଚାରିଆଡ଼େ ଏବେ ଉତ୍ସବ ମାହୋଲ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ହେମା ମାଳିନୀ 

ଭୁବନେଶ୍ୱର: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ଶନିବାର ହୋଲି ଅବସରରେ ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ହୋଲି ପାଳନ କରି ନିଜକୁ ଧନ୍ୟ ମନେ କରୁଛି। ସୁବ୍ୟବସ୍ଥା ପାଇଁ ମୁଁ ଓଡ଼ିଶା…