Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀର ଗୁରୁଗ୍ରାମ ମେଦାନ୍ତ ହସ୍ପିାଟଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କ…

ଭାଙ୍ଗିଲା ୨୩ ବର୍ଷର ରେକର୍ଡ; ଋଷିକୁଲ୍ୟା ମୁହାଣରେ ସାଢେ ୬ ଲକ୍ଷରୁ ଉର୍ଦ୍ଧ୍ବ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସରିଛି ଗଣ ଅଣ୍ଡାଦାନ । ଏହି ସମୟ ମଧ୍ୟରେ ୬ ଲକ୍ଷ ୯୮‌ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ । ଫେବୃଆରୀ ୧୬ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଥିଲା…

ସିଏମସିର ହେବ ରାଜସ୍ୱ ବୃଦ୍ଧି; ଜୈବ ବର୍ଜ୍ୟରୁ ଉତ୍ପନ୍ନ ହେବ ଇନ୍ଧନ ଗ୍ୟାସ

କଟକ: ଏବେ କଟକ ମହାନଗର ନିଗମ (ସିଏମସି)ରେ ନିର୍ଗତ ହେଉଥିବା ଜୈବ ବର୍ଜ୍ୟବସ୍ତୁରୁ ଉତ୍ପନ ହେବ ଇନ୍ଧନ ଗ୍ୟାସ୍‌ । ପୂର୍ବରୁ ବିଭିନ୍ନ ମହାନଗର ନିଗମରେ ଜୈବ ବର୍ଜ୍ୟବସ୍ତୁରୁ ଇନ୍ଧନ ଗ୍ୟାସ୍ ଉତ୍ପନ ହେଉଥିବାବେଳେ ସିଏମସି ଏବେ ଏହି ପଦକ୍ଷେପ ଗ୍ରହଣ କରିଛି । ଏଥିପାଇଁ ଜଗତପୁର ଅଞ୍ଚଳରେ…

ପରଲୋକରେ ଓଡ଼ିଆ ଗଜଲ-ସାହିତ୍ୟର ଜଣେ ଅନୁପମ ସ୍ରଷ୍ଟା ଓ ଗବେଷକ ମହମ୍ମଦ ଆୟୁବ

କଟକ: ପରଲୋକରେ ସୁପରିଚିତ ସାହିତ୍ୟସାଧକ ମହମ୍ମଦ ଆୟୁବ ‘କାବୁଲି’ । ଫେବ୍ରୁଆରି ୨୭ ତାରିଖ ଗୁରୁବାର ଦିନ କଟକ ଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ମହମ୍ମଦ ଆୟୁବ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆ ଭାଷା ଓ ସାହିତ୍ୟରେ…

ଓଡିଶାରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ନଡ୍ଡା । ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ…

ବିଦ୍ୟୁତ ଦେୟ ୧ ପଇସା ବୃଦ୍ଧି କଲେ ରାଜ୍ୟବ୍ୟାପି ଆନ୍ଦୋଳନ ହେବ: କଂଗ୍ରେସ

ଭୁବନେଶ୍ୱର: ଓଡିଶାରେ ଯଦି ବିଦ୍ୟୁତ ଦେୟ ୧ ପଇସା ବୃଦ୍ଧି କରାଯିବ ତେବେ ରାଜ୍ୟବ୍ୟାପି ଆନ୍ଦୋଳନ ହେବେ । ସାଧାରଣ ବିଦ୍ୟୁତ ଖାଉଟିଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ପ୍ରତିଶୃତିବଦ୍ଧ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା…

ମହାକୁମ୍ଭର ୪୨ ଦିନରେ ୧୫ ହଜାରରୁ ଅଧିକ ଟ୍ରେନ୍ ପରିଚାଳନା କରି ରେକର୍ଡ ସୃଷ୍ଟି କଲା ରେଳବାଇ

ଭୁବନେଶ୍ୱର: ବୁଧବାର ଶେଷ ହୋଇଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଶେଷ ହୋଇଛି । ଏହି ମହାକୁମ୍ଭ ୨୦୨୫ ସମୟରେ ମାତ୍ର ୪୨ ଦିନରେ ୧୫ ହଜାରରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି । ଯାହା ପ୍ରାରମ୍ଭିକ ଲକ୍ଷ୍ୟ ୧୩ ହଜାର ୫୦୦…

ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ ଦଳୀୟ ନେତାଙ୍କ ପାଇଁ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା। ଯାହାଫଳରେ ଦଳର ଭାବମୂର୍ତିକୁ କ୍ଷତି ହେବ ନାହିଁ। ସୂଚନା ଅନୁଯାୟୀ, କୌଣସି ଘଟଣା ସମ୍ପର୍କରେ ଗଣମାଧ୍ଯମ ଓ ସାମାଜିକ ଗଣମାଧ୍ଯମରେ ମତ ଦେବା ପୂର୍ବରୁ ନେତୃବୃନ୍ଦ ପ୍ରଦେଶ…

ଘର ଭିତରେ ବିସ୍ଫୋରଣ ଘଟି ୩ ପିଲା ଗୁରୁତର 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଶିଳ୍ପାଞ୍ଚଳର କୁମାରବସ୍ତ ମଙ୍ଗରାଜ ସାହିରେ ଗୁରୁବାର ଦିନ ଏକ ଘର ଭିତରେ ବିସ୍ଫୋରଣ ହେବାରୁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ…

ବାଲି ଚୋରି ରୋକିବାକୁ ଅଣାଯିବ ନୂଆ ଆଇନ: ରାଜସ୍ବ ମନ୍ତ୍ରୀ

ରାଉରକେଲା: ଏବେ ସାବାଡ ହେବେ ବାଲି ମାଫିଆ । ସରକାରୀ ସଂପତ୍ତି ଲୁଟ୍‌ କରି ମାଫିଆମାନେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଛନ୍ତି । ଏମାନଙ୍କ ଉପରେ ସରକାର ନଜର ରଖିଛନ୍ତି । ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ । ବାଲି ଚୋରି ରୋକିବାକୁ ଅଣାଯିବ ନୂତନ ଆଇନ ବୋଲି ଗୁରୁବାର କହିଛନ୍ତି ରାଜସ୍ବ…