Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିଏମ କିଷାନରେ ଉପକୃତ ହେଲେଣି ୪୫ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ସିଏମ କିଷାନରେ ଏବେ ଉପକୃତ ହେଲେଣି ୪୫ ଲକ୍ଷରୁ ଅଧିକ ଲୋକ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହ ଦେଓ । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ ରହିଛନ୍ତି । ଏହା…

ରାଜ୍ୟର ୮ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ସତର୍କତା

ଭୁବନେଶ୍ୱର: ରାଜ୍ୟର ୮ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଗାମୀ ୩ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ରାୟଗଡା ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହିତ ହାଲୁକା…

ସଙ୍କଟ ବେଳେ ଆଳୁ ଯୋଗାଇଥିଲା ୟୁପି, ପଞ୍ଜାବ: ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ଗତ କିଛି ମାସ ଧରି ଆଳୁ ବଜାର ସାଧାରଣ ଲୋକଙ୍କୁ ଅତିଷ୍ଟ କରିଥିବା ବେଳେ ଏବେ ବେଶ୍ ହାତସୁଆ ରହିଛି ଆଳୁ ଦର । ଆଳୁ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଆଳୁ…

୨୩ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ବର: ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୫ରେ ଓଡିଶାକୁ ମିଳିଲା ସ୍ବର୍ଣ୍ଣ ପଦକ । ୨୩ ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୫ ରେ ମହିଳା ଟି-୪୭ ବର୍ଗରେ ୧୦୦ ମିଟରରେ ପାରା ଆଥଲିଟ୍‌ ଜୟନ୍ତୀ ବେହେରାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ତେବେ ବର୍ତ୍ତମାନ ତାମିଲନାଡୁ,…

‘ଅର୍ଥନୈତିକ ବିକାଶକୁ ଦୃଢୀଭୂତ କରିବ ବଜେଟ୍’

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟରେ ଏଥର ମୁଖ୍ୟମନ୍ତ୍ରୀ ଅନେକ ନୂଆ ଯୋଜନା ଆଣିଛନ୍ତି । ବଜେଟରେ ଆଗାମୀ ଆର୍ଥିକବର୍ଷ ଲାଗି ବିଭିନ୍ନ କ୍ଷେତ୍ର ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ…

ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର ଶରତ ଗିରି । ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ୫୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଜମିଜମା ମାମଲାରେ ଟଙ୍କା କାରବାର କରୁଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ଚିତ୍ରସେନ…

ଭୁବନେଶ୍ଵର ଏମ୍ସରେ ସିବିଆଇ ରେଡ୍

ଭୁବନେଶ୍ଵର: ଭୁବନେଶ୍ବର ଏମ୍‌ସରେ ସିବିଆଇର ରେଡ୍‌ । ରିକ୍ୟୁରମେଣ୍ଟ ସ୍କାମ୍‌ ନେଇ ରେଡ୍‌ କରୁଛି ସିବିଆଇ । ସ୍କାମର ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ୭୭୫ଟି ପୋଷ୍ଟରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ନେଇ ପ୍ରମାଣ ମିଳିଛି । ତେବେ ରେଡ୍‌ ବେଳେ…

ପ୍ରଶ୍ନକାଳରୁ ବିରୋଧୀଙ୍କ କଡା ଆଭିମୁଖ୍ୟ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ବି ଚାଲିପାରିଲାନି ଗୃହ । ଗୃହ ଆରମ୍ଭରୁ ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ । ଆଜି ବଜେଟ ଅଧିବେଶନର ୬ଷ୍ଠ…

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଗାଡ଼ିରୁ ମଲ୍ଟି ହର୍ଣ୍ଣ କାଢି ଚାଳକଙ୍କଠୁ ଫାଇନ ଆଦାୟ

କଟକ: ଆକ୍ସନ ମୋଡରେ କମିଶନରେଟ୍ ପୋଲିସ। ଗାଡ଼ିରେ ମଲ୍ଟି ହର୍ଣ୍ଣ ଲଗାଇଥିଲେ ଦେବାକୁ ପଡୁଛି ଫାଇନ। ଗତକାଲି କଟକ ନେତାଜୀ ବସ ଟର୍ମିନାଲ ପାଖରେ କମିଶନରେଟ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଇଛି। ଗାଡ଼ିରେ ଲାଗିଥିବା ବହୁ ମଲ୍ଟି ହର୍ଣ୍ଣ ପୋଲିସ କଢ଼ିଛି। ଏହା ସହ ଯେଉଁ ସବୁ ଗାଡିରେ ଏହି…

ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ

କଟକ: ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ। କଟକ ଜିଲ୍ଲା ପୁରୀଘାଟ ଥାନା ଅନ୍ତର୍ଗତ ମଠସାହିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି। ପୁରୀଘାଟ ଥାନା ମଠସାହିରେ ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ପଶ୍ଚିମବଙ୍ଗ ଅଞ୍ଚଳର ୧୭ ବର୍ଷୀୟ ବାଳକ ବୋଲି…