Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯେଉଁମାନେ ପାଇନାହାନ୍ତି, ସେମାନଙ୍କୁ ଏହିଦିନ ମିଳିବ ସୁଭଦ୍ରା କିସ୍ତି…..

ଭୁବନେଶ୍ଵର: ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ଏହି ଦିନ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଉପମୁଖ୍ୟମନ୍ତ୍ରୀ…

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପିପିଲି: ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ। ପିପିଲି ସେଲ୍‌ଫି ପଏଣ୍ଟ ନିକଟରେ ଲାଗିଲା ନିଆଁ, ରୋଗୀ ସୁରକ୍ଷିତ। ଡେଲାଙ୍ଗରୁ ରୋଗୀକୁ ଧରି ଭୁବନେଶ୍ବର ଯିବା ବେଳେ ଅଘଟଣ। ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ଗୁରୁତର ବିଷାକ୍ତ ସାପ…

୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଦେବେ ଯୋଗ

ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରବିବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଓ ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ଆଇଓସିଏଲ୍, ପେଟ୍ରୋନେଟ୍…

ମାଆ ସହ ବିଷ ପିଇଦେଲେ ଭାଇଭଉଣୀ, ଏମ୍‌କେସିଜି ମେଡିକାଲରେ ୩ ମୃତ

ବ୍ରହ୍ମପୁର: ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ଏମ୍‌କେସିଜି ମେଡିକାଲରେ ୩ ଜଣଙ୍କୁ ମୃତ୍ୟୁ ଘୋଷଣା। ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଷପିଇ ମା’ ସହ ୨୦ ବର୍ଷୀୟା ଝିଅ ଓ ୨୩ ବର୍ଷୀୟ ପୁଅର ମୃତ୍ୟୁ। ପାରିବାରିକ କାରଣରୁ ବିଷ ପିଇଥିବା ସୂଚନା ମିଳିଛି।…

ଆସୁଛି ଲଘୁଚାପ, ଆସନ୍ତାକାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୮ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପର ବିଶେଷ ପ୍ରଭାବ ରହିବନି। ୮ରୁ ୧୦ ତାରିଖ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର…

ୱାକଫ ବିଲ୍‌ ସମର୍ଥନ ନେଇ ବିଜେଡି ସୁପ୍ରିମୋଙ୍କୁ ନରସିଂହଙ୍କ ଟାର୍ଗେଟ, ବାହ୍ୟ ଶକ୍ତି କଥା କହି ପ୍ରସନ୍ନ କଲେ ସନ୍ଦେହ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଦସ୍ୟ ରାଜ୍ୟସଭାରେ ୱାକଫ (ସଂଶୋଧନ) ବିଲ୍‌କୁ ସମର୍ଥନ ଦେବା ନିଷ୍ପତ୍ତି ଦଳ ଭିତରେ ବିଭେଦ ସୃଷ୍ଟି କରିବା ସହ ବିରୋଧୀ ଦଳଗୁଡ଼ିକୁ ଆକ୍ରମଣର ସୁଯୋଗ ଦେଇଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରବିବାର ଗଣମାଧ୍ୟମ…

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” ଲୋକାର୍ପିତ

ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ ର କର୍ଟେନ୍ ରେଜର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିଆନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଏପ୍ରିଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ରାଜ୍ୟ…

ବିଜେଡି ସଫା ହୋଇଯିବ, ପରୋକ୍ଷରେ ପାଣ୍ଡିଆନଙ୍କ ନେତୃତ୍ୱକୁ ଟାର୍ଗେଟ କଲେ ବଳଭଦ୍ର ମାଝୀ

ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏହାରି ଭିତରେ ସମସ୍ତେ ଛାଇ ଖୋଜୁଥିବାବେଳେ ଓଡିଶା ରାଜନୀତି କିନ୍ତୁ ଆହୁରି ତାତିଛି । ବିଜେପିର ବର୍ତ୍ତମାନ ସାଂସଦ ବଳଭଦ୍ର ମାଝୀ ବିଜୁ ଜନତା ଦଳ (ବିଜେଡି) ଉପରେ ବର୍ଷିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ବୟାନରେ ବଳଭଦ୍ର ମାଝୀ ଦାବି…

ପୁଣି ଖସିଲା ସୁନା ଦର, ଆସନ୍ତା ସପ୍ତାହରେ ଏତେ ଟଙ୍କା କମିବ

ଭୁବନେଶ୍ୱର : ଲଗାତାର ଖସୁଛି ସୁନା ଦର । ତିନି ଦିନରେ କମିଲାଣି ଅଢ଼େଇ ହଜାର ଟଙ୍କା । ୨୨ କ୍ୟାରେଟ୍‌ ସୁନାର ଦାମ ୮୨ ହଜାର ୮୩୦ ଟଙ୍କା ଥିବା ବେଳେ ୯୦ ହଜାର ୩୬୦ ଟଙ୍କାରେ ପହଞ୍ଚିଛି ୨୪ କ୍ୟାରେଟ ସୁନାର ଦମ୍ । କାହିଁକି କମୁଛି ସୁନା ଦର ? ଏହା କେଉଁ ପର୍ଯ୍ୟନ୍ତ କମିବ ? ତାକୁ ନେଇ…

ବିଜେଡିରେ କନ୍ଦଳ ବେଳେ ନବୀନଙ୍କୁ “ଚୁପ୍ ସୈତାନ୍” କହି କଟାକ୍ଷ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଭିତରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଦ୍ୱାରା ୱାକଫ (ସଂଶୋଧନ) ବିଲ୍‌, ୨୦୨୫କୁ ସମର୍ଥନ କରାଯିବା ପରେ ଏହି ସ୍ଥିତି ସୃଷ୍ଟି ହୋଇଛି। ଦଳର ବରିଷ୍ଠ ନେତାମାନେ ଏହି ଘଟଣାକୁ ଦେଖି ସଭାପତି ନବୀନ ପଟ୍ଟନାୟକଙ୍କୁ ସସ୍ମିତଙ୍କ…