Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜେଇ ଚୋରାଚାଲାଣ କରିଥିବା ଅଭିଯୋଗରେ ୨ ଗିରଫ

ଦାରିଙ୍ଗବାଡି:କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ଗଞ୍ଜେଇ ଚୋରାଚାଲାଣ କରିଥିବା ଅଭିଯୋଗରେ ଦାରିଙ୍ଗବାଡି ଥାନା ଅଞ୍ଚଳରୁ ୨ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଥାନା ଶ୍ରାନିକେତା ଦଣ୍ଡିମା ଗ୍ରାମର ବିଦ୍ୟାଧର ନାୟକ ଏବଂ ପର୍ତ୍ତମାହା ପଞ୍ଚାୟତ…

ଦିବ୍ୟାଙ୍ଗଙ୍କୁ ପରିଚୟ ପତ୍ର ମିଳିବାରେ ଯେପରି ବିଳମ୍ବ ନହୁଏ ସେନେଇ ବିଶେଷ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଦିବ୍ୟାଙ୍ଗଙ୍କୁ ୟୁନିକ୍ ଡିସେବିଲିଟି ଆଇଡି (ୟୁଡିଆଇଡି) କାର୍ଡ ପ୍ରଦାନ ପ୍ରକ୍ରିୟାକୁ ଅଧିକ ତତ୍ପର କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ହଜାର ହଜାର ଆବେଦନ ମେଡିକାଲ ଟେଷ୍ଟ ଅଭାବରୁ ବିଚାରାଧୀନ ଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…

ପ୍ରକୃତିର ତାଣ୍ଡବ ନା ଜଳବାୟୁ ପରିବର୍ତ୍ତନର କୁପ୍ରଭାବ? ଜାଣନ୍ତୁ ଓଡ଼ିଶାରେ ରେକର୍ଡ ଭାଙ୍ଗୁଥିବା ଲଗାଣ ବର୍ଷା ପଛର…

ଭୁବନେଶ୍ୱର: ଗତ କିଛି ଦିନ ହେବ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱରଠାରୁ ଆରମ୍ଭ କରି ବରଗଡ଼ ଏବଂ ମାଲକାନଗିରିରୁ ନେଇ ମୟୂରଭଞ୍ଜ ପର୍ଯ୍ୟନ୍ତ ସବୁଠି ଜଳାର୍ଣ୍ଣବ ସ୍ଥିତି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବନ୍ୟା ପରିସ୍ଥିତି…

ସିଏମଓରୁ କୁଆଡ଼େ ଗଲା କମିଶନ ଫାଇଲ? ନବୀନଙ୍କୁ ଦାୟୀ କରିବାକୁ ନେଇ ଗର୍ଜିଲା ବିଜେଡି, କହିଲା ‘ସରକାର ନିଜ କାମ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ତଦନ୍ତ କମିଶନ ଫାଇଲ୍ ନିଖୋଜ ହେବା ଘଟଣା ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ାଇଛି। ଏହି ଘଟଣାରେ ବିଜେପି ନେତାମାନେ ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ…

ରଥଯାତ୍ରା ୨୦୨୬ର ସଫଳ ସମାପନ ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡିତ ଓଡିଶାର ସବୁଠାରୁ ବଡ ଏବଂ ମହତ୍ତ୍ୱପୂର୍ଣ୍ଣ ପର୍ବ ରଥଯାତ୍ରାର ସଫଳ ସମାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମସ୍ତ ଜଗନ୍ନାଥ ପ୍ରେମୀ, ସେବାୟତ, ସରକାରୀ ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ତଥା ଏହି ପବିତ୍ର…

ଖୋର୍ଦ୍ଧାରେ ଜାତୀୟ ଫୋରେନ୍ସି ସାଇନ୍‌ସେସ୍‌ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ଖୋଲିବା ନେଇ ମଞ୍ଜୁରୀ…

ଖୋର୍ଦ୍ଧା: ଖୋର୍ଦ୍ଧାରେ ଖୋଲିବ ଜାତୀୟ ଫୋରେନ୍ସି ସାଇନ୍‌ସେସ୍‌ ବିଶ୍ବବିଦ୍ୟାଳୟ (ଏନ୍‌ଏଫ୍‌ଏସ୍‌ୟୁ) । ଏଥିପାଇଁ ଜମି ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇସାରିଛି । ତେବେ ସାରା ଦେଶରେ ଆଉ ୮ଟି କ୍ୟାମ୍ପସ ଖୋଲିବାନେଇ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । ତେବେ ଫୋରେନ୍ସିକ୍‌…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଛନ୍ତି ୩ ପ୍ରଜାତିର ୨୭ ବାଘ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଊଦ୍ୟାନରେ ଏବେ ୧୦ଟି ଖୁଆଡ଼ ଓ ସଫାରୀରେ ମୋଟ ୨୭ଟି ବାଘ ବାଘୁଣୀ ଅଛନ୍ତି । ସେଥିମଧ୍ୟରେ ୬ଟି ଧଳା ଓ ୪ଟି କଳା ଲୋମଯୁକ୍ତ(ମେଲାନିଷ୍ଟିକ୍‌) ସହିତ ୧୮ଟି ସାଧାରଣ ରଙ୍ଗର ବାଘ ବାଘୁଣୀ ରହିଛନ୍ତି । ନନ୍ଦନକାନନ ଏକମାତ୍ର ଚିଡ଼ିଆଖାନା ଯେଉଁଠି ବାଘ ସଫାରୀ ଅଛି ।…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; କଟକର ଏସବୁ ଅଞ୍ଚଳ ‘ନୋ ଡ୍ରୋନ୍ ଜୋନ୍’ ଘୋଷିତ

କଟକ: ମହାମହିମ ରାଷ୍ଟ୍ରପତିଙ୍କ ଆସନ୍ତା ୩ ଅଗଷ୍ଟ ୨୦୨୬ ତାରିଖରେ ବାଙ୍କୀସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ। ଏହି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ…

ଭାରତୀୟ ବାୟୁସେନାରେ ନିଯୁକ୍ତ ହେବେ ଅଗ୍ନିବୀର ବାୟୁ (ସଙ୍ଗୀତଜ୍ଞ)

ଭୁବନେଶ୍ବର: ଭାରତୀୟ ବାୟୁସେନାର ଅଗ୍ନିବୀରବାୟୁ (ସଙ୍ଗୀତଜ୍ଞ) ପଦବୀ ପାଇଁ ଇନ୍‌ଟେକ୍ ୦୧/୨୦୨୭ ନିମନ୍ତେ ଅବିବାହିତ ଭାରତୀୟ ପୁରୁଷ ଓ ମହିଳା ପ୍ରାର୍ଥୀଙ୍କଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀ ଦଶମ ଶ୍ରେଣୀ କିମ୍ବା ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ…

ବନ୍ୟାରେ ଉଦ୍ଧାର କାର୍ଯ୍ୟ; ବିଦ୍ୟୁତଘାତରେ ଯୁବ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରେ ବନ୍ୟା ଜଳ ନିଷ୍କାସନ କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଦିନ ଏକ ଦୁଃଖଦ ଘଟଣା ଘଟିଛି। ଡ୍ୟୁଟି ସମୟରେ ଦୁର୍ଘଟଣାବଶତଃ ଏକ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଚନ୍ଦନ ପଟ୍ଟନାୟକ, ଯିଏକି ମାତ୍ର…